ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

୧୯ରେ ଭୋଟ ପାଇଁ ବିଜ୍ଞପ୍ତି : ପାଟକୁରାରେ ହେବ ବଳ କଷାକଷି

ଭୁବନେଶ୍ବର : କେନ୍ଦ୍ରାପଡା ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ଆସନ ବୋଲି କୁହାଯାଉଥିବା ପାଟକୁରା ବିଧାନସଭା ଆସନରେ ୧୯ ତାରିଖରେ ଭୋଟ ହେବ। ଆଜି ଭାରତର ନିର୍ବାଚନ କମିସନ ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଏପ୍ରିଲ ୨୯ ତାରିଖରେ ଏଠାରେ ଭୋଟ ହେବାର ଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ବେଦ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ପ୍ରତିଜବାବ : ଶପଥ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ନବୀନ

ଭୁବନେଶ୍ବର : ଗତକାଲି କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତା ବାହାର ରାସ୍ତା ଦେଖାଇଥିଲେ। ପ୍ରଧାନମନ୍ତ୍ରୀ ଏକଥା ବି କହିଥିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିଲେ, ସେ ପୁଣି ଥରେ ଓଡ଼ିଶା ଆସିବେ। ଏହାର…
ଅଧିକ ଖବର ଦେଖନ୍ତୁ...

ବିଜେଡି ନାଟକ କରୁଛି: ବିଜେପି

ଭୁବନେଶ୍ବର : ବୈଜୟନ୍ତ ପଣ୍ଡା ଓ ବିଜେପି ବିରୋଧରେ ବିଜେଡିର ଅଭିଯୋଗ ନେଇ ଜବାବ ରଖିଛି ବିଜେପି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, କୋଇଲା ଦୁର୍ନୀତିରେ ନବୀନ ପଟ୍ଟନାୟକଙ୍କୁ ସିବିଆଇ ଜେରା କରିଛି। ବାଲେଶ୍ବର ସାଂସଦ ରବୀନ୍ଦ୍ର ଜେନା ଚିଟ୍‌‌ଫଣ୍ଡ୍‌ ଠକେଇରେ ଏବେ ଜାମିନ୍‌ରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ମିଥ୍ୟା ତଥ୍ୟ ଉପରେ ଆଧାରିତ: ଧ‌ର୍ମେନ୍ଦ୍ର

ଭୁବନେଶ୍ବର : ନରେନ୍ଦ୍ର ମୋଦୀ ଓ ପରିବର୍ତ୍ତନ ନାଁ ଶୁଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିହିଁକି ଉଠୁଛନ୍ତି। ସେଥି ପାଇଁ ନିର୍ବାଚନୀ ପ୍ରଚାରରେ ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟର ସାହାରା ନେଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ କହିଛନ୍ତି। ଓଡ଼ିଶାର ବିପଦ ବେଳେ ବିଜେପି…
ଅଧିକ ଖବର ଦେଖନ୍ତୁ...

ଡବଲ ଇଞ୍ଜିନ ସରକାରକୁ ଆର୍‌ପିଆଇ(ଅ)ର ସମର୍ଥନ

ଭୁବନେଶ୍ବର : କେନ୍ଦ୍ର ଓ ଓଡ଼ିଶାରେ ଉଭୟ ବିଜେପି ସରକାରକୁ ସମର୍ଥନ କରିଛି ରିପବ୍ଲିକାନ୍ ପାର୍ଟି ଅଫ ଇଣ୍ଡିଆ(ଅ)। ଡବଲ ଇଞ୍ଜିନ୍ ସରକାର ଆସିଲେ ଓଡ଼ିଶାରେ ଉନ୍ନତି ହେବ। କେନ୍ଦ୍ର ସରକାର ଜନସାଧାରଣଙ୍କ ପାଇଁ ଯେଉଁ ଜନହିତକର ଯୋଜନା କାର୍ଯ୍ୟକାରୀ କରିଛନ୍ତି ତାହା ରାଜ୍ୟରେ ଲାଗୁ ହେବ।…
ଅଧିକ ଖବର ଦେଖନ୍ତୁ...

ବିଜେଡି ସମର୍ଥକଙ୍କୁ ଛୁରାମାଡ଼

ଆନନ୍ଦପୁର : ଆନନ୍ଦପୁର ବ୍ଲକ ପଣଷଡ଼ିହା ପଞ୍ଚାୟତ ଜଞ୍ଜାଳି ଗ୍ରାମର ଜଣେ ବିଜେଡି ସମର୍ଥକଙ୍କୁ ଛୁରାମାଡ଼ ହୋଇଛି। ତାଙ୍କ ନାମ ଚକ୍ରଧର ମହାନ୍ତ (୩୫)। ଆଜି ଅପରାହ୍‌ଣ ୨ଟା ବେଳେ ଚକ୍ରଧରଙ୍କୁ କିଛି କଂଗ୍ରେସ ସମର୍ଥକ ମାଡ଼ ମାରିବା ସହ ଛୁରିରେ ଆକ୍ରମଣ କରିଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଏକ ନିର୍ବାଚନ ସଭାରେ ‘ଆତଙ୍କବାଦୀ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ’ ବୋଲି କହି ଏବେ ବିବାଦରେ ମଧ୍ୟପ୍ରଦେଶ ବିଜେପି…

ମଧ୍ୟପ୍ରଦେଶ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କମର କଷୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏପରିକି ପରସ୍ପରକୁ ଟାର୍ଗେଟ କରିବାକୁ ମଧ୍ୟ ଭୁଲୁନାହାନ୍ତି । ଆଉ ଏଭଳି ତତଲା ମାହୋଲର ଆଉ ଟିକିଏ ତାତି ବଢାଇ ଦେଇଛନ୍ତି ମଧ୍ୟପ୍ରଦେଶ ବିଜେପି…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବିଭାଗ-ପୁଲିସର ଚଢାଉ, ୪କୋଟି ୦୯ ଲକ୍ଷ ୨୬ ହଜାର ୮୩୪ ଟଙ୍କାର ମଦ ଜବତ

ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ହଜାର ୨୧୯ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୪ ହଜାର ୧୫୭ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ପ୍ରସଙ୍ଗ :  ପ୍ରିଜାଇଡିଂ ଓ ପୋଲିଂ…

ଭୁବନେଶ୍ୱର : ଗତକାଲି ତୃତୀୟ ପର୍ଯ୍ୟାୟ ମତଦାନରେ ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀର କମାଶାସନ ଅଂଳଚର ଥିବା ବୁଥ୍ ନମ୍ବର ୨୨୨ରେ ଭୋଟରମାନେ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଚାହୁଁଥିବା ବେଳେ ତାଙ୍କୁ କାର୍ଯ୍ୟରତ ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଅଧିକରୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ ଟାର୍ଗେଟ: କହିଲେ, ଦେଶକୁ ପ୍ରଚାର ମନ୍ତ୍ରୀ ନୁହଁ, ପ୍ରଧାନମନ୍ତ୍ରୀ…

ହରଦୋଇ (ଉତ୍ତରପ୍ରଦେଶ): ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ଦେଶକୁ ପ୍ରଚାର ମନ୍ତ୍ରୀ ନୁହେଁ ପ୍ରଧାନମନ୍ତ୍ରୀ ଦରକାର। ଉତ୍ତର ପ୍ରଦେଶର ହରଦୋଇ ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଅଖିଳେଶ…
ଅଧିକ ଖବର ଦେଖନ୍ତୁ...