Advertisment
Latest Posts
Advertisment
ଜିଲ୍ଲା
ଗଛରେ ଝୁଲିଲା କାର; ତାକୁ ଦେଖୁ ଦେଖୁ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ୍
ଆଜି ସକାଳେ ସିନେମା ଷ୍ଟାଇଲରେ ଏକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ କାରଟି ରାସ୍ତା କଡରେ ଥିବା ଏକ ଗଛ ଉପରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଟ୍ରକ ଚାଳକ ଅନ୍ୟମନସ୍କ ହୋଇ ତାହାକୁ ଦେଖୁଥିବା ବେଳେ ସେହି ଟ୍ରକଟି ସମ୍ମୁଖରେ ଥିବା ଏକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା ।
Gallery
ବାଣିଜ୍ୟ
ରିଟେଲର୍ଙ୍କୁ କହିଲେ ସରକାର: ଜିଏସ୍ଟି ରିହାତିର ପ୍ରଚାର କର, ପୋଷ୍ଟର୍, ଫ୍ଲାୟର୍ ଲଗାଅ
ଜିଏସ୍ଟି ଦରରେ ହୋଇଥିବା ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଉପରେ ସରକାର ଜୋର ଦେଉଛନ୍ତି। ବିଜ୍ଞାପନ ମାଧ୍ୟମରେ ଜିଏସ୍ଟି ରିହାତିର ପ୍ରଚାରପ୍ରସାର କରିବାକୁ ରିଟେଲର୍ମାନଙ୍କୁ କୁହାଯାଇଛି।
ଅପରାଧ
ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଉଦ୍ଧାର
ରାଜଧାନୀ ଭୁବନେଶ୍ବରରୁ ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଆଜି ଅପରାହ୍ଣରେ କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର ହୋଇଛି। ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଜେସିବି ଲଗାଇ ଏହି ମୃତଦେହ ଉଦ୍ଧାର କରାଯାଇଛି।
ମନୋରଞ୍ଜନ
ଜେଲ ଚାରିକାନ୍ଥ ଭିତରେ ଦୁଷ୍କର୍ମକାରୀ ଅଭିନେତା
ପୀଡ଼ିତା ଅଭିନେତ୍ରୀଙ୍କ ଦୁଷ୍କର୍ମ ଅଭିଯୋଗକୁ କେନ୍ଦ୍ର କରି ହରିୟାଣଭି ସିନେମା ଓ ଅଲବମ ଜଗତର ଲୋକପ୍ରିୟ ଅଭିନେତା ତଥା ନିର୍ମାତା ନିର୍ଦ୍ଦେଶକ ଉତ୍ତର କୁମାରଙ୍କୁ ଜେଲ ହୋଇଯାଇଛି।
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।