ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ତୃତୀୟ ମହଲାକୁ ଅକ୍ଷେପ : ପ୍ରମିଳା ଓ ଉଷାଙ୍କ ରିପୋର୍ଟ ପରେ ବୈଜୟନ୍ତଙ୍କୁ ବିଶ୍ୱାସକୁ ନେବେ କି ନବୀନ!

ଭୁବନେଶ୍ୱର( ସରୋଜ କୁମାର ଦାଶ) : ଦିନକୁ ଦିନ ସରଗରମ ହେବାରେ ଲାଗିଛି ବିଜେଡି ରାଜନୀତି। ବିଶେଷ କରି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବର୍ତ୍ତମାନ ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି। ଗତ ୪ ବର୍ଷ ହେବ ଦଳୀୟ କର୍ମୀମାନଙ୍କ ସହିତ ସମ୍ପର୍କ ରଖି ନାହାନ୍ତି ବୋଲି ଦଳୀୟ କର୍ମୀଙ୍କ…
ଅଧିକ ଖବର ଦେଖନ୍ତୁ...

ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗର ତଦନ୍ତ କଲେ ଉଷା ଦେବୀ

କଟକ/ମାହାଙ୍ଗା,ନିଶ୍ଚିନ୍ତକୋଇଲି/ସାଲେପୁର : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦଳୀୟ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କରିଥିବା ଅଭିଯୋଗର ତଦନ୍ତ କରିଛନ୍ତି କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଉଷା ଦେବୀ। ଆଜି ଉଷା ଦେବୀ ମାହାଙ୍ଗା ନିର୍ବାଚନମଣ୍ଡଳୀର…
ଅଧିକ ଖବର ଦେଖନ୍ତୁ...

ଦଳର ୨୦ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଆପ୍‌ କହିଲା, ଦରକାର ପଡ଼ିଲେ ସୁପ୍ରିମ୍‌କୋର୍ଟ ଯିବୁ

ନୂଆଦିଲ୍ଲୀ: ଲାଭଜନକ ପଦବିରେ ଥିବା ମାମଲାରେ ନିର୍ବାଚନ ଆୟୋଗର ସୁପାରିଶକୁ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେବା ପରେ ଆପ୍‌ କହିଛି, ଏହି ଘଟଣାକୁ ନେଇ ଆମେ ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବୁ। ପୂର୍ବରୁ ଲାଭଜନକ ପଦବିରେ ଥିବା ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଚଳ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି ବିଳମ୍ବ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା : ୨୨ରେ ଶୁଣାଣି

ନୂଆଦିଲ୍ଲୀ : ବିଜେପୁର ବିଧାନସଭା ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାରେ ବିଳମ୍ବ ହେଉଥିବା ଯୋଗୁଁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାଏର ହୋଇଛି। କନକ ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଏହି ପିଟିସନ୍‌ ଦାଏର କରାଯାଇଛି। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ୨୨…
ଅଧିକ ଖବର ଦେଖନ୍ତୁ...

ସରକାର ବିରୋଧରେ ଗର୍ଜିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି। କେବଳ ସେତିକି ନୁହେଁ, ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ସ୍ୱର ମିଳାଇ ତୃତୀୟ ମହଲା ସଂପର୍କରେ ଟିପ୍‌ପଣୀ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପୌର ନିର୍ବାଚନ ପ୍ରସ୍ତୁତି

୩ ମହାନଗର ନିଗମ, ୯୦ ପୌରାଞ୍ଚଳରେ ହେବ ନିର୍ବାଚନ ଏପ୍ରିଲ ୩୦ ସୁଦ୍ଧା ହେବ ସୀମା ପୁନଃନିର୍ଦ୍ଧାରଣ, ଆସନ ସଂରକ୍ଷଣ ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟର ତିନିଟି ମହାନଗର ନିଗମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ସମେତ ୯୦ଟି ପୌରାଞ୍ଚଳରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ବିଜେପୁର ଚୂଡ଼ାନ୍ତ ଭୋଟର୍‌ ତାଲିକା

ବରଗଡ଼ : ବିଜେପୁର ଉପନିର୍ବାଚନ ତାରିଖକୁ ନେଇ ସବୁ ପୂର୍ବାନୁମାନ ଫେଲ୍‌ ମାରୁଛି। ଚଳିତ ମାସ ୨୦ ତାରିଖ ନିର୍ବାଚନ କମିସନ ତାରିଖ ଘୋଷଣା କରିବେ ବୋଲି ଜୋର୍‌ ଚର୍ଚ୍ଚା ହେଉଥିଲା। ଉଭୟ ବିଜେଡି ଏବଂ ବିଜେପିର ତୁଙ୍ଗନେତାଙ୍କ ପୂର୍ବାନୁମାନ ବି ଏକା ଥିଲା। ଶନିବାର ସଂଧ୍ୟା ଯାଏଁ ସଭିଏଁ ତାରିଖ…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅଭିନେତା ମିହିର ଦାସ, ବିଜେପିରେ ଯୋଗଦେଲେ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ଼ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ଶନିବାର  ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେମାନେ ଖାରବେଳ ନଗରସ୍ଥିତ ବିଜେପି କାର୍ଯ୍ୟଳୟରେ ଅନୁଷ୍ଠିତ ଭବ୍ୟ ମିଶ୍ରଣ ପର୍ବରେ ଯୋଗଦେଇ ପାର୍ଟିରେ ସାମିଲ୍ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବିଜେପିର ‘ହକ୍‌ ପାଇଁ ଲଢ଼େଇ’

ସମ୍ବଲପୁର: ବିଜେପି ଜିଲ୍ଲା କମିଟି ଦ୍ୱାରା ଆହୂତ ‘ହକ୍‌ର ଲଢ଼େଇ’ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସରକାରର ଅପାରଗତା, ଦୁର୍ନୀତି, ଗୁଣ୍ଡାରାଜ ଓ ଅବହେଳା ବିରୋଧରେ ଗର୍ଜିଛନ୍ତି। ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁରେଶ ପୂଜାରୀ,…
ଅଧିକ ଖବର ଦେଖନ୍ତୁ...

ଆଜି ବିଜେପିରେ ମିଶିବେ ମିହିର ଦାସ, ଅନୁ ଚୌଧୁରୀ

ଭୁବନେଶ୍ୱର : ଓଲିଉଡ୍‌ ତାରକାଙ୍କୁ ନିଜ ଦଳରେ ସାମିଲ୍‌ କରିବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ପ୍ରତିଯୋଗିତାରେ ବିଜେପି ଏବେ ଆଉ ପାଦେ ଆଗେଇଛି। ବରିଷ୍ଠ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ଆସନ୍ତାକାଲି ବିଜେପିରେ ସାମିଲ୍‌ ହେବେ। ଦଳୀୟ କାର୍ଯ୍ୟାଳୟରେ ହେବାକୁ…
ଅଧିକ ଖବର ଦେଖନ୍ତୁ...