Advertisment
Latest Posts
Advertisment
ଜିଲ୍ଲା
ସୁଭଦ୍ରା ଆଣିଛି ବଣ୍ଡା ଘାଟିରେ ନୂଆ ସକାଳ: ଜନଜାତି ଏବେ ବ୍ୟାଙ୍କ ମୁହାଁ
ସେମାନଙ୍କ ପାଇଁ ଟଙ୍କା କେବଳ ସାପ୍ତାହିକ ବଜାରରେ ଜଙ୍ଗଲଜାତ ଦ୍ରବ୍ୟ କିମ୍ବା ଶସ୍ୟ ବିକ୍ରୟ କରିବା ପରେ ଲୁଣ, ତେଲ କିମ୍ବା କପଡା କିଣିବାର ଏକ ମାଧ୍ୟମ ଥିଲା। ବ୍ୟାଙ୍କରେ ପ୍ରବେଶ କରିବା କିମ୍ବା ଆକାଉଣ୍ଟ ପରିଚାଳନା କରିବା ତାଙ୍କ ପାଇଁ ସାତ ସପନ ଥିଲା...
Gallery
କବି ସମ୍ରାଟ ଉପେନ୍ଦ୍ର ଭଂଜ ଓଡ଼ିଆ ଚେୟାର ପକ୍ଷରୁ ଆଲୋଚନାଚକ୍ର
କବି ସମ୍ରାଟ ଉପେନ୍ଦ୍ର ଭଂଜ ଓଡ଼ିଆ ଚେୟାର ପକ୍ଷରୁ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଦ୍ବି-ମାସିକ ଆଲୋଚନାଚକ୍ର ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ହେଲେ ସାମିଲ।
ବାଣିଜ୍ୟ
ଫ୍ଲିପକାର୍ଟ ସେଲ : ବିମାନ ଟିକେଟ ଭଡ଼ାରେ ଦମଦାର ରିହାତି !
ଫ୍ଲିପକାର୍ଟ ସେଲ ଅବସରରେ ଗ୍ରାହକଙ୍କୁ କିଛି ସ୍ବତନ୍ତ୍ର କୁପନ କୋର୍ଡ ପ୍ରଦାପ କରାଯାଇଛି। ଏହି କୁପନକୁ ଆପଣାଇ ଗ୍ରାହକ ବିମାନ ଟିକେଟ ମୂଲ୍ୟରେ ରିହାତି ପାଇ ପାରିବେ। ସେହିପରି ଫ୍ଲିପକାର୍ଟ ସେଲ ଆଧାରରେ ଘରୋଇ ବିମାନ ଟିକେଟ କିଣୁଥିବା ଗ୍ରାହକଙ୍କୁ ବି ଫାଇଦା ମିଳିବ।
ଅପରାଧ
ପୁଲିସଗାଡ଼ି ଉପରେ ଚଢ଼ି ପ୍ରେମୀଯୁଗଳଙ୍କ ହାଏ ଭୋଲଟେଜ ଡ୍ରାମା
ରାଜସ୍ଥାନର କୋଟାରୁ ଏକ ହାସ୍ୟାସ୍ପଦ ଘଟଣା ସାମ୍ନାକୁ ଆସିଛି। ଜଣେ ମଦ୍ୟପ ଯୁବକ ଏବଂ ମହିଳା ପୁଲିସ ଜିପ୍ ଉପରେ ଚଢ଼ି ହାଇଭୋଲଟେଜ୍ ଡ୍ରାମା କରିଥିଲେ। ଘଟଣାରେ ସମ୍ପୃକ୍ତ ଥିବା ଯୋଡ଼ିଙ୍କୁ ଜେରା କରୁଛି ପୁଲିସ।
ମନୋରଞ୍ଜନ
ମୋଦୀଙ୍କ ଘଣ୍ଟା ଚୋରି କରିଥିଲେ କି ଅକ୍ଷୟ କୁମାର!
ବଲିଉଡ ଖିଲାଡୀ ଅଭିନେତା ଅକ୍ଷୟ କୁମାର ଆପ କି ଅଦାଲତ ସୋ'କୁ ଆସିଥିବାବେଳେ ଅନେକ ପ୍ରଶ୍ନର ଖୋଲାଖୋଲି ଉତ୍ତର ଦେଇଥିଲେ। ଅନେକ ଦର୍ଶକ ଅକ୍ଷୟ କୁମାରଙ୍କୁ ମଧ୍ୟ ନିଜ ନିଜର ପ୍ରଶ୍ନ ପଚାରିଥିଲେ।
ପୁନଶ୍ଚ ପୃଥିବୀ
ଗଛ ବେଶରେ ଚିନ୍ମୟୀ ଦାସ, ବୃକ୍ଷର ଯତ୍ନ ପାଇଁ ଦେଲେ ପ୍ରେରଣା
ଚିନ୍ମୟୀ ଦାସ ଜଣେ କିନ୍ନର ହୋଇପାରନ୍ତି। କିନ୍ତୁ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସl ସେ ଓଡ଼ିଶାରେ କେବଳ ନୁହେଁ, ସାରା ଭାରତ ପାଇଁ ଗର୍ବ l ଚିନ୍ମୟୀ ଖାଲି ଗଛ ପାଇଁ ସଚେତନ କରୁଛନ୍ତି ତାହା ନୁହେଁ ବରଂ କୋଭିଡ ସମୟରେ ଅନେକ ମୃତଦେହକୁ ସତ୍କାର କରିଛନ୍ତିl