Latest Posts
ରାଜ୍ୟ
ଚଳିତବର୍ଷ ୧ କୋଟି ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଏବେ ବର୍ଷକୁ ୬୮ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହେଉଥିବାବେଳେ ରାଜ୍ୟ ସରକାର ଧାନର ଏମ୍ଏସ୍ପି ୩୧୦୦ଟଙ୍କାକୁ ବଢ଼ାଇଥିବାରୁ ଅଧିକ ଧାନ ଫସଲ ହୋଇଥିବା କୁହାଯାଉଛି।
ଜିଲ୍ଲା
ରାସ୍ତାକଡ଼ରେ ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ
କୋଣାର୍କ ବନଖଣ୍ଡ ରାସ୍ତା କଡ଼ରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି...
ଖେଳ
ଆଜିଠୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍
ଗୁରୁବାରଠୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବ। ଏହି ଶୃଙ୍ଖଳାରେ ଭାରତୀୟ ବ୍ୟାଟର୍ଙ୍କ ଆଗରେ ଭ୍ରମଣକାରୀ ଦଳର ସ୍ପିନ୍ ଆକ୍ରମଣ ଆହ୍ବାନ ରହିବ।
ରାଜନୀତି
ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ
ଜମ୍ମୁ କଶ୍ମୀରରେ ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।
ଅପରାଧ
ରାତିରେ ଭଗବାନଙ୍କୁ ଜଳ ଅର୍ପଣ କରି କଳସ ଚୋରାଇ ନେଲା ଚୋର
ରାତିରେ ମନ୍ଦିର ଭିତରେ ପଶି ଜଳ ଅର୍ପଣ କରିବା ପରେ ଘଣ୍ଟି ଚୋରି ପାଇଁ ଉଦ୍ୟମ କରୁଥିବା ଚୋର କଳସ ଚୋରାଇ ନେଲା । ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ କରୁଛି ଯାଞ୍ଚ ।
ମନୋରଞ୍ଜନ
ଗୋଟିଏ ଭୁଲ କରିଦେଇଥିଲା ମହିମାଙ୍କ କ୍ୟାରିୟର ବର୍ବାଦ
ବଲିଉଡକୁ ଏଭଳି ଅନେକ କଳାକାର ଆସିଛନ୍ତି, ଯେଉଁମାନେ ସୁପରହିଟ୍ ଫିଲ୍ମ ଦେଇ ବି ଆଗକୁ ବଢ଼ିପାରି ନାହାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ। ମହିଳା ହିଟ୍ ଫିଲ୍ମ ଦେଇ ବି ବେଶୀ ଦିନ ଇଣ୍ଡଷ୍ଟ୍ରିରେ ରହିପାରିନଥିଲେ।