ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଚନ୍ଦ୍ରଶେଖର ସାହୁଙ୍କ ଇସ୍ତଫା ପରେ କଂଗ୍ରେସରେ ଝଡ଼ !

ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଏବଂ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ନିଜ ସମର୍ଥକଙ୍କ ସହ କଂଗ୍ରେସରୁ ଇସ୍ତଫା ଦେବା ପରେ ପୁଣି ତେଜିଛି ଅନ୍ତଃକନ୍ଦଳ ଚର୍ଚ୍ଚା। ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସରେ ରହିଆସିଥିବା…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକର ଏହି ବିଧାନସଭା ଆସନ ଉପରେ ସମସ୍ତଙ୍କ ଆଖି, କାହିଁକି ଜାଣନ୍ତୁ

ବାଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ ପାଣିପାଗ ଗରମ ହୋଇଯାଇଛି । ବିଜେପି, କଂଗ୍ରେସ ଓ ଜେଡିଏସ୍‌ ପକ୍ଷରୁ ପ୍ରଚାର ବି ଆରମ୍ଭ ହୋଇଯାଇଛି । ଏହି ନିର୍ବାଚନଟି ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରାପ୍ପାଙ୍କ…
ଅଧିକ ଖବର ଦେଖନ୍ତୁ...

ଯୋଗୀ ରାଜ୍‌: ଜେଲ୍‌ରେ ଥିବା ବିଧାୟକଙ୍କୁ ବିଧାନସଭା ମନା

ଲକ୍ଷ୍ନୌ (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ, ଅପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତ ଥାଇ ଜେଲରେ ଥିବା ବିଧାୟକମାନେ ଏଣିକି ଆଉ ବିଧାନସଭାର ଅଧିବେଶନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପିସିସି ପ୍ରଭାରୀ ହେଲେ ଜିତେନ୍ଦ୍ର ସିଂ

ଭୁବନେଶ୍ୱର: ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ଦାୟିତ୍ୱ ମିଳିଛି। ଜିତେନ୍ଦ୍ର ସିଂଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଯୁକ୍ତି ଦେଇଛନ୍ତି। ତାଙ୍କୁ ବି.କେ ହରିପ୍ରସାଦଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ବିଗତ କିଛି ମାସ…
ଅଧିକ ଖବର ଦେଖନ୍ତୁ...

ମୋଦି ଦେଶର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି, ୩୦ତମ ସ୍ଥାନରେ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ବିଭିନ୍ନ ଘାତ ପ୍ରତିଘାତ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଡାହାଣ ହାତ ବିଜେପି ସଭାପତି ଅମିତ ଶାହା ଙ୍କ ପ୍ରଭାବ କମିବା ବଦଳରେ ବଢିବାରେ ଲାଗିଛି । ୨୦୧୪ରେ ବିପୁଳ ବିଜୟ ସହ ଜିତିବା ପରେ ବିଜେପି ଦେଶର ଏବେ ୨୧ଟି ରାଜ୍ୟରେ ଶାସନ କରୁଛି । ଏହା କେବଳ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡ଼ିଲେ ଚନ୍ଦ୍ରଶେଖର, ବିକ୍ରମ, ଭଗବାନ

ବ୍ରହ୍ମପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସଂପାଦକ ବିକ୍ରମ କୁମାର ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନେ ଆଜି ସଂଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ଲାଲୁଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ଦେଲେନି ନୀତୀଶ, ଦିଲ୍ଲୀ ଗଲେ ଟ୍ରେନ୍‌ରେ

ରାଞ୍ଚି: ସଂପ୍ରତି ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀସ୍ଥିତ ଏଆଇଆଇଏମ୍‌ଏସ୍‌କୁ ବିମାନରେ ଯାତ୍ରା କରିବା ପାଇଁ ବିହାର ସରକାର ଅନୁମତି ନଦେବା ଘଟଣାକୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକର ନେତାମାନେ ତନ୍ତ୍ରମନ୍ତ୍ରର ସାହାରା ନେଉଛନ୍ତି, କାହିଁକି ଜାଣନ୍ତୁ..

ବାଙ୍ଗାଲୁରୁ : ନିର୍ବାଚନ ଆୟୋଗ ପକ୍ଷରୁ କର୍ଣ୍ଣାଟକ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବା ପରେ ରାଜନୈତିକ ଦଳ ଗୁଡ଼ିକ ଚଳଚଞ୍ଚଳ ହୋଇପଡିଛନ୍ତି । ତେବେ ଯେଉଁ ତାରିଖରେ ଭୋଟ ଗ୍ରହଣ ହେବ ଓ ଗଣତି ତାରିଖକୁ ନେଇ ରାଜ୍ୟର ପ୍ରମୁଖ ନେତାମାନେ ଖୁସି ନାହାନ୍ତି । କାରଣ ଏହି ଦୁଇଟି ଦିନ ଅଶୁଭ…
ଅଧିକ ଖବର ଦେଖନ୍ତୁ...

କଥା ଖସିଗଲା ପାଟିରୁ; ହରଡ଼ଘଣାରେ ପଡ଼ିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା

ବେଙ୍ଗାଲୁରୁ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଆଜି ପଡ଼ି ଯାଇଛନ୍ତି ଏକ ଅଡ଼ୁଆ ଜନକ ପରିସ୍ଥିତିରେ। ଅଜ୍ଞାତସାରରେ ତାଙ୍କ ପାଟିରୁ ଖସି ଯାଇଥିବା କଥା ପଦିଏ ପାଇଁ ସେ ତ ଯାହା ଲୋକହସା ହେବା ସହ ଅକଳରେ ପଡ଼ିଛନ୍ତି, ତା’ ସହ ନିଜ ଦଳକୁ ମଧ୍ୟ ଏକ ଲଜ୍ଜାଜନକ ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...

ମେ ୧୨ରେ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ, ୧୫ରେ ଗଣତି

ନୂଆଦିଲ୍ଲୀ: ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୨ ତାରିଖରେ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ। ମେ ୧୫ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ମେ ୨୮ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି ଆଜି ମୁଖ୍ୟ ନିର୍ବାଚନ କମିସନ ଓମ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...