Advertisment
Latest Posts
Advertisment
ଜିଲ୍ଲା
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ପାଇଁ ବିଜେଡ଼ିର ପ୍ରସ୍ତୁତି
ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ସଫଳ କରିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି...
Gallery
ବାଣିଜ୍ୟ
ହୀରା ପରେ ଏବେ ସୁନା: ଜବଲପୁର ମାଟି ତଳେ ସୁନା ଭଣ୍ଡାର ସନ୍ଧାନ
ମଧ୍ୟପ୍ରଦେଶର ଜବଲପୁରରେ ଏକ ବଡ଼ ସୁନା ଭଣ୍ଡାରର ସନ୍ଧାନ ମିଳିଛି। ଏହି ସୁନା ଭଣ୍ଡାର ପ୍ରାୟ ୧୦୦ ହେକ୍ଟର ଜମିରେ ବିସ୍ତାରିତ। ଭୂତତ୍ତ୍ୱବିତ୍ କହିଛନ୍ତି ଯେ, ଏଠାରେ ଲକ୍ଷ ଲକ୍ଷ ଟନ୍ ସୁନା ଥାଇପାରେ...
ଅପରାଧ
ପୋଲିସ ଯଦି ନଶୁଣିବ.. ଆଉ ଶୁଣିବ କିଏ ? ପଟ୍ଟାମୁଣ୍ଡାଇ ଘଟଣାରେ ପୋଲିସ ଉପରେ ପ୍ରଶ୍ନଚିହ୍ନ…
ସବୁବେଳେ ଚୋର ଗଲା ପରେ ପୋଲିସ ସକ୍ରିୟ କାହିଁକି ? ଏମିତି ସବୁବେଳେ କାହିଁକି ହୁଏ, ଘଟଣା ଘଟିସାରିଲା ପରେ ହିଁ ପୋଲିସ-ପ୍ରଶାସନ- ସରକାର.. ପୂରା ବ୍ୟବସ୍ଥା ସମସ୍ୟାର ସମାଧାନ ପାଇଁ ଝାଙ୍କି ପଡ଼ନ୍ତି । କଣ ବ୍ୟବସ୍ଥା ବି ସକ୍ରିୟ ହେବାକୁ ଏମିତି ଗୋଟେ ପରେ ଗୋଟେ ବଳୀ ଚାହେଁ କି ?
ମନୋରଞ୍ଜନ
୫୦୦ କୋଟିର ଫିଲ୍ମ ଦେଇ ବକ୍ସ ଅଫିସ୍ ରେକର୍ଡ କରିଥିବା ଭାରତର ପ୍ରଥମ ଅଭିନେତ୍ରୀ: ବଲିଉଡ୍ ସହିତ କୌଣସି ସମ୍ପର୍କ ନାହିଁ
ଗତ ଦଶନ୍ଧିରେ, ଭାରତୀୟ ସିନେମାରେ ଏପରି ଅନେକ ଫିଲ୍ମ ଆସିଛି ଯାହା ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଛି। କିନ୍ତୁ, ଜଣେ ଭାରତୀୟ ଅଭିନେତ୍ରୀ ଯିଏ ପ୍ରଥମ ୫୦୦ କୋଟି ଫିଲ୍ମ ଦେବାର ରେକର୍ଡ କରିଛନ୍ତି। କିନ୍ତୁ ବଲିଉଡ୍ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ...
ପୁନଶ୍ଚ ପୃଥିବୀ
‘ସୁରକ୍ଷିତ ଭବିଷ୍ୟତ ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ’
ପୂର୍ବ ପୁରୁଷଙ୍କ ସୁନ୍ଦର ପୃଥିବୀ ନଷ୍ଟ ହେବାକୁ ଯାଉଛି। ବର୍ତ୍ତମାନ ସୁସ୍ଥ ପରିବେଶ ଆଉ ନାହିଁ। ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇ ସମସ୍ତେ ନିଜ ଅଞ୍ଚଳରେ ଗଛ ଲଗାଇବା ସହ ଯତ୍ନ ନେବାର ସମୟ ଆସିଛି।