Advertisment
Latest Posts
Advertisment
ରାଜ୍ୟ
ଯାଜପୁରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ଦୁଇ ଆହତ
ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ରୋଗୀ ଛାଡି ଫେରୁଥିବା ଆମ୍ବୁଲାନସ ଶୁକ୍ରବାର-ଶନିବାର ରାତି ୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ନିଜ ଭାଇଙ୍କ ରେକର୍ଡ ସହ ସମକକ୍ଷ ହେଲେ ମିଚେଲ ମାର୍ଶ
ମିଚେଲ ମାର୍ଶ ଗତକାଲି ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ୧୧୭ ରନ୍ର ଏକ ଚମତ୍କାର ଇନିଂସ ଖେଳି ତାଙ୍କ ଆଇପିଏଲ୍ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏହା ସହିତ ସେ ତାଙ୍କ ଭାଇଙ୍କ ୧୮ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହୋଇଛନ୍ତି।
ରାଜନୀତି
ନୂଆ ମୋଡ଼ ନେଉଛି ଏନ୍ସିପି ନେତାଙ୍କ ବୋହୂ ମୃତ୍ୟୁ ମାମଲା: ଚକିତ କଲା ବ୍ୟବଚ୍ଛେଦ ରିପୋର୍ଟ
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ରାଜେନ୍ଦ୍ର ତୁକାରାମ ହାଗାୱାନେଙ୍କ ୨୪ ବର୍ଷୀୟା ବୋହୂ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ମାମଲା କି ହତ୍ୟା; ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଅପରାଧ
ଟ୍ରେଡିଂରେ କୋଟିପତି ହେବାର ସ୍ବପ୍ନ: ଭୋପାଳରୁ ଦୁଇ ସାଇବର୍ ଠକ ଗିରଫ, ଭୁବନେଶ୍ବର ବାସିନ୍ଦାଙ୍କଠାରୁ ଲୁଟିଥିଲେ ଦେଢ଼ କୋଟି
ଟ୍ରେଡିଂରେ ନିବେଶ କରି କୋଟିପତି ହେବାର ସ୍ବପ୍ନ ଦେଖିଥିବା ଭୁବନେଶ୍ବରର ଜଣେ ବ୍ୟକ୍ତି ଫସିଯାଇଛନ୍ତି। ସାଇବର୍ ଠକ ତାଙ୍କ ନିକଟରୁ ନିବେଶ ନାଁରେ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଭୋପାଳ ଜାହାଙ୍ଗିରବାଦର ତୟବ ଖାଁ (୨୩) ଓ ଫିରୋଜ ଖାଁ (୩୬)ଙ୍କୁ ଗିରଫ କରିଛି।
ମନୋରଞ୍ଜନ
‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ଜିତୁ
ଦୀର୍ଘ ତିନି ଦଶକ ଧରି ଓଡ଼ିଆ ସିନେମା ଓ ମ୍ୟୁଜିକ୍ ଆଲବମ୍ରେ ନୃତ୍ୟ ନିର୍ଦ୍ଦେଶନା ଦେଇଆସୁଥିବା ଜିତୁ ରାଉତ, ବିନି ସାମଲଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ମୁକ୍ତି ପ୍ରତୀକ୍ଷାରେ ଥିବା ଏହି ସିନେମାର ଶୀର୍ଷକ ଗୀତ ସହ ‘ପିଣ୍ଡରୁ ବ୍ରହ୍ମାଣ୍ଡ…’