ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ତେଲକୋଇ ରାଜନୀତି: ବିଜେପି-ବିଜେଡିକୁ ପ୍ରାର୍ଥୀ ଅଡ଼ୁଆ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନମଣ୍ଡଳୀରେ ଏବେ ଉଭୟ ବିଜେପି ଏବଂ ବିଜେଡି ପାଇଁ ପ୍ରାର୍ଥୀ ଚୟନକୁ ନେଇ ଅଡୁଆ ପରିସ୍ଥିତି। ଉଭୟ ଦଳ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା ଝୁଲାଇ ରଖିଛନ୍ତି। ବିଜେପି ଛାଡ଼ି ଧନୁର୍ଜୟ ସିଦୁ ବିଜେଡିରେ ଯୋଗଦେବା ପରେ ତେଲକୋଇ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: କଂଗ୍ରେସ ଗଡ଼ ବିଧ୍ବସ୍ତ

ପୁରୀ: ପୁରୀ ଜିଲ୍ଲାର ସତ୍ୟବାଦୀ ବିଧାନସଭା ଆସନ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ କରଛଡ଼ା ପରେ ଏହି ଆସନ ନେତୃତ୍ବଶୂନ୍ୟ ହୋଇପଡ଼ିଛି। ସ୍ଥିତି ଏପରି ହୋଇଛି ଯେ କଂଗ୍ରେସ ଟିକେଟ୍‌ରୁ ଲଢ଼ିବାକୁ ଏଠାରେ କେହି ପ୍ରାର୍ଥୀ ମିଳୁନାହାନ୍ତି। ଗତ…
ଅଧିକ ଖବର ଦେଖନ୍ତୁ...

ରେଢ଼ା‌ଖୋଲ: ଅଡ଼ୁଆରେ ବିଜେପି-ବିଜେଡି

ସମ୍ବଲପୁର: ଏକଦା ବିଜେଡିର ସୁରକ୍ଷିତ ଗଡ଼ କୁହାଯାଉଥିବା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଚୟନକୁ ନେଇ ଏବେ ଦ୍ବନ୍ଦ୍ବରେ ପଡ଼ିଯାଇଛି ବିଜେଡି। ଏପଟେ ପ୍ରାର୍ଥୀ ଘୋଷଣା ପରେ ବି ବିଦ୍ରୋହ ଯୋଗୁ ବିଜେପିର ଅଡ଼ୁଆ ବଢ଼ିଲାଣି। ରେଢ଼ାଖୋଲରେ ବିଜେଡିର ସ୍ଥିତି ପୂର୍ବ…
ଅଧିକ ଖବର ଦେଖନ୍ତୁ...

ଏକାଠି ହେଲେ ବିଜେଡି ଟିକେଟ ଆଶାୟୀ: ହୋଟେଲରେ ବସିଲା ‘ବିଜୁ ପରିବାର ସ୍ବାର୍ଥ ପାଇଁ ବୈଠକ’

କେନ୍ଦ୍ରାପଡ଼ା: ଆସନ୍ତାକାଲି ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ବିଜେଡିରେ ମିଶିବାକୁ ଯାଉଛନ୍ତି। ନିଜର ସମର୍ଥକଙ୍କ ସହିତ ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହାକୁ ନେଇ ଏବେ କେନ୍ଦ୍ରାପଡ଼ା ରାଜନୀତିରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି: ବିଜେଡିକୁ ଫେରିବା ଚର୍ଚ୍ଚା ଜୋର୍‌ ଧରିଲା

ଭୁବନେଶ୍ବର/ବସ୍ତା-୨: ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପିର ବିଚାରଧାରା ସହିତ ଖାପ ଖୁଆଇ ନ ପାରିବା ଓ ରାଜ୍ୟ ବିଜେପିରେ ଦୃଢ଼ ନେତୃତ୍ବ…
ଅଧିକ ଖବର ଦେଖନ୍ତୁ...

ଛତ୍ରପୁରରେ ବିଜେପିର ଶକ୍ତି ପ୍ରଦର୍ଶନ: ପ୍ରାର୍ଥିତ୍ବକୁ ବିରୋଧ କରି ପ୍ରଶାନ୍ତ ଓ ବନମାଳୀ ଗୋଷ୍ଠୀ ଅନୁପସ୍ଥିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଆଜି ବିଜେପି ଦଳର ୪୪ତମ ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କରିଛି। ବ୍ରହ୍ମପୁର ‌ଲୋକସଭା ଆସନ ପ୍ରାର୍ଥୀ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଓ ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ସମର୍ଥକଙ୍କ ଗହଣରେ ବାଇକ୍ ରାଲିରେ ସାମିଲ ହୋଇ…
ଅଧିକ ଖବର ଦେଖନ୍ତୁ...

ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ: ଗୋଷ୍ଠୀକନ୍ଦଳରେ ଯବନିକା

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ଭିତରେ ଲାଗି ରହିଥିବା କନ୍ଦଳରେ ଯବନିକା ପଡ଼ିଛି। ମଞ୍ଜୁଳାଙ୍କୁ ଏଠାରୁ ପୁଣିଥରେ ବିଜେଡି ପ୍ରାର୍ଥୀ କରିଛି। ତେବେ ବହୁଦିନ ଧରି ବିଧାୟିକାଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଉଦୟଗିରିରେ ପ୍ରଚାର ପାଇଁ ସଜବାଜ ହେଲାଣି ବିଜେଡି; ବିଜେପି ଓ କଂଗ୍ରେସରେ ଚାଲିଛି ବାଦ-ବିବାଦ

ଘୁ.ଉଦୟଗିରି: ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ବିଧିବତ ଭାବେ ନିର୍ବାଚନ କମିସନଙ୍କ ତାରିଖ ଘୋଷଣା ପରେ ସମସ୍ତ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ବିଧାନସଭା ଏବଂ ସଂସଦ କ୍ଷେତ୍ର ପାଇଁ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି। ପ୍ରଚଣ୍ଡ…
ଅଧିକ ଖବର ଦେଖନ୍ତୁ...

ଚିତ୍ରକୋଣ୍ଡାରେ ପ୍ରାର୍ଥୀ ଘୋଷଣା ବଳିମ୍ବକୁ ନେଇ ମାଲକାନଗିରିରେ ଚର୍ଚ୍ଚା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀକୁ ନେଇ ସବୁ ସ୍ଥାନରେ ଏବେ ଚର୍ଚ୍ଚା ଲାଗି ରହିଛି। ନାମାଙ୍କନ ପତ୍ର ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ଘୋଷଣାରେ ସେତେ ବିଳମ୍ବକୁ ନେଇ କେବଳ ଦଳରେ ନୁହେଁ ବରଂ ଜନସାଧାରଣ ମଧ୍ୟ ଏହାକୁ ନେଇ ଆଲୋଚନା ଜୋରସୋରରେ…
ଅଧିକ ଖବର ଦେଖନ୍ତୁ...

ସୋନିଆଙ୍କ ଚମତ୍କାରିତା ଦୋହରାଇ ପାରିବେ କି ରାହୁଲ: ୨୦୦୪ରେ ବାଜପେୟୀଙ୍କ ‘ସାଇନିଂ ଇଣ୍ଡିଆ’କୁ ବିଫଳ କଲା ଭଳି…

ନୂଆଦିଲ୍ଲୀ: କୁହାଯାଏ ଇତିହାସ ଦୋହରା ଯାଇଥାଏ। ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ପାଇଁ ଏଭଳି ସମ୍ଭବ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ‌ତେବେ ଇତିହାସ ଦୋହରାଇବାର ଦାୟିତ୍ବ ସମ୍ପୂର୍ଣ୍ଣ ରାହୁଲ ଗାନ୍ଧୀଙ୍କ ଉପରେ ରହିଛି। ସେ ୨୦୦୪ରେ ସୋନିଆ ଗାନ୍ଧୀଙ୍କ ଦ୍ବାରା…
ଅଧିକ ଖବର ଦେଖନ୍ତୁ...