ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡିର ବିକ୍ଷୋଭ

ବୌଦ୍ଧ: ରାଜ୍ୟରେ ଚାଷ ଓ ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଅବିଚାରର ପ୍ରତିବାଦ ଓ ଚାଷୀର ଉତ୍ପାଦିତ ଧାନ ଫସଲର ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ବୁଧବାର ଜିଲ୍ଲା ବିଜେଡି ଦଳ ପକ୍ଷରୁ ବୌଦ୍ଧ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ବିଜେଡି…
ଅଧିକ ଖବର ଦେଖନ୍ତୁ...

ବରପାଲିରେ ବିଜେପିର ପଦଯାତ୍ରା ଶେଷ:‘ବୁଲେଟ୍‌ର ଜବାବ ବାଲଟ୍‌ରେ’

ବରପାଲି: ବରପାଲିଠାରେ ବିଜେପିର ଦୁଇ ଦିନିଆ ଗଣତନ୍ତ୍ର ବଂଚାଅ ଶୋଭାଯାତ୍ରା ବୁଧବାର ଶେଷ ହୋଇଛି। କର୍ମୀ ମନୋରଂଜନ ମେହେରଙ୍କ ଘର ଉପରକୁ ଗୁଳିମାଡ଼ ପ୍ରତିବାଦରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କିରିଛି। ସକାଳୁ ବନ୍ଦପାଲି ଠାରୁ ପଦଯାତ୍ରା ବାହାରି ବରପାଲି ପହଂଚିଥିଲା। ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଅସଲ ପରୀକ୍ଷା ବାଲେଶ୍ୱରରେ

ସମସ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ ୧୯ରେ ହେବ ଉପନିର୍ବାଚନ ଭୁବନେଶ୍ୱର : ପାରାଦୀପ, ପଟ୍ଟାମୁଣ୍ଡାଇ ଓ ଅନୁଗୁଳର ତିନିଟି ଓ୍ଵାର୍ଡରେ ଅନୁଷ୍ଟିତ ପୌର ଉପ ନିର୍ବାଚନରେ ବିଜେଡି ତାର ସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଛି। ତିନିଟି ଯାକ ଆସନ ବିଜୁ ଜନତା ଦଳ ହାତରେ ଥିଲା ଓ ଗତକାଲି…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ହାଇଡ୍ରାମା : ସାଲେପୁରରୁ ଆସିଲା ଅଭିଯୋଗ, ଜବାବ ଦେଲା ସାଂସଦଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବିଜେଡିରେ ଚାଲିଥିବା ଡ୍ରାମା ଧୀରେ ଧୀରେ ରୋଚକ ମୋଡ଼ ନେବାରେ ଲାଗିଛି। ପ୍ରଥମେ ନିଶ୍ଚିନ୍ତକୋଇଲି, ଗତକାଲି ମହାକାଳପଡ଼ା ପରେ ଆଜି ସାଲେପୁର ବିଜେଡି କର୍ମକର୍ତା ସାଂସଦ ଶ୍ରୀ ପଣ୍ଡାଙ୍କୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କୁଜଙ୍ଗ ଓକିଲ ସଂଘର ଆନ୍ଦୋଳନ ଚେତାବନୀ

କୁଜଙ୍ଗ: କୁଜଙ୍ଗକୁ ବିଚାର ବିଭାଗ ଜିଲ୍ଲାର ମାନ୍ୟତା ମିଳିଥିଲେ ହେଁ ଏଠାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ ପ୍ରତିଷ୍ଠାରେ ଅହେତୁକ ବିଳମ୍ବ ଦେଖାଦେଇଛି। ଏହି କୋର୍ଟର ଭିତ୍ତିଭୂମି ପାଇଁ ସ୍ଥାନୀୟ ପ୍ରଶାସନ ଓ କୁଜଙ୍ଗ ଓକିଲ ସଂଘ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାରେ ଫେଲ ମାରିଛି ସ୍ୱଛ ଭାରତ ମିସନ ଯୋଜନା:ଗୋଟିଏ ବି ପଞ୍ଚାୟତ ହୋଇପାରିଲାନି ବାହ୍ୟ ମଳମୁକ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସ୍ୱଚ୍ଛ ଭାରତ ମିସନ ଯୋଜନା ଫେଲ ମାରିଛି। ବହୁ ଆଡମ୍ବର ସହକାରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କାମ ଆରମ୍ଭ କରାଯାଇଥିଲା। ମାତ୍ର ଏହି ଯୋଜନା ଆରମ୍ଭ ରୁ ହିଁ ବାଟ ବଣା ହୋଇ ଏବେ ପୁରାପୁରି ଫେଲ ମାରିଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଓ…
ଅଧିକ ଖବର ଦେଖନ୍ତୁ...

ପୁରୁଣା-ନୂଆ ବଳ କଷାକଷି

ଭୁବନେଶ୍ୱର : କଂଗ୍ରେସ ଭିତରେ ଲାଗି ରହିଥିବା ଅନ୍ତଃକନ୍ଦଳ ସଂପର୍କରେ ଗତ କିଛି ଦିନ ଧରି ସେଭଳି ଚର୍ଚ୍ଚା ଆଉ ନାହିଁ। ବିଜେଡି ଭିତରେ ଅନ୍ତଃକନ୍ଦଳ କୁହୁଳିବାରେ ଲାଗିଛି। ଆଗକୁ ଏହା ଭୀଷଣ ରୂପ ଧାରଣ କରିବା ସମ୍ଭାବନାକୁ ଏଡ଼ାଇ ଦେଇହେଉନାହିଁ। ହେଲେ ରାଜ୍ୟ ବିଜେପି ଭିତରେ ଏକ ବଡ଼ ଧରଣର…
ଅଧିକ ଖବର ଦେଖନ୍ତୁ...

‘ଦି ଟଲ୍‌ ମ୍ୟାନ୍‌’ ପାଇଁ ବିଜେଡି ବ୍ୟସ୍ତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ ‘ଦି ଟଲ୍‌ ମ୍ୟାନ୍‌’ର ଉନ୍ମୋଚନ ହେବ ଆସନ୍ତା ୨୭ ତାରିଖ ଅପରାହ୍ନ ୫ଟାରେ। ଉତ୍କଳ ମଣ୍ଡପରେ ବେଶ୍‌ ପ୍ରଭାବୀ ଢଙ୍ଗରେ ଉନ୍ମୋଚନ ଉତ୍ସବ ଆୟୋଜନ କରିବାକୁ ଚାଲିଛି ପ୍ରସ୍ତୁତି। ଉନ୍ମୋଚନ ଉତ୍ସବକୁ ଜାତୀୟ ସ୍ତରର ରୂପ ଦେବା ପାଇଁ ଯୋଜନା ବି…
ଅଧିକ ଖବର ଦେଖନ୍ତୁ...

ତୃତୀୟ ମହଲାରେ ବୈଷ୍ଣବ, ନବୀନ ନନ୍ଦ

ଭୁବନେଶ୍ୱର : ଦୁଇ ଦିନ ତଳେ ତୃତୀୟ ମହଲାର କାର୍ଯ୍ୟଶୈଳୀକୁ ନେଇ ଏକ ଘରୋଇ ଚ୍ୟାନେଲ୍‌ରେ ମୁହଁ ଖୋଲିଥିଲେ ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଓ ପୂର୍ବତନ ବିଧାୟକ ନବୀନ ନନ୍ଦ। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଥିଲା ବେଳେ ଆଜି ଉଭୟ ନେତାଙ୍କୁ ହଠାତ ସଚିବାଳୟରେ ଦେଖିବାକୁ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଭୋଟର ତାଲିକା ପ୍ରକାଶନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର : ଭାରତର ନିର୍ବାଚନ କମିସନରଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ବିଜେପୁର ବିଧାନସଭା ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ୨୦୧୮, ଜାନୁଆରି ୨୦ ତାରିଖରେ ପ୍ରକାଶ ପାଇବ। ରାଜ୍ୟର ବାକି ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଫେବ୍ରୁଆରି ୧୬ ତାରିଖରେ…
ଅଧିକ ଖବର ଦେଖନ୍ତୁ...