Advertisment
Latest Posts
Advertisment
ରାଜ୍ୟ
ପୂଜାକୁ ନ ଡାକିବାରୁ ହତ୍ୟା: ବନ୍ଧାହେଲା ଅଭିଯୁକ୍ତ
ଘରେ ହୋଇଥିବା ପୂଜାକୁ ନିମନ୍ତ୍ରଣ ନ କରିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଭୀଷ୍ମଗିରି ଗ୍ରାମରେ ଆଜି ଭୋର୍ ୪ଟାରେ ଏକ ହତ୍ୟାକାଣ୍ଡ ଘଟିଛି। ବି.ରାମଚନ୍ଦ୍ର ପାତ୍ର ଓରଫ୍ ବି.ଟୁଲୁ ପାତ୍ରଙ୍କୁ (୪୦)ଙ୍କୁ ତାଙ୍କ ଘର ବାରଣ୍ଡାରେ....
ଜିଲ୍ଲା
ନୂଆପଡ଼ା ବଜାରରେ ଛତୁ କେଜି ୧୬ ଶହ ଟଙ୍କା
ମୌସୁମୀ ବର୍ଷା ଆରମ୍ଭ ହେବା ଫଳରେ ଜଙ୍ଗଲରେ ବିଭିନ୍ନ ପ୍ରକାର ଛତୁ ଫୁଟିଥିବା ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲାରେ ଛତୁର ଚାହିଦା ଅଧିକ ଥିବା ବେଳେ ବଜାରରେ ଏହାର ଦାମ କିଲୋଗ୍ରାମ୍ ପିଛା ୧୬ ଶହ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି...
ଖେଳ
ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍, ଫାଇନାଲ୍ରେ ତନ୍ବୀ, ଆୟୁଷ
ସମ୍ମାନଜନକ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ଲଳନା ତନ୍ବୀ ଶର୍ମା ଜୟଯାତ୍ରା ଜାରି ରଖି ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଐତିହାସିକ ସଫଳତା ସହ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।
ରାଜନୀତି
ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ
ଆସନ୍ତା ୧ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନୂଆ ସଭାପତି ମିଳିବ ନାହିଁ। ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ରଖାଯାଇଛି। ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ଅପରାଧ
ପୂଜାକୁ ନ ଡାକିବାରୁ ହତ୍ୟା: ବନ୍ଧାହେଲା ଅଭିଯୁକ୍ତ
ଘରେ ହୋଇଥିବା ପୂଜାକୁ ନିମନ୍ତ୍ରଣ ନ କରିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଭୀଷ୍ମଗିରି ଗ୍ରାମରେ ଆଜି ଭୋର୍ ୪ଟାରେ ଏକ ହତ୍ୟାକାଣ୍ଡ ଘଟିଛି। ବି.ରାମଚନ୍ଦ୍ର ପାତ୍ର ଓରଫ୍ ବି.ଟୁଲୁ ପାତ୍ରଙ୍କୁ (୪୦)ଙ୍କୁ ତାଙ୍କ ଘର ବାରଣ୍ଡାରେ....
ମନୋରଞ୍ଜନ
ଶେଫାଳିଙ୍କ ମୃତ୍ୟୁ ମାମଲା: ତରୁଣୀ ଦିଶିବା ପାଇଁ ମାତ୍ରାଧିକ ଔଷଧ ଖାଉଥିଲେ ଓ ଉପବାସ ରହୁଥିଲେ
ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳମୃତ୍ୟୁ ନେଇ ଆଜି ପୁଲିସ ନୂଆ କଥା କହିଛି। ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି, ତେବେ ତାଙ୍କ ଘରୁ ଜବତ ବାକ୍ସରୁ ଏକ ସାଂଘାତିକ ସୁରାକ୍ ମିଳିଛି।