ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

‘ଦି ଟଲ୍‌ ମ୍ୟାନ୍‌’ ପାଇଁ ବିଜେଡି ବ୍ୟସ୍ତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ ‘ଦି ଟଲ୍‌ ମ୍ୟାନ୍‌’ର ଉନ୍ମୋଚନ ହେବ ଆସନ୍ତା ୨୭ ତାରିଖ ଅପରାହ୍ନ ୫ଟାରେ। ଉତ୍କଳ ମଣ୍ଡପରେ ବେଶ୍‌ ପ୍ରଭାବୀ ଢଙ୍ଗରେ ଉନ୍ମୋଚନ ଉତ୍ସବ ଆୟୋଜନ କରିବାକୁ ଚାଲିଛି ପ୍ରସ୍ତୁତି। ଉନ୍ମୋଚନ ଉତ୍ସବକୁ ଜାତୀୟ ସ୍ତରର ରୂପ ଦେବା ପାଇଁ ଯୋଜନା ବି…
ଅଧିକ ଖବର ଦେଖନ୍ତୁ...

ତୃତୀୟ ମହଲାରେ ବୈଷ୍ଣବ, ନବୀନ ନନ୍ଦ

ଭୁବନେଶ୍ୱର : ଦୁଇ ଦିନ ତଳେ ତୃତୀୟ ମହଲାର କାର୍ଯ୍ୟଶୈଳୀକୁ ନେଇ ଏକ ଘରୋଇ ଚ୍ୟାନେଲ୍‌ରେ ମୁହଁ ଖୋଲିଥିଲେ ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଓ ପୂର୍ବତନ ବିଧାୟକ ନବୀନ ନନ୍ଦ। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଥିଲା ବେଳେ ଆଜି ଉଭୟ ନେତାଙ୍କୁ ହଠାତ ସଚିବାଳୟରେ ଦେଖିବାକୁ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଭୋଟର ତାଲିକା ପ୍ରକାଶନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର : ଭାରତର ନିର୍ବାଚନ କମିସନରଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ବିଜେପୁର ବିଧାନସଭା ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ୨୦୧୮, ଜାନୁଆରି ୨୦ ତାରିଖରେ ପ୍ରକାଶ ପାଇବ। ରାଜ୍ୟର ବାକି ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଫେବ୍ରୁଆରି ୧୬ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ନୂଆ ଯୋଜନା : ବିଧାୟକଙ୍କୁ ଟାର୍ଗେଟ, ୨୨ସୁଦ୍ଧା କର ୧୫ଶହ ହ୍ଵାଟ୍ସ ଆପ୍‌ ପଞ୍ଜିକରଣ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ବେଶୀ ବେଶି ଲୋକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ତେବେ ଆଜିକାଲି ସୋସିଆଲ ମିଡିଆ ଦ୍ୱାରା ବହୁ ଲୋକଙ୍କ ପାଖରେ ଅତି ଅଳ୍ପ ସମୟ ମଧ୍ୟରେ ନିଜ କଥା ପହଞ୍ଚାଇବାର…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଶ୍ରମିକଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଦେଖୁଛନ୍ତି ମୋଦି ସରକାର : ରାହୁଲ

ନୂଆଦିଲ୍ଲୀ: ପାସପୋର୍ଟକୁ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର ବନ୍ଦ ନେଇ କେନ୍ଦ୍ର ସରକାର କରୁଥିବା ଯୋଜନାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି । ମୋଦି ସରକାରଙ୍କ ଏହା ଏକ ପକ୍ଷପାତମୂଳକ ପଦକ୍ଷେପ । ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ…
ଅଧିକ ଖବର ଦେଖନ୍ତୁ...

କୋଟିଆ ପ୍ରସଙ୍ଗରେ ଘେରିଲା ବିଜେପି : ‘ଆନ୍ଧ୍ର ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ଆଲୋଚନା କରନ୍ତୁ’

ଭୁବନେଶ୍ୱର : କୋଟିଆ ଗ୍ରାମପୁଞ୍ଜ ଉପରେ ଓଡିଶା ସରକାର ତାଙ୍କର ଅଧିକାର ଜାହିର କରିବା ଓ ସେ ଅଂଚଳର ବିକାଶ କରି ସେଠାକାର ଅଧିବାସୀମାନଙ୍କ ମନରେ ଶ୍ରଦ୍ଧା, ସମ୍ମାନ ଓ ଆତ୍ମୀୟତା ସୃଷ୍ଟି କରିବା କ୍ଷେତ୍ରରେ ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି। ଏହାର ସୁଯୋଗ ନେଇ ପଡୋଶୀ ଆନ୍ଧ୍ର ସରକାର ସେଠାକାର…
ଅଧିକ ଖବର ଦେଖନ୍ତୁ...

ଏକାଠି ନିର୍ବାଚନ ସପକ୍ଷରେ ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟ ସରକାର କେବଳ ନିଜର ସାମ୍ବିଧାନିକ ସମୟ କଟାଉଛନ୍ତି। ଓଡିଶାର ଲୋକମାନେ ପରିବର୍ତନ ପାଇଁ ମନ ସ୍ଥିର କରିସାରିଲେଣି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି କଟାକ୍ଷ କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ, ରାଜ୍ୟରେ ଏକ ସ୍ଥାଣୁ ଓ…
ଅଧିକ ଖବର ଦେଖନ୍ତୁ...

ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷ କଂଗ୍ରେସରେ ମିଶିବା ପ୍ରସଙ୍ଗ:ବିଜେପିର ବିଷୋଦ୍‌ଗାର

ଡିସିସି ସଭାପତି, ଜିଲ୍ଲାପରିଷଦ ସଭାପତି ଓ ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା ଦେବେ ରାୟଗଡ଼ା: ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର କୋରଡ଼ା ସମେତ ୮ଜଣ ସରପଞ୍ଚ ଓ ୭ଜଣ ସମିତି ସଭ୍ୟ ବିଜେପି ଛାଡ଼ି କଂଗ୍ରେସରେ ମିଶିବା ପ୍ରସଙ୍ଗରେ ଜିଲ୍ଲା ବିଜେପି ମୁହଁ ଖୋଲିଛି। ମୁନିଗୁଡ଼ା…
ଅଧିକ ଖବର ଦେଖନ୍ତୁ...

କୌଣସି ପ୍ରସଙ୍ଗ ନଥିଲେ ମୋ ଅଫିସକୁ ଟାର୍ଗେଟ୍‌ କରନ୍ତି: ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବାଳୟର ତୃତୀୟ ମହଲା କାର୍ଯ୍ୟାଳୟ ଏବେ ଖବରର ଶିରୋନାମା ପାଲଟିଛି। ଗତକାଲି ତିନି ଆଡ଼ୁ ଆକ୍ରମଣ ପରେ ଆଜି ନିଜେ ନବୀନ ମୁହଁ ଖୋଲିଛନ୍ତି। କହିଛନ୍ତି, ସେମାନଙ୍କର ଯେତେବେଳେ କୌଣସି ପ୍ରସଙ୍ଗ ନ ଥାଏ, ସେତେବେଳେ ମୋ କାର୍ଯ୍ୟାଳୟ ଉପରେ ଏପରି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଜବାବର ପ୍ରତିକ୍ରିୟାରେ ଟ୍ଵିଟ୍‌ କଲେ ବୈଜୟନ୍ତ

ଭୁବନେଶ୍ୱର: ତୃତୀୟ ମହଲାକୁ ହେଉଥିବା ଘନ ଘନ ଶାଣିତ ଆକ୍ରମଣର ଜବାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେଉଁମାନେ ତୃତୀୟ ମହଲାକୁ ଟାର୍ଗେଟ କରୁଛନ୍ତି, ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବାରୁ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...