ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଇଭିଏମରେ ବନ୍ଦ ହେଲା ଦକ୍ଷିଣ-ପଶ୍ଚିମ ଓଡ଼ିଶାର ହେଭିୱେଟ୍ ନେତାଙ୍କ ଭାଗ୍ୟ

ଭୁବନେଶ୍ୱର: ଆଜି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ତିନିଜଣ କ୍ୟାବିନେଟ ମନ୍ତ୍ରୀଙ୍କର ଏବଂ ବିଭିନ୍ନ ରାଜନୈତିକ ଦଳର ହେଭିୱେଟଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ସେମାନଙ୍କର ଭାଗ୍ୟ ଏବେ ଇଭିଏମରେ ବନ୍ଦ ହୋଇ ରହିଛି, ଯାହା ଆସନ୍ତା ମାସ ୨୩ ତାରିଖରେ ଖୋଲିବ। ଆଜି ୪ଟି ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଇଭିଏମରେ ବନ୍ଦ ହେଲା ନବୀନ ସରକାରର ଏହି ତିନ ମନ୍ତ୍ରୀଙ୍କ ଭାଗ୍ୟ

ଭୁବନେଶ୍ବର:  ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଇଭିଏମରେ ବନ୍ଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ।  ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଭିୱେଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ନିର୍ବାଚନ ମହାସମରର ପ୍ରଥମ ଅଧ୍ୟାୟରେ ନବୀନ ସରକାରଙ୍କ ୩ ମନ୍ତ୍ରୀ ମଧ୍ୟ ନିଜର…
ଅଧିକ ଖବର ଦେଖନ୍ତୁ...

ସନ୍ଧ୍ୟା ୪ଟା ୪୫ ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି: ସିଇଓ ସୁରେନ୍ଦ୍ର କୁମାର

ଭୁବନେଶ୍ୱର: ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୁରୁବାର ସନ୍ଧ୍ୟା ୪ଟା ୪୫ ସୁଦ୍ଧା ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଛି। ମାତ୍ର ପୋଲିଂ ପାର୍ଟି ଫେରିବା ପରେ ପ୍ରକୃତ ତଥ୍ୟ ମିଳି ପାରିବ ବୋଲି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ଇନ୍ଧନ ଶେଷ ହେବାରୁ ଜରୁରୀ ଅବତରଣ କଲା ବିଜେପି ହେଲିକପ୍ଟର, ବିଜେଡି ସମର୍ଥକଙ୍କ ମହଲରେ ହଇଚଇ

ସମ୍ବଲପୁର/ବାମରା: ନିର୍ବାଚନୀ ପ୍ରଚାରରେ ଯାଉଥିବା ବିଜେପିର ଏକ ହେଲିକପ୍ଟର ଗୁରୁବାର ସମ୍ବଲପୁର ଜିଲ୍ଲାର ବାମରା ବ୍ଲକରେ ଜରୁରୀକାଳୀନ ଅବତରଣ କରିଛି। ଏହାକୁ ନେଇ ବିଜେଡି ସମର୍ଥକମାନେ ଛାନିଆ ହୋଇ ଯାଇଛନ୍ତି। ସୂଚନାଅନୁସାରେ ବାମରା ବ୍ଲକର ମନାପାଲି ନିକଟ ଗଡ଼ପୋଷ ଠାରୁ ବିଜେପିର ଜନ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ମଇଦାନରୁ ନବୀନଙ୍କ ଘୋଷଣା: କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି କେନ୍ଦ୍ର ସରକାର ; ମୁଁ ଥିବା…

ସୋନପୁର/ବୌଦ୍ଧ:  ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ଆଜି ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ଭାଷଣରେ ମୁଖ୍ୟତଃ କେନ୍ଦ୍ରର ବିଜେପି ସରକାରକୁ କଡ଼ା ସମାଲୋଚନା…
ଅଧିକ ଖବର ଦେଖନ୍ତୁ...

ବିଜେପି ଲୋକସଭା ପ୍ରାର୍ଥୀଙ୍କ ବଦଳରେ ପ୍ରଚାର କରୁଛନ୍ତି ତାଙ୍କ ପତ୍ନୀ !

କୋଲକାତା: ପଶ୍ଚିମବଙ୍ଗର ବିଷ୍ଣୁପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ସାଂସଦ ସୌମିତ୍ର ଖାନ୍‌ଙ୍କୁ ନ୍ୟାୟାଳୟ ବାସନ୍ଦ କରିଛନ୍ତି। ଏଭଳି ପରିସ୍ଥିତିରେ ବିଷ୍ଣୁପୁର ଲୋକସଭା କ୍ଷେତ୍ରରେ ଥିବା ବାଙ୍କୁରାରେ ସେ ପ୍ରଚାର କରିବାକୁ ଯାଇ ପାରୁନାହାଁନ୍ତି। ସୌମିତ୍ର ଖାନ୍‌ ଜାମିନ…
ଅଧିକ ଖବର ଦେଖନ୍ତୁ...

ଇଭିଏମ୍‌ ମେସିନରେ କଂଗ୍ରେସ ବଟନ୍‌ କାମ କରୁନଥିବାର ଅଭିଯୋଗ ଆଣିଲେ ଓମର ଅବଦୁଲ୍ଲା

ନୂଆଦିଲ୍ଲୀ: ନେସନାଲ କନଫରେନସ୍‌ ନେତା ଓମର ଅବଦୁଲ୍ଲା ନିଜର ଟୁଇଟରରେ ଉଲ୍ଲେଖ କରିଛନ୍ତି ଯେ ଜମ୍ମୁ-କଶ୍ମୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେତେକ ବୁଥରେ ଥିବା ଇଭିଏମ୍‌ ମେସିନରେ କଂଗ୍ରେସ ବଟନ୍‌ କାମ କରୁନାହିଁ। ବିଶେଷ କରି ପୁଞ୍ଚ ଜିଲ୍ଲାର କେତେକ ବୁଥ୍‌ରେ ଏହା ପରିଲକ୍ଷିତ…
ଅଧିକ ଖବର ଦେଖନ୍ତୁ...

ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ; ୨୦ ମାଓ ଉପଦ୍ରୁତ  ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୪ଟା…

ଭୁବନେଶ୍ୱର: ଆଜି  ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ସମସ୍ତ ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶନ୍ତିପୂର୍ଣ୍ଣ ରହିଛି। କୌଣସି ସ୍ଥାନରୁ ଅପ୍ରୀତିକର ଘଟଣାର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରୁ ଇସ୍ତଫା ଦେଲେ ମୁଖପାତ୍ର ସୋନାଲି ସାହୁ

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଆଜି ଘଟିଛି। ଆଜି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଦଳ ଛାଡ଼ିଛନ୍ତି।  ନେତୃବୃନ୍ଦଙ୍କୁ ନେଇ ସୋନାଲି ଅସନ୍ତୁଷ୍ଟ ଥିଲେ । ସୋନାଲି ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ପ୍ରଦାନ କରାଯାଇନଥିବା ହେତୁ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

୩୦% ଇଭିଏମ୍‌ କାମ କରୁନି: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ସକାଳ ୧୦ଟା ସୁଦ୍ଧା ୩୦% ଇଭିଏମ୍‌ କାମ କରୁ ନ ଥିଲା ବୋଲି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନିର୍ବାଚନ କମିସନ୍‌ଙ୍କୁ ଚିଠି ଲେଖିଛନ୍ତି। ବୈଷୟିକ ତ୍ରୁଟି ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଇଭିଏମ୍‌ଗୁଡ଼ିକ କାମ କରୁ ନ ଥିବା ଖବର ଆସିଥିଲା।…
ଅଧିକ ଖବର ଦେଖନ୍ତୁ...