ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଦ୍ବିତୀୟ ପର୍ଯ୍ୟାୟରେ ୬୧% ମତଦାନ: ତ୍ରିପୁରାରେ ରେକର୍ଡ ୭୭.୧୮% ଭୋଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୩ଟି ରାଜ୍ୟର ୮୮ଟି ଆସନରେ ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ନିର୍ବାଚନ କମିସନଙ୍କ ରିପୋର୍ଟ ମୁତାବକ ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୭ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି। ତ୍ରିପୁରାରେ ସର୍ବାଧିକ ୭୭.୧୮…
ଅଧିକ ଖବର ଦେଖନ୍ତୁ...

ଅଂଚଳର ବୋଉକୁ ଜିତାଇବାକୁ ଅନୁରୋଧ କଲେ ଇନ୍ଦିରା

ଜୟପୁର: ଜୟପୁର ବ୍ଲକର ପାତ୍ରପୁଟ ଓ ଡଙ୍ଗରଚିଂଛିର ବିଭିନ୍ନ ଗାଁରେ ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥିନୀ ଡ.ଇନ୍ଦିରା ନନ୍ଦ। ପାତ୍ରପୁଟ ପୂର୍ବତନ ମନ୍ତ୍ରୀଙ୍କ ଗାଁ। ଏହାକୁ ଦୃଷ୍ଟିରେ ରଖି ଇନ୍ଦିରା ନିଆରା ‌ଷ୍ଟାଇଲରେ ପ୍ରଚାର କରିଥିଲେ। ଅଂଚଳର ପୁଅକୁ ପୂର୍ବରୁ ତିନି ଥର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଉପରେ କେନ୍ଦ୍ରୀୟ ନେତାଙ୍କ ନଜର: ୨୮ରେ ବ୍ରହ୍ମପୁରରେ ନଡ୍ଡା, ସାଲେପୁରରେ ରାହୁଲଙ୍କ ଜନସଭା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଉପରେ ନଜର ରହିଛି। ରାଜ୍ୟରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହେଉଥିବାରୁ କେନ୍ଦ୍ରୀୟ ନେତାଙ୍କର ନଜର ରହିବା ମଧ୍ୟ ସ୍ବାଭାବିକ। ଗତକାଲି (ଗୁରୁବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୨୮ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ; ମଧୁବାବୁଙ୍କ ଜନ୍ମପୀଠରୁ ଆରମ୍ଭ କରିବେ ନିର୍ବାଚନ ପ୍ରଚାର

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଉଭୟ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛନ୍ତି। କଂଗ୍ରେସ ମଧ୍ୟ ଖୁବ ଶୀଘ୍ର ରାଜ୍ୟରେ ନିର୍ବାଚନୀ ପ୍ରଚାର ଆରମ୍ଭ କରବାକୁ ଯାଉଛି। ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ପାଇଁ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଅପରାହ୍ଣ ୩ଟା ସୁଦ୍ଧା ୫୦% ମତଦାନ, ତ୍ରିପୁରାରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଛି। ଏହି ସମୟ ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୬୮.୯ ପ୍ରତିଶତ ମତଦାନ ହୋଇଛି। ଏହା ପରେ ମଣିପୁର ୬୮.୫ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ଏହାପରେ ଛତିଶଗଡ଼ ୩ୟ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌କୋର୍ଟ ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଏହାକୁ ନେଇ ‌ଏବେ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର/ସୋର: ସୋର ବିଧାୟକ ପର୍ଶୁରାମ ଧଡ଼ା ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ବିଜେଡିର କେତେକ ସ୍ଥାନୀୟ ନେତା ବି ବିଜେପିରେ ମିଶିଛନ୍ତି। ଆଜି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ମତଦାନ: ପଶ୍ଚିମବଙ୍ଗରେ ହେଲା ଇଭିଏମ୍‌ ଟାମ୍ପରିଂ ଅଭିଯୋଗ

କୋଲକାତା: ୧୩ଟି ରାଜ୍ୟରେ ୮୮ଟି ଆସନ ପାଇଁ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଛି। ସମସ୍ତଙ୍କ ଆଖି ରହିଛି କେରଳ ଉପରେ, ଯେଉଁଠାରେ ସମସ୍ତ ୨୦ଟି ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ, ବିଶେଷକରି ଯୁବକ ଓ ମହିଳା…
ଅଧିକ ଖବର ଦେଖନ୍ତୁ...

ଉଦାହରଣ ସାଜିଲେ ୭୮ ବର୍ଷୀୟା ମହିଳା; ହସ୍ପିଟାଲ୍‌ରୁ ଷ୍ଟ୍ରେଚର୍‌ରେ ବୁହାହୋଇ ଦେବାକୁ ଆସିଲେ ଭୋଟ୍‌

ନୂଆଦିଲ୍ଲୀ: ମତଦାନ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ନାଗରିକ ଅଧିକାର। ପାଞ୍ଚ ବର୍ଷକୁ ଥରେ ଆସୁଥିବା ଏହି ମତଦାନ ଅଧିକାରକୁ ସାବ୍ୟସ୍ତ କରିବାର ସୁଯୋଗ ଆଦୌ ବି ହାତଛଡ଼ା କରିବା ଉଚିତ ନୁହେଁ। ୭୮ ବର୍ଷୀୟା ଜଣେ ମହିଳା ଅସୁସ୍ଥ ଥିବା ସତ୍ତ୍ବେ ହସ୍ପିଟାଲ୍‌ରୁ ଷ୍ଟ୍ରେଚରରେ ବୁହା ହୋଇ ଭୋଟ୍‌…
ଅଧିକ ଖବର ଦେଖନ୍ତୁ...

୨୮ରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଦିନିକିଆ ଓଡ଼ିଶା ଗସ୍ତ: ବ୍ରହ୍ମପୁରରେ ସାଧାରଣ ସଭାରେ ଦେବେ ଉଦବୋଧନ

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ପ୍ରାକ୍ତନ ସଭାପତି ସମୀର ମହାନ୍ତି।  ସେ କହିଛନ୍ତି, ଜେ.ପି ନଡ୍ଡା ୨୮ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ଏକ ଜନସଭାରେ ଉଦବୋଧନ ଦେବେ।…
ଅଧିକ ଖବର ଦେଖନ୍ତୁ...