ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ବାଥରୁମକୁ ୱାର୍କସପ କରି ବ୍ୟବସାୟ ଆରମ୍ଭ କରିଥିବା ସନ୍ଦୀପ କୋଟି କୋଟି ଟଙ୍କା ମାଲିକ 

କୌଣସି କାମକୁ ଛୋଟ ବୋଲି ମନେ କରିବା ଉଚିତ ନୁହେଁ।  କୌଣସି କାର୍ଯ୍ୟକୁ ଯଦି ସଠିକ୍‌ ରୂପେ ପରିଚାଳନା କରାଯାଏ ତେବେ ସଫଳତା ନିଶ୍ଚୟ ମିଳିବ । ସେ ଘୋଡା ଚଢିବା ହେଉ ଅବା ଘାସ କାଟିବା । ପ୍ରତ୍ୟେକ କାମକୁ ଉପଯୂୁକ୍ତ ବୁଦ୍ଧି ଖଟାଇ କରିପାରିଲେ ସଫଳତା ନିଶ୍ଚୟ ମିଳିଥାଏ। ଏଭଳି କଥା କହିବା ପଛର…
ଅଧିକ ଖବର ଦେଖନ୍ତୁ...

ଅଜବ ଏ ପ୍ରେମ କାହାଣୀ:  ଘରୁ ଫେରାର, ପରେ ଜେଲ, ତା’ପରେ ବିବାହ

ଜୟପୁର: ଦୁନିଆରେ ବିଭିନ୍ନ ପ୍ରକାରର ପ୍ରେମକାହାଣୀମାନ ସାମ୍ନକୁ ଆସିଥାଏ। କେହି କେହି ନିଜ ପ୍ରେମ ପାଇଁ ଜୀବନ ଦେଇ ଦେଇଥାଆନ୍ତି ତ ଆଉ କେହି ଘର ପରିବାର ଛାଡ଼ି ନିଜ ପ୍ରେମିକ/ପ୍ରେମିକା ସହ ଫେରାର ହୋଇଯାଇଥାଆନ୍ତି। ନିକଟରେ ଏଭଳି ଏକ ପ୍ରେମ କାହାଣୀର ପରିସମାପ୍ତି ଅର୍ଥାତ୍‌ ହାପି ଏଣ୍ଡିଂ…
ଅଧିକ ଖବର ଦେଖନ୍ତୁ...

ଜାଗତିକ ହେଲା ଭାରତୀୟ ଶବ୍ଦ: ଅନ୍ନା, ଆଚ୍ଛା! ସ୍ଥାନ ପାଇଲା ଅକ୍ସଫୋର୍ଡ ଡିକ୍‌ସ୍‌ନାରିରେ

ହାଇଦ୍ରାବାଦ: ବଡ଼ ଭାଇଙ୍କୁ ବୁଝାଉଥିବା ତାମିଲ ଓ ତେଲୁଗୁ ଭାଷାର ଶବ୍ଦ ‘ଅନ୍ନା’ ଶେଷରେ ଅକ୍ସ୍‍ଫୋର୍ଡ ଇଂଲିଶ୍‌ ଡିକ୍‌ସ୍‌ନାରିରେ ସ୍ଥାନ ପାଇଛି। ତେଲୁଗୁ, ଉର୍ଦ୍ଦୁ, ତାମିଲ, ହିନ୍ଦୀ ଏବଂ ଗୁଜୁରାଟୀରୁ ସମୁଦାୟ ୭୦ଟି ନୂତନ ଭାରତୀୟ ଶବ୍ଦ ମାସେ ତଳେ ପ୍ରକାଶିତ ଡିକ୍‌ସ୍‌ନାରିର ସଦ୍ୟତମ…
ଅଧିକ ଖବର ଦେଖନ୍ତୁ...

କ୍ୟାମେରାକୁ ଲୁଚାଇ ରଖି ଦୂରରୁ ରୋମାଞ୍ଚକର ଦୃଶ୍ୟର ଚିତ୍ରଗ୍ରହଣ କରିବାକୁ ଚାହାଁନ୍ତି କି?

ଆପଣ ଟେଲିଭିଜନରେ ବାଘ ଶିକାର ପାଇଁ ପ୍ରସ୍ତୁତ ହେବା ଦୃଶ୍ୟ ଦେଖିଥିବେ ବା ମୟୁର ନୃତ୍ୟ କରୁଥିବା ଦୃଶ୍ୟ ଦେଖିଥିବେ । ଆପଣମାନେ ଭାବୁଥିବେ ବାଘ ଭଳି ହିଂସ୍ର ପ୍ରାଣୀର ସାମ୍ନାକୁ ଯାଇ ତ ଏଭଳି ଦୃଶ୍ୟ ସୁଟ୍‌ କରିହେବ ନାହିଁ, କିମ୍ବା ମୟୁର ଆଗରେ ଠିଆ ହେଲେ ସେ ଏଭଳି ପୋଜ୍‌ ଦେଇନଥାଏ, ତେବେ…
ଅଧିକ ଖବର ଦେଖନ୍ତୁ...

୧୨ବର୍ଷ ବୟସରେ ମା’ ବନିଲେ ବାଳିକା : ପିଲାର ବାପା କିଏ ?  ଟିଭି ସୋ’ କରିବ ପର୍ଦ୍ଦାଫାସ୍‌

କିବ:  ୟୁକ୍ରେନ୍‌ରେ କିଛିଦିନ ହେବ ଏକ ଟିଭି ସୋ’ ବେଶ ଚର୍ଚ୍ଚା ଓ ସମାଲୋଚନାର ପରିସରରେ ରହିଛି। ଏହି ସୋ’ ଯେଉଁ ପିଲାମାନଙ୍କୁ ପିତାର ପରିଚୟ ଜଣାନାହିଁ  ସେହିମାନଙ୍କ  ପିତାଙ୍କୁ ଖୋଜୁଛି । ତେବେ ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏକ ୧୨ବର୍ଷର ବାଳିକା ନିକଟରେ ଏକ କନ୍ୟା ସନ୍ତାନକୁ…
ଅଧିକ ଖବର ଦେଖନ୍ତୁ...

କିନ୍ନରଙ୍କ ପାଇଁ ଶୌଚାଳୟ ଆରମ୍ଭ କରିଥିବା ଯୁବକ ଏବେ ସାର୍ବଜନୀନ ସ୍ଥାନରେ ମହିଳାଙ୍କୁ ଯୋଗାଉଛନ୍ତି ପ୍ୟାଡ!

କୋଲକାତା: ଯେତେ ଅଧୁନିକା ମହିଳା ହେଲେ ବି ଋତୁସ୍ରାବ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଟିକେ ଅସହଜ ମନେ କରିଥାନ୍ତି। ମାତ୍ର ସମୟ ବଦଳୁଛି, ତା’ ସହ ତାଳ ଦେଇ ବଦଳୁଛି ଲୋକଙ୍କ ଚିନ୍ତାଧାରା। ଏପରି ଏକ ବିଷୟ ଆଉ ଲଜ୍ଜାଜନକ ହୋଇ ରହିନାହିଁ, ବରଂ ସଚେତନତା ଦୃଷ୍ଟିରୁ ଏହା ସହ ଲୋକେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ  କେମିତି କରିବେ ତତ୍କାଳ ରେଳବାଇ ଟିକେଟ୍‌!

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ପକ୍ଷରୁ ୧.୩ ଲକ୍ଷ ତତ୍କାଳ ଟିକେଟ୍‌ ବିକ୍ରି କରାଯାଉଥିବା ବେଳେ ଜାଣିବାକୁ ମିଳିଛି ଯେ ତତ୍କାଳ ଟିକେଟ୍‌ ପାଇଁ  ଥବା କୋଟା କାଉଣ୍ଟର୍‌  ଓ ଅନଲାଇନ୍‌ ବୁକିଂ ଖୋଲିବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଶେଷ ହୋଇଯାଇ ଥାଏ। ଆପଣ ଜାଣନ୍ତି କି ତତ୍କାଳ ଟିକେଟ୍‌…
ଅଧିକ ଖବର ଦେଖନ୍ତୁ...

ଏହି ୮ଟି ସ୍ମାର୍ଟ୍‌ଫୋନ୍‌ ଭାରତ ବଜାରକୁ ଖୁବ୍‌ ଶୀଘ୍ର ପ୍ରବେଶ କରିବ

ଆସନ୍ତା ୨ ସପ୍ତାହରେ ଭାରତରେ ୮ଟି ନୂଆ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ ହେଉଥିବାରୁ ସ୍ମାର୍ଟ୍‌ଫୋନ୍‌ ଲଭର୍ସ୍‌ମାନଙ୍କ ପାଇଁ ଖୁସୀ ଖବର। ନୋକିଆରୁ ଆରମ୍ଭ କରି ଓ୍ଵାନ୍‌ପ୍ଲସ୍‌, ଜିଓମି, ଏଚ୍‌ଟିସି ଭଳି ବଡ଼ କମ୍ପାନି ନିଜର ଫ୍ଲାଗ୍‌ସିପ୍‌ ଫୋନ୍‌ ଲଞ୍ଚ କରିବାକୁ ଯାଉଛନ୍ତି। ଏହା ସହ iPhone X ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଆପଣ ନିସନ୍ତାନ କି? ଏହି ପୋର୍ଟାଲ ଜରିଆରେ ଗର୍ଭଧାରଣ ସମସ୍ୟାର ସମାଧାନ ଦେଉଛନ୍ତି ଗୀତାଞ୍ଜଳି !

ବିବାହର କିଛି ଦିନ ମଧ୍ୟରେ ଯେଉଁ ଇଚ୍ଛାଟି ଦମ୍ପତିଙ୍କୁ ଘାରେ ତାହା ହେଲା ସନ୍ତାନପ୍ରାପ୍ତି। କେବଳ ଦମ୍ପତି କାହିଁକି, ପରିବାର ଲୋକେ ବି ଏପରି ଇଚ୍ଛା ରଖିଥାନ୍ତି। କେତେକ ନାରୀ ଖୁବ୍‌ ସହଜରେ ଏବଂ ଶୀଘ୍ର ଜନନୀ ହେବାର ସୁଯୋଗ ପାଆନ୍ତି ଆଉ କେତେକ ନିରାଶ ହୁଅନ୍ତି। ନିକଟରେ ହୋଇଥିବା ଏକ…
ଅଧିକ ଖବର ଦେଖନ୍ତୁ...