ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ପ୍ୟାରିସ୍‌ ପହଞ୍ଚିଲା ଅଲିମ୍ପିକ୍ସ ପତାକା

ପ୍ୟାରିସ୍‌: ଆଗାମୀ ୨୦୨୪ ଅଲିମ୍ପିକ୍ସକୁ ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ ଆୟୋଜନ କରିବ। ଏହା ପୂର୍ବରୁ ରବିବାର ଉଦ୍‌ଯାପିତ ହୋଇଥିବା ଟୋକିଓ୨୦୨୦ ଅଲିମ୍ପିକ୍ସରୁ ସୋମବାର ଅଲିମ୍ପିକ୍‌ ପତାକା ପ୍ୟାରିସ୍‌ରେ ପହଞ୍ଚିଛି। ପ୍ୟାରିସ୍‌ ମେୟର ଆନେ ହିଦାଲ୍‌ଗୋ ସ୍ବଦେଶ ପ୍ରତ୍ୟାବର୍ତନ ପରେ…
ଅଧିକ ଖବର ଦେଖନ୍ତୁ...

ବୁଧବାରଠୁ ତୃତୀୟ ଟେଷ୍ଟ୍‌: ଜାଦେଜାଙ୍କ ସ୍ଥାନ ନେଇପାରନ୍ତି ଅଶ୍ବିନ

ଲିଡ୍ସ: ଚଳିତ ମାସ ୨୫ ତାରିଖରୁ ଏଠାରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ କରିବାର ସଙ୍କେତ ଦେଇଛି। ବିଶେଷ କରି ଅଭିଜ୍ଞ ସ୍ପିନର୍‌ ରବିଚନ୍ଦ୍ରନ୍‌ ଅଶ୍ବିନ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ସ୍ଥାନ ନେବାର ଯଥେଷ୍ଟ ସମ୍ଭାବନା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି କପ୍‌ ସୁପର ଲିଗ୍‌: ଅଭିଷେକ, ଅନୁରାଗଙ୍କ ଶତକ; ଗୋବିନ୍ଦ, ଦେବବ୍ରତଙ୍କୁ ୫ ୱିକେଟ୍‌

କଟକ, ୨୧।୮ (ଇମିସ): କଳହାଣ୍ଡି କପ୍‌ ସୁପରଲିଗ୍‌ରେ ଶନିବାର ଇକୋର୍ସା, ଓଡ଼ିଶା ଗ୍ରିନ୍‌, ଓଡ଼ିଶା ବ୍ଲ୍ୟୁ, ରା‌ଉରକେଲା, ଓଡ଼ିଶା ଭାଓଲେଟ, ଓଡ଼ିଶା ରେଡ୍‌ ବିଜୟୀ ହୋଇଛନ୍ତି। ଏସ୍‌ସିବି ମେଡିକାଲ ପଡ଼ିଆରେ ଇକୋର୍ସା ୧୮୧ ରନ୍‌ରେ ‌ଖୋର୍ଦ୍ଧାକୁ ହରାଇଛି। ଇକୋର୍ସା ଟସ୍‌ ଜିତି ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ଅଲୋଡ଼ା ରାହୁଲ ଏବେ ସ୍ଥାୟୀ ସଦସ୍ୟ

ଲଣ୍ଡନ୍‌ : ଅଗଷ୍ଟ ୪ ତାରିଖରେ ନଟିଂହାମ୍‌ରେ ଯେତେବେଳେ ରୋହିତ ଶର୍ମାଙ୍କ ସହ କେଏଲ୍‌ ରାହୁଲ ଭାରତର ପାଳି ଆରମ୍ଭ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ସେତେବେଳେ ତାଙ୍କୁ ୨ ବର୍ଷ ପରେ ପ୍ରତ୍ୟାବର୍ତନର ସୁଯୋଗ ମିଳିଥିଲା। ଅର୍ଥାତ୍ ଏହି କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ୍‌ ଦୀର୍ଘ ୨ ବର୍ଷ ଆଲୋଡ଼ା…
ଅଧିକ ଖବର ଦେଖନ୍ତୁ...

ବୁଦାପେଷ୍ଟ୍‌ରେ ଟ୍ରଫି ଜିତିଲେ ମନିକା-ସାଥିୟାନ୍‌

ବୁଦାପେଷ୍ଟ : ଭାରତୀୟ ମିଶ୍ରିତ ଯୁଗଳ ଟେବୁଲ ଟେନିସ (ଟିଟି) ଯୋଡ଼ି ମନିକା ବାତ୍ରା ଓ ଜି ସାଥିୟାନ୍‌ ଏଠାରେ ଚାଳିଥିବା ଡବ୍ଲୁଟିଟି କଣ୍ଟେଣ୍ଡର ପ୍ରତିଯୋଗିତାରେ ଟ୍ରଫି କରାୟତ୍ତ କରିଛନ୍ତି। ଶୁକ୍ରବାର ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୩-୧ (୧୧-୯, ୯-୧୧, ୧୨-୧୦, ୧୧-୬)ରେ ୯୪…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍‌ ନେଇ କୋହଲି-ବିସିସିଆଇ ଆଲୋଚନା

ନୂଆଦିଲ୍ଲୀ : ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଚଳିତ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଉପରେ ପୂରା ନଜର ରଖିଛି। ତଥାପି ଅଧିନାୟକ ବିରାଟ କୋହଲି ଏବଂ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ଅଧିକାରୀମାନେ ଆଗାମୀ ଟି-୨୦ ବିଶ୍ବକପ୍‌ ପାଇଁ ରୋଡ୍‌ମ୍ୟାପ୍‌ ସଂପର୍କରେ ଆଲୋଚନା କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଏବେ ତାଲିବାନ ଦଖଲରେ: ଆଇସିସିର ତୀକ୍ଷ୍‌ଣ ନଜର

କାବୁଲ : କାବୁଲସ୍ଥିତ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡର ସଦର ମହକୁମାକୁ ମଧ୍ୟ ତାଲିବାନ ନିଜ ଦଖଲକୁ ନେଇଯାଇଛି। ପୂର୍ବତନ କ୍ରିକେଟର୍‌ ଅବଦୁଲା ମଜାରିଙ୍କ ସହଯୋଗରେ ଏହି ଦଖଲ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶର ଖ୍ୟାତି ସମ୍ପନ୍ନ ଅନ୍ତର୍ଜାତୀୟ କ୍ରିକେଟର୍‌ ରସିଦ୍ ଖାନ୍ ଏବଂ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ଯୁବ ଦୌଡ଼କୁଦ: ମହିଳା ଲମ୍ବ ଡିଆଁ ଫାଇନାଲ୍‌ରେ ଶାଇଲି

ନାଇରୋବି : ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ଲମ୍ବ ଡିଆଁ ଫାଇନାଲ୍‌ରେ ଭାରତର ଶାଇଲି ସିଂହ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ପ୍ରୟାସରେ ଶାଇଲି ୬.୪୦ ମିଟର ଡେଇଁ ଫାଇନାଲ୍‌ ଟିକେଟ୍‌ ହାତେଇଥିଲେ। ସେ ଗ୍ରୁପ୍‌-ବି’ରେ…
ଅଧିକ ଖବର ଦେଖନ୍ତୁ...

ଭାରତ ଅନ୍ୟୂନ ୧୫ ପଦକ ଜିତିବ: ଚିଫ୍‌ ଡି ମିସନ

ନୂଆଦିଲ୍ଲୀ, ୨୦ା୮ : ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ପାରାଲିମ୍ପିକ୍ସରେ ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ। ଏପରିକି ଟୋକିଓରୁ ୧୫ ପଦକ ଜିତି ଫେରିବ ବୋଲି ଦୃଢ଼ ଆଶା ବାନ୍ଧିଛନ୍ତି ଭାରତର ଚିଫ୍‌ ଡି ମିସନ ଗୁରଶରନ ସିଂହ। ଟୋକିଓ ପାରାଲିମ୍ପିକ୍ସ ପାଇଁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର କ୍ରିକେଟ୍‌ ଷ୍ଟାଡିୟମ ପାଲଟିଲା ଚାଷ ଜମି

ଲାହୋର : ପାକିସ୍ତାନର ଷ୍ଟାଡିୟମ ଏବେ ଚାଷ ଜମି ପାଲଟିଗଲାଣି। ପଞ୍ଜାବ ପ୍ରଦେଶରେ ଥିବା ଖାନେୱାଲସ୍ଥିତ ଏକ କ୍ରିକେଟ୍‌ ଷ୍ଟାଡିୟମ ଏବେ ଲଙ୍କା, କଖାରୁ ଏବଂ ବିଭିନ୍ନ ପରିବାର ଚାଷ ‌ଜମି ହୋଇଯାଇଛି। ଷ୍ଟାଡିୟମ ଖେଳଉପଯୋଗୀ ରହିବା ସହ ଅଭ୍ୟାସ ପିଚ୍‌, ପାଭିଲିୟନ ସୁରକ୍ଷିତ ରହିବା କଥା।…
ଅଧିକ ଖବର ଦେଖନ୍ତୁ...