ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଦେବ ଦେବୀଙ୍କ ପରି ବାହା ହେଲେ ବାବାଙ୍କ ଝିଅ

ଆନ୍ଧ୍ରପ୍ରଦେଶ: ଜଣେ ବାବାଜି ନିଜ ଝିଅ ବାହାଘର ଦେବ ଦେବୀଙ୍କ ବାହାଘର ପରି କରାଇ ଆଲୋଚ୍ୟ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ଛୋଟ ସହର ତାନୁକୁ ଏହି ଦେବ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଅନୁଷ୍ଠାନରେ ବର କନ୍ୟା ଏବଂ ଅଭ୍ୟାଗତମାନେ ଦେବ ଦେବୀଙ୍କ…
ଅଧିକ ଖବର ଦେଖନ୍ତୁ...

ନାଗ ହତ୍ୟା କରିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ଦଂଶନ କରି ପ୍ରତିଶୋଧ ନେଲା ନାଗୁଣୀ!

କାନପୁର: କାନପୁରର କିଶନପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଦ୍ଭୂତପୂର୍ବକ ଘଟଣା। ବିଶ୍ୱାସ ନହେଲେ ବି କଥାଟି ପୂରା ସତ। ନାଗକୁ ମାରିଲେ ନାଗୁଣୀ କିମ୍ବା ନାଗୁଣୀକୁ ମାରିଲେ ନାଗ ପ୍ରତିଶୋଧ ନେବା କଥା ଆପଣ ହୁଏକ କେଉଁ ବହିରେ ପଢ଼ିଥିବେ ନହେଲେ ସିନେମାରେ ଦେଖିଥିବେ। ମାତ୍ର ସେପରି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ପ୍ରେମିକକୁ ଦୁଇ ଥର ବାହା ହୋଇ ଦୁଇ ଥର ଛାଡ଼ ପତ୍ର ଦେବାକୁ ଯାଉଥିବା ପ୍ରେମିକା

ଅହମଦାବାଦ: ନିଜ ପରିବାର ଇଚ୍ଛା ବିରୋଧରେ ଯାଇ ଅନ୍ୟ ଜଣେ ଫାର୍ମାସିଷ୍ଟ୍‍ଙ୍କୁ ବିବାହ କରିଥିବା ଜଣେ ୨୬ ବର୍ଷୀୟ ଫାର୍ମାସିଷ୍ଟ୍‍ ବିବାହ କରିବାର ବର୍ଷକ ମଧ୍ୟରେ ପରିବାର ଚାପରେ ପଡ଼ି ତାଙ୍କୁ ଛାଡ଼ପତ୍ର ଦେଇ ପୁଣି ଥରେ ତାଙ୍କୁ ବାହା ହୋଇଥିଲେ। ଏବେ ତାଙ୍କର ଦୁର୍ବ୍ୟବହାର ଯୋଗୁଁ ଆଉ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଦୂତାବାସମାନଙ୍କରେ ରହିଛି ଚାକିରିର ପ୍ରଚୁର ସୁଯୋଗ !

ଭୂମଣ୍ଡଳୀକରଣର ଏହି ଯୁଗରେ ଦୂତାବାସଗୁଡିକରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । କିଛି ବର୍ଷ ପୂର୍ବେ ଦୂତାବାସଗୁଡିକ ଦୁଇ ଦେଶ ମଧ୍ୟରେ କେବଳ ରାଜନୈତିକ ସଂପର୍କ ଯୋଡିବାର କାମ କରୁଥିଲା, କିନ୍ତୁ ଆଜି ଏହା ବିଭିନ୍ନ ଦେଶର ସାଂସ୍କୃତିକ ଭାବ ଆଦାନ ପ୍ରଦାନର ସେତୁ ଭାବେ କାର୍ଯ୍ୟ କରୁଛି ।…
ଅଧିକ ଖବର ଦେଖନ୍ତୁ...

ସ୍କୁଲର ସିସିଟିଭିରେ ଧରା ପଡ଼ିଲା ରହସ୍ୟମୟ ଛାୟାମୂର୍ତ୍ତି!

ଆୟାରଲ୍ୟାଣ୍ଡ: ଆୟାରଲ୍ୟାଣ୍ଡର ସିବିଏସ୍‌ କର୍କ ଠାରେ ଥିବା ଏକ ସେକେଣ୍ଡାରି ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରୁ ମିଳିଥିବା ଫୁଟେଜକୁ ନେଇ ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମିଳିଥିବା ସିସିଟିଭି ଫୁଟେଜ୍‌ରେ, ସଂପୃକ୍ତ ସେକେଣ୍ଡାରି ସ୍କୁଲ ମଧ୍ୟରେ ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ଖେଳ ଦେଖିବା ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନକୁ ପ୍ରଭାବିତ କରିପାରେ

ଟୋରୋଣ୍ଟୋ: ସ୍ପୋର୍ଟସ୍‌ ଇଭେଣ୍ଟ୍‌ ହୃଦ୍‌ସ୍ପନ୍ଦନ ବେଗକୁ ଖୁବ୍‌ ଦ୍ରୁତ କରିପାରେ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଉଭୟ ବିଜୟର ବେପଥୁ ଏବଂ ପରାଜୟର ଗ୍ଳାନି ହୃତ୍‌ପିଣ୍ଡ ପାଇଁ କ୍ଷତି କାରକ ହୋଇପାରେ। କାନାଡାସ୍ଥିତ ମନ୍‌ଟ୍ରିଲ୍‌ ବିଶ୍ୱବିଦ୍ୟାଳୟର ଗବେଷକଗଣ ଏକ ହକି ମ୍ୟାଚ୍‌…
ଅଧିକ ଖବର ଦେଖନ୍ତୁ...

ମାରୁତି କାରଖାନା ଭିତରେ ପଶିଥିବା ବାଘକୁ ୩୬ ଘଣ୍ଟା ପରେ ଉଦ୍ଧାର କଲା ବନବିଭାଗ

ଗୁରୁଗ୍ରାମ: ୩୬ ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ଗୁରୁଗ୍ରାମ ମାନେସାରସ୍ଥିତ ମାରୁତି ସୁଜୁକି କାର କାରଖାନା ପରିସର ଭିତରେ ପଶି ରହିଥିବା ଏକ କଲରାପତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଛି। ଏଥିପାଇଁ ଗୁରବାର ଠାରୁ ମାରୁତି ସୁଜୁକି କାରଖାନାରେ ଉତ୍ପାଦନ କାର୍ଯ୍ୟ ବନ୍ଦ କରି କର୍ମଚାରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

କେବଳ ବି ଏଡ୍‌ ନୁହେଁ ,ବରଂ ଆହୁରି ଅନେକ ବିକଳ୍ପ ରହିଛି ଶିକ୍ଷାକ୍ଷେତ୍ରରେ  କ୍ୟାରିଅର୍‌ କରିବାକୁ  !

ସାଧାରଣ  ଲୋକଙ୍କୁ ଶିକ୍ଷା ପ୍ରଦାନ  କରିବା କ୍ଷେତ୍ରରେ ଶିକ୍ଷକମାନଙ୍କର  ଭୂମିକା ଗୁରୁତ୍ୱପୂର୍ଣ୍ଣ ।  ଏହି ଶିକ୍ଷା  କ୍ଷେତ୍ରରେ  କ୍ୟାରିଅର୍‌   କରିବାକୁ  ଚାହୁଁଥିବା  ଛାତ୍ରଛାତ୍ରୀ  ପାଇଁ  କିଛି  ପରାମର୍ଶ.. ଆମ ଦେଶରେ ଯେଉଁଭଳି ଭାବେ  ସ୍କୁଲ ଓ କଲେଜ୍‌ର ସଂଖ୍ୟା  ବୃଦ୍ଧି  ପାଇଛି,…
ଅଧିକ ଖବର ଦେଖନ୍ତୁ...