ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ପାରାଦୀପ ବନ୍ଦର ବର୍ଥରେ ଲାଗିଥିବା ଜାହାଜରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦର ବର୍ଥରେ ଲାଗିଥିବା ଜାହାଜରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତ ଦୁଇଦିନ ତଳେ ରାତି ଡିଉଟିରେ ଯାଇଥିବା ବଡ଼ମ୍ବା ନରସିଂହପୁର ଅଞ୍ଚଳର ବିଭୂତି ବାରିକ ଏସ୍କାଭେଟର ବା ଲୋଡ଼ରରେ ଜାହାଜର ହାଚ ଭିତରେ କାର୍ଯ୍ୟ କରୁଥିଲେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ସମର୍ଥକଙ୍କୁ ବୁଝାଇଲେ ଚିରଞ୍ଜୀବ: ‘ତୁମର କିଛି ସମସ୍ୟା ହେବନି, ଜୁନ୍‌-ଜୁଲାଇ ଯାଏ ଅପେକ୍ଷା କର’

ଜଗତସିଂହପୁର: କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାପରେ ଆଜି ପ୍ରଥମଥର ନିଜର ଅନୁଗତ ଓ ସମର୍ଥକଙ୍କୁ ଏକାଠି କରି ନିଜର ସ୍ଥିତି ତଥା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ। ଫୁଲନଖରା ନିକଟରେ ଥିବା ଏକ ଫାର୍ମ ହାଉସ୍‌ରେ ଚିରଞ୍ଜୀବ ଜଗତସିଂହପୁର ଓ ନାଉଗାଁ…
ଅଧିକ ଖବର ଦେଖନ୍ତୁ...

ଅମରେନ୍ଦ୍ରଙ୍କୁ ବିଜେପି ଦେଲା ସୁଯୋଗ: ବାଲିକୁଦା-ଏରସମାରୁ ସତ୍ୟ ସାରଥି ମହାନ୍ତି ପ୍ରାର୍ଥୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନ ପାଇଁ ବିଜେପି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନିକଟରେ ବିଜେପିରେ ସାମିଲ ହୋଇଥିବା ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସଙ୍କୁ ଜଗତସିଂହପୁରରୁ ପ୍ରାର୍ଥୀ କରିଛି। ସେହିଭଳି…
ଅଧିକ ଖବର ଦେଖନ୍ତୁ...

ରଘୁନନ୍ଦନଙ୍କ ଘରେ ବୈଠକ, ନବୀନ ନିବାସରେ ଟିକେଟ ଦାବି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କେବଳ ବାଲିକୁଦା-ଏରସମା ବିଧାନସଭା ଆସନ ପାଇଁ ବିଜେଡିର ଟିକେଟ ଘୋଷଣା ହୋଇପାରି ନାହିଁ। ଯଦିଓ ବିଧାୟକ ରଘୁନନ୍ଦନ ଦାସ ପ୍ରମୁଖ ଦାବିଦାର ଭାବେ ସାମନାରେ ଅଛନ୍ତି। କିନ୍ତୁ ଆଶାୟୀଙ୍କ ତାଲିକା ଖୁବ ଲମ୍ବା ଥିବାରୁ କୌଣସି ପ୍ରକାର କ୍ଷତିକୁ ଏଡ଼ାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଐତିହାସିକ ଅଳକାନଦୀ ଏବେ ଖେଳ ପଡ଼ିଆ: ଦିନେ ଏଠାରେ ଇଂରେଜଙ୍କ ବୋଟ୍ ଚାଲୁଥିଲା

ଶୁଭକାନ୍ତ ପଢ଼ିହାରୀ ଜଗତସିଂହପୁର: ଜଗତସିଂହପୁର ସହର ଦେଇ ବହିଯାଉଥିଲା ଅଳକା ନଦୀ। ଦିନେ ଏହି ନଦୀ ପଥଦେଇ ବଙ୍ଗୋପସାଗରକୁ ଇଂରେଜଙ୍କ ବୋଟ୍ ଚଳାଚଳ କରୁଥିଲା। ଇଂରେଜମାନେ ଭାରତକୁ ଆସିବାର ପ୍ରାୟ ୧୭୦ ବର୍ଷ ପୂର୍ବରୁ ଜଗତସିଂହପୁରକୁ ଆସି ସେମାନେ ବାଣିଜ୍ୟ କରୁଥିଲେ। ବାଣିଜ୍ୟ କାରବାର ପାଇଁ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର: ଅକଳରେ ୩ ପ୍ରମୁଖ ଦଳ; ବିଜେଡି, ବିଜେପି ପାଇଁ ଦୁଇ ଦୁଇ ଆସନ ଦ୍ବନ୍ଦ୍ବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ ଘୋଷଣା ଯେତିକି ବିଳମ୍ବିତ ହେଉଛି, ତୃଣମୂଳସ୍ତରରେ ନେତା ଓ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଉତ୍କଣ୍ଠା ସେତିକି ବଢି ଚାଲିଛି। ପାରାଦୀପରେ ବିଧାୟକ ସମ୍ବିତ ରାଉତରାୟ ଅଥବା ତାଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ସତ୍ୟବ୍ରତଙ୍କ ଶକ୍ତି ପ୍ରଦର୍ଶନ: ଜଗତସିଂହପୁରରେ ବିଜେପିର ଟିକେଟ ଅଙ୍କ

ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଜେପି ଟିକେଟ ଘୋଷଣା ହୋଇ ନ ଥିବାବେଳେ ଏବେ ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ ବିଜେପିରେ ମିଶିବାପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଥିବା ବେଳେ କିଛିଦିନ ଚୁପ୍ ରହିଥିବା…
ଅଧିକ ଖବର ଦେଖନ୍ତୁ...

ପାରାଦୀପରୁ ଧରାହେଲା ୧୯ ଲକ୍ଷ ଟଙ୍କାର ବୋରେଇ ମାଛ

ଜଗତସିଂହପୁର: ପାରାଦୀପ ସମୁଦ୍ର ଉପକୂଳରୁ ଧରାଯାଇଛି ବିରଳ ପ୍ରଜାତିର ୧୭ଟି ତେଲିଆ ବୋରେଇ ମାଛ। ଧରାପଡ଼ିଥିବା ମାଛର ମୂଲ୍ୟ ୧୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ପାରାଦୀପର ପାର୍ବତୀ ନାମକ ବୋଟ୍ ମାଛ ମାରିବାକୁ ଯାଇଥିବା ବେଳେ ଗୋଟିଏ ଜାଲରେ ୧୭ଟି ମାଛ ପଡ଼ିଯାଇଥିଲେ। ଗୋଟିଏ ମାଛର ଓଜନ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁରରେ ପିଲାଚୋର ଗୁଜବ: ସଚେତନ କଲା ପୁଲିସ

ଜଗତସିଂହପୁର: ଜଗତସିଂହପୁରରେ ପିଲାଚୋର ଗୁଜବ ପ୍ରଚାର ଚାଲିଥିବା ବେଳେ ଏହାକୁ ନେଇ ପୁଲିସ ଲୋକଙ୍କୁ ସଚେତନ କରିଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ,  ସମସ୍ତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଜଣାଇ ଦିଆଯାଉଛି କି ଏବେ କିଛି ଅଞ୍ଚଳରେ ପିଲାଚୋର ଗୁଜବ ପ୍ରଚାର ହେଉଛି। ଲୋକମାନେ ନିଜ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ସ୍ତରରେ ଅଦଳବଦଳ: ଅରିନ୍ଦମ ଡାକୁଆଙ୍କୁ କଟକ, ଅନୁପମ ଶାହଙ୍କୁ ଜଗତସିଂହପୁରରେ ଜିଲ୍ଲାପାଳ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ନିର୍ବାଚନ କମିସନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର କଟକ…
ଅଧିକ ଖବର ଦେଖନ୍ତୁ...