Advertisment
Latest Posts
Advertisment
ରାଜ୍ୟ
ଫାଇନାନ୍ସ କମ୍ପାନିର କର୍ମଚାରୀଙ୍କଠାରୁ ଲୁଟ୍ ଅଭିଯୋଗ
ତିରିଂ ଥାନା ଅନ୍ତର୍ଗତ ଗିଧିଘାଟି ଗ୍ରାମ ନିକଟରେ ଏକ କଳା ପଲସର୍ ବାଇକ୍ରେ ଦୁଇଜଣ ଯୁବକ ଆସି ମାରଣାସ୍ତ୍ର ଦେଖାଇ ଅଟକାଇ ସତ୍ୟଜିତଙ୍କ ପାଖରେ ଥିବା ୪୮ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ।
ଜିଲ୍ଲା
କୋଟସମ ଲାଇରେ ବିକ୍ର ନହୋଇ ଧାନ ମଣ୍ଡିରେ ପଡି ଗଜା ହେଲା: ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ
କୋଟସମ ଲାଇମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହଟହଟା ହେଉଥିବାରୁ ଶେଷରେ ଗଜା ଧାନ ବସ୍ତାକୁ ଧରି ଜିଲ୍ଲପାଳଙ୍କୁ ଗୁହାରି କରିବାକୁ ଆସି ଶୁଣାଣି ଶିବିର ଚାଷୀ ପହଞ୍ଚିଥିଲେ..
ଖେଳ
ହେଡିଙ୍ଗଲେ ଟେଷ୍ଟ : ଭାରତକୁ ୫ ଓ୍ବିକେଟରେ ହରାଇଲା ଇଂଲଣ୍ଡ
ହେଡିଙ୍ଗଲେ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୫ ଓ୍ବିକେଟରେ ହରାଇ ଦେଇଛି । ଏହା ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଇଂଲଣ୍ଡ । ଇଂଲଣ୍ଡ ପକ୍ଷରୁ ବେନ ଡକେଟ ଶତକ ଅର୍ଜନ କରିଥିଲେ ।
ରାଜନୀତି
ଡରାଇବାକୁ ଚେଷ୍ଟା କରନାହିଁ: ଆମେ କ୍ଷମତା ଛାଡିବାକୁ ପ୍ରସ୍ତୁତ
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, ଯଦି ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ପୁନଃସ୍ଥାପିତ ହୁଏ ଏବଂ ବିଧାନସଭା ଭଙ୍ଗ ହୋଇ ନୂତନ ନିର୍ବାଚନ ହୁଏ, ତେବେ ତାଙ୍କର କୌଣସି ଆପତ୍ତି ନାହିଁ...
ଅପରାଧ