ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲଗେଟ୍‌ରେ ଆଜି ମଧ୍ୟପ୍ରଦେଶ ଧାର୍‌ ଲୋକସଭା ନିର୍ବାଚନ ମଣ୍ଡଳୀର ମହିଳା ସାଂସଦ ସାବିତ୍ରୀ ଠାକୁରଙ୍କୁ କେତେକ କର୍ମଚାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଟୋଲ୍‌ ଗେଟ୍‌ରେ ସାଂସଦମାନେ ବିନା ଶୁଳ୍କରେ ଯାତାୟତ କରିବାର…
ଅଧିକ ଖବର ଦେଖନ୍ତୁ...

ସଙ୍କଟରେ ସଂସ୍କୃତ ଶିକ୍ଷା

ଭୁବନେଶ୍ୱର: ରାଜ୍ୟରେ ସଂସ୍କୃତ ଶିକ୍ଷା ଏବେ ସଙ୍କଟରେ। ବହୁ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଥିବା ରାଜ୍ୟର ଶତାଧିକ ସଂସ୍କୃତ ଟୋଲ୍‌ର ସ୍ଥିତି ଦୟନୀୟ। ଇତିମଧ୍ୟରେ କେତେକ ସଂସ୍କୃତ ଟୋଲ୍‌ ବି ବନ୍ଦ ହୋଇଗଲାଣି। ଯେଉଁ କେତେକ ତିଷ୍ଠି ରହିଛି ତାହାର ନା ଅଛି ଭିତ୍ତିଭୂମି ନା ଅଛନ୍ତି…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ସହାୟକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ୬ ଦିନ ଧରି ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିବା ଶିକ୍ଷା ସହାୟକମାନେ ଆଜି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଏଥିସହ ବିଭାଜିତ ହୋଇଥିବା ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଦୁଇଟି ଯାକ ଗୋଷ୍ଠୀର ପ୍ରତିନିଧି ଗଣଶିକ୍ଷା ବିଭାଗ ପକ୍ଷରୁ ଗଠିତ ହୋଇଥିବା କମିଟି ଆଗରେ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କୁ ପକ୍ଷାଘାତ, ମା’ଙ୍କ କିଡ୍‌ନି ଅଚଳ

ଭୁବନେଶ୍ୱର: କଥାରେ ଅଛି ଦୁଃଖ ଯେବେ ଆସେ, ସାଙ୍ଗରେ ଦଳବଳ ଧରି ଆସେ। ଆଉ ମଣିଷର ଜୀବନ ପାଲଟିଯାଏ ଯନ୍ତ୍ରଣାର ଯତୁଗୃହ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ଶାଳଡିହର ବାସିନ୍ଦା ଅଶୋକ କୁମାର ଜେନା(୫୦)ଙ୍କ ପରିବାରରେ ଏବେ ଏମିତି ଦୁଃଖ ଓ ଯନ୍ତ୍ରଣାର ରାଜୁତି ଚାଲିଛି। ଅଶୋକ ଗତ କୋଡ଼ିଏ ବର୍ଷ…
ଅଧିକ ଖବର ଦେଖନ୍ତୁ...

ବାରଙ୍ଗ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଶେଷ

ବାରଙ୍ଗ: ବାରଙ୍ଗ କାର୍ତ୍ତିକେଶ୍ୱର ପୂଜାର ଭସାଣ ଉତ୍ସବ ଆଜି ରାତିରେ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ଅଞ୍ଚଳରେ ପୂଜା ପାଉଥିବା ୧୦ ମେଢ଼ ଏହି ଭସାଣିରେ ସାମିଲ ହୋଇଥିଲେ। ରବିବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭସାଣ ଉତ୍ସବରେ ୧୫ ମେଢ଼ ସାମିଲ ହୋଇଥିଲେ। ଦ୍ୱିତୀୟ ପର୍ଯାୟ ଭସାଣି…
ଅଧିକ ଖବର ଦେଖନ୍ତୁ...

ଓୟୁଏଟିକୁ ଆସିଲା ଖୋର୍ଧାରୁ ଉଦ୍ଧାର ଅଜଗର

ଭୁବନେଶ୍ୱର: ରବିବାର ସକାଳେ ଗଡ଼ ଖୋର୍ଧା ନିକଟରେ ଏକ ଅଜଗର ଉପରେ କୌଣସି ଗାଡ଼ି ଚଢ଼େଇ ଦେବା ପରେ ସାପଟି ଆହତ ହୋଇ ରାସ୍ତାରେ ପଡ଼ି ରହିଥିଲା। ଏନେଇ କିଛି ସ୍ଥାନୀୟ ବ୍ୟକ୍ତି ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସ୍ଥାନୀୟ ସଦସ୍ୟ ଆଶିଷ ବାରିକଙ୍କୁ ଖବର ଦେଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚି ୨୦କେଜି ୩୦୦…
ଅଧିକ ଖବର ଦେଖନ୍ତୁ...

ଏବେ ବହି କିଣିବାର ବେଳ

ଭୁବନେଶ୍ୱର,: ଅନାବନା ବହିର ସମ୍ଭାର ଭିତରେ ବୁଡ଼ୁଛନ୍ତି ପାଠକ। କେଉଁଠି ଅଡିଓରେ କବିତାର ଧାରା ଶୁଣି ବିଭୋର ଶ୍ରୋତାଟିଏ ଅଟକି ଯାଉଛି ତ ପୁଣି କେଉଁଠି ମେଞ୍ଚାମେଞ୍ଚା ଆଖି ଘୂରି ବୁଲୁଛି ଅସଂଖ୍ୟ ଭିଡ଼ ଭିତରେ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଭୁବନେଶ୍ୱର ପୁସ୍ତକମେଳାରେ ଭିଡ଼ ଧୀରେଧୀରେ ଜମି…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇବ ସ୍କନ୍ଦପୁରାଣ ଓ ଲକ୍ଷ୍ମୀପୁରାଣର ଇଂରାଜୀ ଅନୁବାଦ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଚେତନା ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ସମ୍ମିଳନୀ ଆସନ୍ତା ବର୍ଷ ଜାନୁଆରି ୨୮ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ବିଭିନ୍ନ ସଂଗଠନର ମିଳିତ ଉଦ୍ୟମରେ ହେଉଥିବା ଏହି ଅନନ୍ୟ କାର୍ଯ୍ୟକ୍ରମରେ ଆମେରିକା ଓ…
ଅଧିକ ଖବର ଦେଖନ୍ତୁ...

ସରକାର, ଅଧିକାରୀଙ୍କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ

ବରଗଡ଼/ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରରେ ଅଫିସରଙ୍କ ଉପସ୍ଥିତିରେ ସମୀକ୍ଷା କରିବା ବେଳେ କେନ୍ଦ୍ର କୃଷି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତ କହିଥିଲେ ଯେ ରାଜ୍ୟ ସରକାର ଯେତିକି କରିବା କଥା କରିନାହାନ୍ତି। ପ୍ରଭାବିତ ଅଞ୍ଚଳ ବୁଲିବା ପରେ ଆଜି ଦଳୀୟ ନେତାଙ୍କ ଗହଣରେ ଆଉ ଟିକିଏ ଟାଣ ସ୍ୱରରେ…
ଅଧିକ ଖବର ଦେଖନ୍ତୁ...

ପାଖେଇ ଆସିଲା ଲଘୁଚାପ

ଭୁବନେଶ୍ୱର: ଗତକାଲି ଶ୍ରୀଲଙ୍କା ଉପକୂଳ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଥିବା ଲଘୁଚାପ ଆଜି ସ୍ପଷ୍ଟଚିହ୍ନିତ ହୋଇଛି। ଏହା ସହିତ ଓଡ଼ିଶା ଉପକୂଳକୁ ସାମାନ୍ୟ ପାଖେଇ ଆସିଛି। ବର୍ତମାନ ଏହା ଚେନ୍ନାଇ-ଦକ୍ଷିଣ ଆନ୍ଧ୍ର ଉପକୂଳର ମଛଲିପଟ୍ଟନମ୍‌ରେ ପହଞ୍ଚିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...