Monthly Archives

November 2017

ଦିଲ୍ଲୀ ଭାରତର ଦୁଷ୍କର୍ମ ରାଜଧାନୀ!

ନୂଆଦିଲ୍ଲୀ: ଏନ୍‌ସିଆର୍‌୍‌ବି ତଥ୍ୟ ଅନୁଯାୟୀ ଦେଶର ପ୍ରମୁଖ ୧୯ଟି ସହର ମଧ୍ୟରେ ସବୁଠାରୁ ଅଧିକ ଦୁଷ୍କର୍ମ ମାମଲା ଦିଲ୍ଲୀରେ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀ ଦୁଷ୍କର୍ମ, ହତ୍ୟା, ଅପହରଣ ଏବଂ ବାଳ ଅପରାଧ କ୍ଷେତ୍ରରେ ଅନ୍ୟ ସବୁ ସହର ଅପେକ୍ଷା ଆଗରେ ରହିଛି। ଏଭଳି ସ୍ଥିତି ଯୋଗୁଁ ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର: ୫ ଆତଙ୍କବାଦୀ ନିହତ 

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ସୁରକ୍ଷା ବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। କଶ୍ମୀରର ବଡ଼ଗାମ୍‌ ଏବଂ ବାରମୁଳା ଜିଲ୍ଲାରେ ଦୁଇଟି ପୃଥକ୍‌ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ବଡଗାମ୍‌ର ପାଖେପୁରା ଅଞ୍ଚଳ ନିକଟସ୍ଥ ଫୁଲତିପୁରା ଗ୍ରାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ…
ଅଧିକ ଖବର ଦେଖନ୍ତୁ...

ପଦ୍ମାବତୀ ବିବାଦ : ସଂସଦୀୟ କମିଟି ନିକଟରେ ହାଜର ହେଲେ ଭନସାଲୀ ଓ ଜୋଷୀ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଫିଲ୍ମ ପଦ୍ମାବତୀକୁ ନେଇ ସମଗ୍ର ଉତ୍ତର ଓ ମଧ୍ୟ ଭାରତରେ ବିବାଦ ଚାଲିଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀ ଓ ସେନସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ ଜୋଷୀ ଏକ ସଂସଦୀୟ କମିଟି ନିକଟରେ ହାଜର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ କମିଟିର ୩ଜଣ ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଏସିଡ଼ମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ ପୁଲିସ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଜଗତସିଂହପୁରରେ ମହିଳାଙ୍କ ଉପରକୁ ହୋଇଥିବା ଏସିଡ଼ମାଡ଼ ଘଟଣାରେ ୨ଜଣ ପୁଲିସ ଅଧିକାରୀ ନିଲମ୍ବନ ହୋଇଛନ୍ତି। ପ୍ରମୋଦିନି ରାଉଳଙ୍କ ଉପରକୁ ହୋଇଥିବା ଏସିଡ଼ମାଡ଼ ଘଟଣାର ତଦନ୍ତରେ ଗୁରୁତର ଅବହେଳା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅଧିକାରୀ ଆରକେ ଜେନା…
ଅଧିକ ଖବର ଦେଖନ୍ତୁ...

ଝିଅ ବାହାଘରରେ ମିଳିଥିବା ୫ ଲକ୍ଷ ଟଙ୍କା ଦାନ କଲେ ମୁମ୍ବାଇର ଏହି ଇଂଜିନିୟର

ମୁମ୍ବାଇ: ଝିଅ ବାହାଘରରେ ମିଳିଥିବା ଉପହାର ବାବଦକୁ ୫ ଲକ୍ଷ ଟଙ୍କା ସମାଜ କଲ୍ୟାଣ ପାଇଁ ଦାନ କରିଛନ୍ତି ମୁମ୍ବାଇର ଜଣେ ସିଭିଲ ଇଂଜିନିୟର । ମୁମ୍ବାଇର ଧାନୁସ୍ଥିତ ଦାଣ୍ଡେପଡ଼ାର ଜଣେ ସିଭିଲ ଇଂଜିନିୟର ରାଜେଶ ଆକ୍ରେଙ୍କ ଝିଅ ବାହାଘରରେ ଉପହାର ବାବଦରେ ମିଳିଥିବା ପ୍ରାୟ ୫ ଲକ୍ଷ ଟଙ୍କା ସେ…
ଅଧିକ ଖବର ଦେଖନ୍ତୁ...

ସ୍କୁଟି-ପିକ୍‌ଅପ୍‌ ଧକ୍କା: ମହିଳା କନଷ୍ଟେବଲଙ୍କ ହାତ ଭାଙ୍ଗିଲା, ହସ୍ପିଟାଲରେ ଭର୍ତ୍ତି ପରେ ଉତ୍ତେଜନା

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବଡ଼ଦାଣ୍ଡ ଗୁଣ୍ଡିଚା ମନ୍ଦିର ନିକଟରେ ଗୁରୁବାର ପିକ୍‌ଅପ୍‌(ଓଆର ୦୧କେ ୦୭୩୬) ଓ ସ୍କୁଟି(ଓଡ଼ି ୦୧ଇ ୯୨୪୯) ମଧ୍ୟରେ ଧକ୍କା ହେବାରୁ ଜଣେ ମହିଳା କନଷ୍ଟେବଲ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଅବକାରୀ ବିଭାଗର…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ମୋଦିଙ୍କ ପରିବାରର ଲୋକ ପୂର୍ବ ଭଳି ଚଳିବାକୁ ପସନ୍ଦ କରୁଛନ୍ତି

ଅହମ୍ମଦାବାଦ୍‌ : ସାଧାରଣ ଭାବେ ପରିବାରର କେହି ଜଣେ ଯଦି ଉଚ୍ଚପଦସ୍ଥ ହୁଏ ତେବେ ପରିବାରର ଚଳଣି ବଦଳିଯାଏ । ଆଉ ଯଦି ପରିବାରର କେହି ପ୍ରଧାନମନ୍ତ୍ରୀ ହୁଏ ତେବେ ବଞ୍ଚିବାର ଶୈଳୀରେ ପୂରା ପରିବର୍ତ୍ତନ ଆସିଯାଏ । କିନ୍ତୁ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିବରରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ସର୍ବାଧିକ ନକଲି ନୋଟ ଜବତ ହୋଇଛି: ଏନ୍‌ସିଆର୍‌ବି

ନୂଆଦିଲ୍ଲୀ: ନ୍ୟାସ୍‌ନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଗୁରୁବାର ନକଲି ନୋଟ ଜବତ ନେଇ ଏକ ବାର୍ଷିକ ରିପୋର୍ଟ ଜାରି କରିଛନ୍ତି। ରିପୋର୍ଟ ଅନୁଯାୟୀ ସର୍ବମୋଟ ୨,୮୧,୮୩୯ ନକଲି ନୋଟ ଜବତ ହୋଇଛି। ଯାହାର ମୂଲ୍ୟ ୧୫,୯୨,୫୦,୧୮୧ ଟଙ୍କା ରହିଛି। ଫେକ୍‌ ଇଣ୍ଡିଆ କରେନ୍ସି ନୋଟ (ଏଫ୍‌ଆଇସିଏନ୍‌)…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରଳୟ ରଚିବ ବାତ୍ୟା ‘ଓଖି’

ଭୁବନେଶ୍ୱର: ବାତ୍ୟାର ନାମ ଶୁଣିଲେ ମନେପଡ଼େ ୧୯୯୯ ଅକ୍ଟୋବର ୨୯ରେ ଦେଖାଯାଇଥିବା ‘ମହାବାତ୍ୟା’ର ଚିତ୍ର। ୨୦୧୩ର ଫାଇଲିନ୍‌ ଓ ୨୦୧୪ର ହୁଡ଼ହୁଡ଼ ଦକ୍ଷିଣ ଓଡ଼ିଶାର ଅର୍ଥନୀତିକୁ ଦୁର୍ବଳ କରି ଦେଇଥିଲା। ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ…
ଅଧିକ ଖବର ଦେଖନ୍ତୁ...