ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ପଦ୍ମ ଧରିଲେ ବିଧାୟକ ରମେଶ

ଅନୁଗୁଳ: ବିଜେଡିରୁ ଇସ୍ତଫା ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ସାଏ ଦିନକ ପରେ ଶୁକ୍ରବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ବିଜେଡିରୁ ଟିକେଟ ନ ମିଳିବା ପରେ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର: ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଅମରେନ୍ଦ୍ର ଦାସ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫାଦେଲେ ସନ୍ତୋଷ ଅମାତ

ସୁନ୍ଦରଗଡ଼: ବିଜେଡି ଛାଡ଼ିଛନ୍ତି ସୁନ୍ଦରଗଡ଼ର ବରିଷ୍ଠନେତା ସନ୍ତୋଷ ଅମାତ। ସେ ତାଙ୍କ ଟ୍ବିଟର୍ ହ୍ୟାଣ୍ଡେଲରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ କିଛି ଉଲ୍ଲେଖ କରି ନଥିଲେ…
ଅଧିକ ଖବର ଦେଖନ୍ତୁ...

କହ୍ନୈୟାଙ୍କ ଟିକେଟ୍ କାହିଁକି କାଟିଲା କଂଗ୍ରେସ ?

ନୂଆଦିଲ୍ଲୀ: ଦିଲ୍ଲୀର ୩ଟି ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସରେ ବିଚାର ବିମର୍ଷ ଜାରି ରହିଛି । ଇତି ମଧ୍ୟରେ ଖବର ଆସୁଛି ଯେ ଉତ୍ତରପୂର୍ବ ଦିଲ୍ଲୀ ଆସନ ପାଇଁ କହ୍ନୈୟା କୁମାରଙ୍କ ନାମ ଉପରେ ବିଚାର ହୋଇଥିଲେ ବି ତାହାକୁ ବାଦ୍ ଦିଆଯାଇଥିଲା । ଦିଲ୍ଲୀରେ କଂଗ୍ରେସ ଆମ୍…
ଅଧିକ ଖବର ଦେଖନ୍ତୁ...

୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ଏମାନେ ହେଲେ ପ୍ରାର୍ଥୀ, ୩୯ଟି କ୍ଷେତ୍ରରେ ହୋଇପାରିନି…

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ ରେଙ୍ଗାଲି ପାଇଁ ସୁଦର୍ଶନ ହରିପାଲ, ରାଉରକେଲା ପାଇଁ ଶାରଦା ନାୟକ, ବୀରମିତ୍ରପୁର ପାଇଁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଘୋଷଣାପତ୍ରରେ ଆମେରିକା ଓ ଥାଇଲାଣ୍ଡର ଫଟୋ : ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ  ନିଜର ଘୋଷଣାପତ୍ର ଜାରି କରାଯାଇଛି । ଦଳ ଏହି ଇସ୍ତାହାରରେ ଯୁବକ, ମହିଳା, ଶ୍ରମିକ ଓ କୃଷକଙ୍କ ଉପରେ ଗୁରୁତ୍ୱ ଦେଇଛି। ଏହି ସବୁ ବର୍ଗପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରତିଶ୍ରୁତି ଦିଆଯାଇଛି। ତେବେ କଂଗ୍ରେସର ଏହି ଇସ୍ତାହାରକୁ କଡ଼ା…
ଅଧିକ ଖବର ଦେଖନ୍ତୁ...

ବାପା କରିଥିବା ଭୁଲ ପାଇଁ ବିଜେପି କର୍ମକର୍ତ୍ତାଙ୍କୁ କ୍ଷମା ମାଗିଲେ ପୁଅ ଅରବିନ୍ଦ ରାଜଭର

ନୂଆଦିଲ୍ଲୀ: ଏକ ପୁରାତନ କଥା ଅଛି ଯେ ପିତା କରିଥିବା ଋଣ ପୁଅକୁ ପରିଶୋଧ କରିବାକୁ ପଡିଥାଏ। ଏହି କ୍ରମରେ ଦେଖିବାକୁ ଗଲେ ରାଜନୀତିରେ ବାପା କରିଥିବା ଭୁଲର ପ୍ରଭାବ ପୁଅ ଉପରେ ବି ପଡ଼ିଥାଏ। ନିକଟରେ ଘୋସି ନିର୍ବାଚନମଣ୍ଡଳୀର ଏନଡିଏ ପ୍ରାର୍ଥୀ ତଥା ଓମ ପ୍ରକାଶ ରାଜଭରଙ୍କ ପୁଅ ଅରବିନ୍ଦ…
ଅଧିକ ଖବର ଦେଖନ୍ତୁ...

ସମାନ ନାଗରିକ ସଂହିତା ଲାଗୁ କରିବା ଆମର ପ୍ରତିବଦ୍ଧତା : ରାଜନାଥ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର କହିଛନ୍ତି ଯେ ସମାନ ନାଗରିକ ସଂହିତା  ବା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) କାର୍ଯ୍ୟକାରୀ କରିବା ସରକାରଙ୍କ ପ୍ରତିବଦ୍ଧତା। ବିରୋଧୀ ମାନେ ଏହି ପ୍ରସଙ୍ଗରେ ଦେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ

ଭୁବନେଶ୍ବର: ବିଜେପିର ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ଦେଖାଦେଇଛି ମୟୂରଭଞ୍ଜରେ। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ। ଦଳର ମୋରଡ଼ା ନିର୍ବାଚନ ମଣ୍ଡଳୀ ସହିତ ଅନ୍ୟ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ତଥା ମୟୂରଭଞ୍ଜ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ

ସୁନ୍ଦରଗଡ଼: ବିଜେଡି ଛାଡ଼ିଛନ୍ତି ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ। ସେ ତାଙ୍କ ଟ୍ବିଟର୍ ହ୍ୟାଣ୍ଡେଲର ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ କିଛି ଉଲ୍ଲେଖ କରି ନଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...