Monthly Archives

July 2019

ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟର ବିଚାରପତି କହିଲେ, ‘ମୋ ଘରେ ବି ମୋବାଇଲ୍‌ ଫୋନ୍‌ରେ ସିଗ୍‌ନାଲ୍‌ ଆସୁନାହିଁ’

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ବିଚାରପତି ଅରୁଣ ମିଶ୍ର ବୁଧବାର ଖୋଲାଖୋଲି ଭାବେ ଏକ ମାମଲାର ଶୁଣାଣି ସମୟରେ ଅଦାଲତରେ ନିଜର ଅସୁବିଧା କହିଥିଲେ। ମିଶ୍ରଙ୍କ କହିବାନୁସାରେ, ସେ ତାଙ୍କ ମୋବାଇଲକୁ ଆସୁଥିବା ଦଶଟି କଲ୍‌ ମଧ୍ୟରୁ ଛଅଟି କଲ୍‌ରେ କଥା ହୋଇ ପାରି ନଥାଆନ୍ତି । ଇଣ୍ଟରନେଟ କଥା…
ଅଧିକ ଖବର ଦେଖନ୍ତୁ...

ଚିଟ୍‌ ଫଣ୍ଡ ନିବେଶକଙ୍କ ସ୍ୱାର୍ଥରକ୍ଷା ଲାଗି କେନ୍ଦ୍ର ସରକାର ଆଣିବେ ନୂଆ ଆଇନ, ବିଲ୍‌କୁ କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ : ଦେଶରେ ଚିଟ୍‌ ଫଣ୍ଡ ନାଁରେ ଠକେଇ ବଢିଚାଲିଥିବାରୁ କେନ୍ଦ୍ର ସରକାର ସଂସଦରେ ଏକ ବିଲ୍‌ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଚିଟ୍‌ ଫଣ୍ଡ (ସଂଶୋଧନ) ବିଲ ୨୦୧୯କୁ ମଂଜୁରୀ ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

‘ମୁମ୍ବାଇରେ କାଷ୍ଟିଂ କାଉଚର ଶିକାର ହୋଇ ମଡେଲିଂ ଛାଡ଼ିଦେଲି, ଅଭିନୟରେ ମନୋନିବେଶ କଲି’

କେନ୍ଦୁଝରର ଜରଦା ଗାଁରୁ ଯାଇ ବିଶ୍ୱସ୍ତରରେ ପରିଚିତ ହେବାରେ ସଫଳ ହୋଇଛନ୍ତି ଓଡ଼ିଆ ପୁଅ ଦେବେଶ ରଞ୍ଜନ । ବଲିଉଡରେ କାଷ୍ଟିଂ ଡିରେକ୍ଟର ଭାବେ କାର୍ଯ୍ୟ କରୁଥିବା ଦେବେଶ ପ୍ରଥମେ ଇଂରାଜୀ ଫିଲ୍ମ ‘ବର: ଏ ବ୍ଲେସିିଂ’ ଓ ପରେ ଫିଲ୍ମ ‘ଭୋର’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଚର୍ଚ୍ଚାର ପରିସରକୁ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କ ପ୍ରସଙ୍ଗରେ ୟୁ ଟର୍ଣ୍ଣ…

ନୂଆଦିଲ୍ଲୀ: ଭିଭିଆଇପି ହେଲିକପ୍ଟର ଅଗଷ୍ଟା  ୱେଷ୍ଟଲାଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଏହି ଦୁର୍ନୀତିରେ ଛନ୍ଦି ଦେବା ସହ ତାଙ୍କୁ ତଦନ୍ତର ପରିସର ଭୁକ୍ତ…
ଅଧିକ ଖବର ଦେଖନ୍ତୁ...

ଜୀବନ ସହିତ ଖେଳି ରାତିରେ କାର ସହିତ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଛନ୍ତି ଦୁଇଯୁବକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଥିବା ବିପଦପୂର୍ଣ୍ଣ ଷ୍ଟଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଜଣେ ଯୁବକ ଦ୍ରୁତଗତିରେ ଯାଉଥିବା ଏକ କାର ପଛରେ ସ୍କେଟିଂ କରୁଥିବା ନଜର ଆସୁଥିବା ବେଳେ ଅନ୍ୟ ଜଣେ ଯୁବକ କାର ଝରକାରୁ ଅଧା ବାହାରି ବସିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନିର୍ମାଣର ଅଗ୍ରଗତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ମୋଦୀ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, ବିହାର ଓ ମହାରାଷ୍ଟ୍ରରେ ନିର୍ମାଣାଧିନ ପ୍ରକଳ୍ପ ନିର୍ମାଣର ସମୀକ୍ଷା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅନୁପମ ଖେରଙ୍କୁ ଚିହ୍ନି ପାରି ନଥିବା ଟ୍ୟାକ୍ସି ଚାଳକ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଅଭିନେତା ଅନୁପମ ଖେର୍‌ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିଥାଆନ୍ତି। ଅନେକ ସମୟରେ ସେ ତାଙ୍କ ପ୍ରଶଂସକଙ୍କ ସହ ନିଜର ପ୍ରୋଫେସ୍‌ନାଲ୍‌ ଓ ପର୍ସନାଲ ଲାଇଫ ବିଷୟରେ ଆଲୋଚନା କରି ଥାଆନ୍ତି। ନିକଟରେ ସେ ଏକ ଭିଡିଓ ସହିତ ମଜାଦାର ଘଟଣା ସେୟାର କରିଛନ୍ତି। ଅନୁପମ ଖେର୍‌…
ଅଧିକ ଖବର ଦେଖନ୍ତୁ...

ସିସିଡିର ଅନ୍ତରୀଣ ଅଧ୍ୟକ୍ଷ ହେଲେ ଏସ୍‌ଭି ରଙ୍ଗନାଥ, ନିତିନ ବାଗାମାନେ ହେଲେ ଅନ୍ତରୀଣ ମୁଖ୍ୟ ପରିଚାଳନା ଅଧିକାରୀ

ବେଙ୍ଗାଲୁର: ‘କ୍ୟାଫେ କଫି ଡେ(ସିସିଡି)’ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଭିଜି ସିଦ୍ଧାର୍ଥଙ୍କର ଅଚାନକ ମୃତ୍ୟୁ ଘଟିବା ପରେ ସିସିଡିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଏସ୍‌ଭି ରଙ୍ଗନାଥଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଅନ୍ତରୀଣ ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ନିତିନ…
ଅଧିକ ଖବର ଦେଖନ୍ତୁ...

ଲୋକସଭାରେ ଗୃହୀତ ହେଲା ଏକକ ଟ୍ରିବୁନାଲ ବିଲ୍‌, ରାଜ୍ୟ-ରାଜ୍ୟ ମଧ୍ୟରେ ଥିବା ନଦୀ ଜଳ ବଣ୍ଟନ ବିବାଦର ସମାଧାନ କରିବ

ନୂଆଦିଲ୍ଲୀ : ଲୋକସଭାରେ ଆଜି ଅନ୍ତଃରାଜ୍ୟ ନଦୀଜଳ ବିବାଦ (ସଂଶୋଧନ) ବିଲ,୨୦୧୯ ଗୃହୀତ ହୋଇଛି । ଦେଶରେ ରାଜ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ଦେଖାଦେଉଥିବା ବିବାଦଗୁଡ଼ିକର ସମୟବଦ୍ଧ ସମାଧାନ କରିବାକୁ ଏକ ଅନ୍ତଃରାଜ୍ୟ ନଦୀ ଜଳବିବାଦ ଟ୍ରିବୁନାଲ ଗଠନ ପାଇଁ ଏଥିରେ ବ୍ୟବସ୍ଥା ରହିଛି ।…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ଲଞ୍ଚ କଲା ଏହି ସ୍ମାର୍ଟଫୋନ୍‌ ଗେମ୍‌: ଏମିତି କରନ୍ତୁ ଡାଉନ୍‌ଲୋଡ୍‌, ଖେଳିବାରେ ଆସିବ ରୋମାଞ୍ଚକର ଅନୁଭବ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଦେଶର ଯୁବ ପିଢ଼ିଙ୍କ ପାଇଁ ଏକ ୩-ଡି ମୋବାଇଲ ଗେମ୍‌ ପ୍ରସ୍ତୁତ କରାଯାଇଛି। ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନୋଆ ଏହି ୩-ଡି ମୋବାଇଲ ଗେମ୍‌ ଆପ୍‌କୁ ଆଜି (ବୁଧବାର) ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...