Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
ବାଣିଜ୍ୟ
ସମୟ ସୀମା ଶେଷ,ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବ: ନୋଟିସ ଜାରି କଲେ ଟ୍ରମ୍ପ୍
ଆମେରିକା ପକ୍ଷରୁ ଏବେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବ।ଶୁଳ୍କ ଲାଗୁ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଟ୍ରମ୍ପ୍ ଭାରତ ଉପରେ ଅଧିକ ଶୁଳ୍କ ଲଗାଇବାର କାରଣ ମଧ୍ୟ କହିଛନ୍ତି...
ଅପରାଧ
ପୁଲିସ ପାଇଁ ବଢୁଛି ଚ୍ୟାଲେଞ୍ଜ: ଶକ୍ତି ସାଉଁଟିଲା ଡି-ଗ୍ୟାଙ୍ଗ୍!
କଟକ ସହରରେ ନିଜର ପୂର୍ବ ପତିଆରା ଫେରି ପାଇବା ପାଇଁ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଗ୍ୟାଙ୍ଗ୍ ସହିତ ହାତ ମିଳାଇଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍। ସକିଲ୍ ଗ୍ୟାଙ୍ଗରୁ ଦୂରେଇ ଯାଇଥିବା ତାର ଖାସ୍ ସହଯୋଗୀ, ଦୁର୍ଦ୍ଦାନ୍ତ ଅପରାଧୀ ଅବଦୁଲ କାଦିର ମଧ୍ୟ ସକିଲ୍ ସହିତ ହାତ ମିଶାଇଛି।
ମନୋରଞ୍ଜନ
ଜନ୍ ସିନେମାରୁ ଦୂରେଇ ରହିବା ଭଲ: ବିବେକ ଅଗ୍ନିହୋତ୍ରୀ
କିଛି ଦିନ ତଳେ ଫିଲ୍ମ 'ଦି କଶ୍ମୀର ଫାଇଲ୍ସ'କୁ ଅତି-ରାଜନୈତିକ ବୋଲି କହିଥିଲେ ବଲିଉଡ ଅଭିନେତା ଜନ୍ ଆବ୍ରାହମ। ଏବେ ତାଙ୍କର ଏଭଳି ବୟାନକୁ ନେଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।
ପୁନଶ୍ଚ ପୃଥିବୀ
ବଦଳୁଛି ଇନ୍ଦ୍ରଧନୁର ମତିଗତି
ଆବହମାନ କାଳରୁ ଆଶା ଓ ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ବିବେଚିତ ହୋଇଆସୁଥିବା ଇନ୍ଦ୍ରଧନୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ କେଉଁଠି ଅଧିକ ଦେଖାଯିବ ତ ଆଉ କେଉଁଠି କମ୍ ଦେଖିବାକୁ ମିଳିବ ବୋଲି ଏକ ନୂତନ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି।