ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

କୋଟିଆ ପ୍ରସଙ୍ଗରେ ଘେରିଲା ବିଜେପି : ‘ଆନ୍ଧ୍ର ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ଆଲୋଚନା କରନ୍ତୁ’

ଭୁବନେଶ୍ୱର : କୋଟିଆ ଗ୍ରାମପୁଞ୍ଜ ଉପରେ ଓଡିଶା ସରକାର ତାଙ୍କର ଅଧିକାର ଜାହିର କରିବା ଓ ସେ ଅଂଚଳର ବିକାଶ କରି ସେଠାକାର ଅଧିବାସୀମାନଙ୍କ ମନରେ ଶ୍ରଦ୍ଧା, ସମ୍ମାନ ଓ ଆତ୍ମୀୟତା ସୃଷ୍ଟି କରିବା କ୍ଷେତ୍ରରେ ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି। ଏହାର ସୁଯୋଗ ନେଇ ପଡୋଶୀ ଆନ୍ଧ୍ର ସରକାର ସେଠାକାର…
ଅଧିକ ଖବର ଦେଖନ୍ତୁ...

ଏକାଠି ନିର୍ବାଚନ ସପକ୍ଷରେ ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟ ସରକାର କେବଳ ନିଜର ସାମ୍ବିଧାନିକ ସମୟ କଟାଉଛନ୍ତି। ଓଡିଶାର ଲୋକମାନେ ପରିବର୍ତନ ପାଇଁ ମନ ସ୍ଥିର କରିସାରିଲେଣି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି କଟାକ୍ଷ କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ, ରାଜ୍ୟରେ ଏକ ସ୍ଥାଣୁ ଓ…
ଅଧିକ ଖବର ଦେଖନ୍ତୁ...

ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷ କଂଗ୍ରେସରେ ମିଶିବା ପ୍ରସଙ୍ଗ:ବିଜେପିର ବିଷୋଦ୍‌ଗାର

ଡିସିସି ସଭାପତି, ଜିଲ୍ଲାପରିଷଦ ସଭାପତି ଓ ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା ଦେବେ ରାୟଗଡ଼ା: ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର କୋରଡ଼ା ସମେତ ୮ଜଣ ସରପଞ୍ଚ ଓ ୭ଜଣ ସମିତି ସଭ୍ୟ ବିଜେପି ଛାଡ଼ି କଂଗ୍ରେସରେ ମିଶିବା ପ୍ରସଙ୍ଗରେ ଜିଲ୍ଲା ବିଜେପି ମୁହଁ ଖୋଲିଛି। ମୁନିଗୁଡ଼ା…
ଅଧିକ ଖବର ଦେଖନ୍ତୁ...

କୌଣସି ପ୍ରସଙ୍ଗ ନଥିଲେ ମୋ ଅଫିସକୁ ଟାର୍ଗେଟ୍‌ କରନ୍ତି: ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବାଳୟର ତୃତୀୟ ମହଲା କାର୍ଯ୍ୟାଳୟ ଏବେ ଖବରର ଶିରୋନାମା ପାଲଟିଛି। ଗତକାଲି ତିନି ଆଡ଼ୁ ଆକ୍ରମଣ ପରେ ଆଜି ନିଜେ ନବୀନ ମୁହଁ ଖୋଲିଛନ୍ତି। କହିଛନ୍ତି, ସେମାନଙ୍କର ଯେତେବେଳେ କୌଣସି ପ୍ରସଙ୍ଗ ନ ଥାଏ, ସେତେବେଳେ ମୋ କାର୍ଯ୍ୟାଳୟ ଉପରେ ଏପରି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଜବାବର ପ୍ରତିକ୍ରିୟାରେ ଟ୍ଵିଟ୍‌ କଲେ ବୈଜୟନ୍ତ

ଭୁବନେଶ୍ୱର: ତୃତୀୟ ମହଲାକୁ ହେଉଥିବା ଘନ ଘନ ଶାଣିତ ଆକ୍ରମଣର ଜବାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେଉଁମାନେ ତୃତୀୟ ମହଲାକୁ ଟାର୍ଗେଟ କରୁଛନ୍ତି, ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବାରୁ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ତୃତୀୟ ମହଲାକୁ ଟାର୍ଗେଟ୍‌ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ : ସମୟ ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ତୃତୀୟ ମହଲାକୁ ହେଉଥିବା ଘନ ଘନ ଶାଣିତ ଆକ୍ରମଣର ଜବାବ ଦେବା ପାଇଁ ଆଜି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦାକୁ ବାହାରି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ କରୁଥିବା ରାଜନେତାମାନଙ୍କୁ ନିଜ ଷ୍ଟାଇଲରେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି ସଂଘର ବିକ୍ଷୋଭ

ଢେଙ୍କାନାଳ: ରାଜ୍ୟ ଅଙ୍ଗନବାଡ଼ି ମହିଳା କର୍ମୀ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଡେପୁଟି କଲେକ୍ଟରଙ୍କୁ ପ୍ରଦାନ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ କେନାଲ ଚାଷୀଙ୍କ ଧାରଣା ଦ୍ୱିତୀୟ ଦିନରେ

ଜୟପାଟଣା: ଚାଷୀଙ୍କୁ ନେଇ ସରକାରମାନେ ସବୁବେଳେ ଖେଳ ଖେଳି ଆସୁଥିବା ବେଳେ ଏବେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ଦକ୍ଷିଣ ମୁଖ୍ୟ କେନାଲ ପରିସରରେ ଆସୁଥିବା ୨୬,୦୦୦ ହେକ୍ଟର ଅଞ୍ଚଳର ଚାଷୀ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। କେନାଲ ଲାଇନିଂ ଓ ସିଷ୍ଟମ…
ଅଧିକ ଖବର ଦେଖନ୍ତୁ...

ଏନ୍‌ସିସି ନଗର ପାଇଁ ବାଟ ଫିଟିଲା:୧୬ ଟଙ୍କାରେ ୧୬ ଏକର ଜମି ଦେବେ ସରକାର

ସମ୍ବଲପୁର: ବହୁ ପ୍ରତୀକ୍ଷିତ ଏନ୍‌ସିସି ନଗର ପାଇଁ ବାଟ ଫିଟିଛି। ବୁର୍ଲାରେ ଏନ୍‌ସିସି ନଗର ସ୍ଥାପନ ପାଇଁ ରାଜ୍ୟ ସରକାର ଏକର ପ୍ରତି ଏକ ଟଙ୍କା ଦରରେ ୧୬.୩୪୦ ଏକର ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ବିଭାଗ ପକ୍ଷରୁ ସମ୍ବଲପୁର ଗ୍ରୁପ୍‌ ମୁଖ୍ୟାଳୟ ଅଧୀନରେ ଏନ୍‌ସିସି…
ଅଧିକ ଖବର ଦେଖନ୍ତୁ...

ରଣନୀତି ବଦଳାଇଲା ବିଜେଡି

ବୈଜୟନ୍ତ ଉଖାରିଲେ ମାଡ଼ତତ୍ତ୍ୱ, ସ୍ୱାଗତ କାର୍ଯ୍ୟକ୍ରମରେ ବିଜେପି, କଂଗ୍ରେସ କର୍ମୀ କଟକ/ନିଶ୍ଚିନ୍ତକୋଇଲି : ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସାଂସଦ ବୈଜୟନ୍ତ ପଣ୍ଡା ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକଙ୍କ ଛକାପଞ୍ଝା ଭିତରେ ଉଦ୍‌ଘାଟିତ ହୋଇଛି ନିଶ୍ଚିନ୍ତକୋଇଲି ବ୍ଲକ୍‌ ବୁହାଳୋ…
ଅଧିକ ଖବର ଦେଖନ୍ତୁ...