Advertisment
Latest Posts
Advertisment
ରାଜ୍ୟ
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ରଙ୍ଗର ବାଘୁଣୀ ମୌସୁମୀର ୨ ଶାବକ ଜନ୍ମ
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ରଙ୍ଗର ବାଘୁଣୀ ମୌସୁମୀର ୨ ଶାବକ ଜନ୍ମ ନେଇଛନ୍ତି। ଗତ ରାତିରେ ଜନ୍ମ ନେଇଥିବା ସୂଚ଼ନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ | ଶାବକ ୨ଟି ୨୮ ନମ୍ବର ବି ଖୁଆଡ ମଧ୍ୟରେ ରାତି ୯ଟା ୧୫ ମିନିଟ ଓ ୧୧ଟା ୩ ମିନିଟରେ ଯଥାକ୍ରମ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଜିଲ୍ଲା
୫ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ଗିରଫ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଛୋଟେବେଠିଆ ପୁଲିସ ଏବଂ ବିଏସଏଫର ଚଢ଼ାଉରେ ଜଣେ ୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଗିରଫ ହୋଇଛି। ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ରହିଛି।
ଖେଳ
ଏସୀୟ ଭାରୋତ୍ତୋଳନ ପାଇଁ ମୀନା ଓ ବିଦୁସ୍ମିତା ମନୋନୀତ
ଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ କାଜାକସ୍ତାନର ଆସ୍ଥାନାଠାରେ ଖେଳାଯିବାକୁ ଥିବା ଏସୀୟ ଯୁବ ଓ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତା ଲାଗି ଓଡ଼ିଶାରୁ ମୀନା ସାନ୍ତା (ଏ) ଏବଂ ବିଦୁସ୍ମିତା ଭୋଇ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି।
ରାଜନୀତି
ରାହୁଲଙ୍କ ଅଭିଯୋଗକୁ ମିଥ୍ୟା ଖବର ବୋଲି କହିଲେ ଫଡନବୀସ
ମୁଖ୍ୟମନ୍ତ୍ରୀ ଫଡନବୀସ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ଅଭିଯୋଗର ଜବାବ ଦେଇଛନ୍ତି। ଏକ ଲେଖା ମାଧ୍ୟମରେ ସେ ତାଙ୍କ ଅଭିଯୋଗକୁ 'ମିଥ୍ୟା ଖବର' ଏବଂ 'ଭ୍ରାନ୍ତକାରୀ ପ୍ରଚାର' ବୋଲି କହିଛନ୍ତି...
ଅପରାଧ
ବୃଦ୍ଧାଙ୍କ ତଣ୍ଟି କାଟି ଲୁଟ୍ ଉଦ୍ୟମ: ବନ୍ଧାହେଲା ଦୁର୍ଦ୍ଦାନ୍ତ ବ୍ଲାକ୍ କୋବ୍ରା ପରମା
ଘରେ ଏକାକୀ ଥିବା ଜଣେ ୭୨ ବର୍ଷ ବୟସର ବୃଦ୍ଧାଙ୍କ ବେକକୁ ଛୁରିରେ ଆଘାତ କରି ଲୁଟ୍ ଉଦ୍ୟମ କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ପରମା ରାଓକୁ ମୈତ୍ରୀବିହାର ଥାନା ପୁଲିସ ବାନ୍ଧିଛି। ଚୋରି କଲାବେଳେ କଳା ରଙ୍ଗର ମୁଖା....
ମନୋରଞ୍ଜନ
‘ମହାଭାରତ’ ପରେ ଅବସର ନେବେ ଆମୀର!
ଖୁବ୍ଶୀଘ୍ର ଅଭିନୟରୁ ଅବସର ନେବେ ବଲିଉଡ୍ର ମିଷ୍ଟର୍ ପର୍ଫେକ୍ସନିଷ୍ଟ୍ ଭାବେ ଜଣାଶୁଣା ସୁପର୍ଷ୍ଟାର୍ ଆମୀର୍ ଖାନ୍! ବର୍ତ୍ତମାନ ଏଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଅସଲ କଥା ହେଲା, ଆଗକୁ ଆଉ ଅଧିକ ଫିଲ୍ମ ନକରି ଅଭିନୟରୁ ଅବ୍ୟାହତି....