Advertisment
Latest Posts
Advertisment
ରାଜ୍ୟ
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର
ବୌଦ୍ଧ ବ୍ଲକ ବଘିଆପଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତିରେ ଉପଆରକ୍ଷୀ ଅଧୀକ୍ଷକ ଶିବିରରେ ଯୋଗ ଦେଇଥିଲେ।ମ
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ଆଇପିଏଲ : ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ବେଙ୍ଗାଲୁରୁ
ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୭୦ତମ ତଥା ଶେଷ ଲିଗ୍ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୬ ଓ୍ବିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୨୨୮ ରନର ଲକ୍ଷ୍ୟକୁ ବେଙ୍ଗାଲୁରୁ ୧୮.୪ ଓଭରରେ ୨୩୦ ରନ କରି ହାସଲ କରିନେଇଥିଲା ।
ରାଜନୀତି
୨ ବିଧାୟକଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କଲା କର୍ଣ୍ଣାଟକ ବିଜେପି
ଏକ ବଡ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କର୍ଣ୍ଣାଟକ ବିଜେପି ଏହାର ଦୁଇ ବିଧାୟକଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି। ସେମାନଙ୍କ ନାଁ ହେଉଛି ଏସଟି ସୋମଶେଖର ଏବଂ ଏ ଶିବରାମ ହେବର ।
ଅପରାଧ
ସିଆରପି ଭାବେ କାର୍ଯ୍ୟରତ ମହିଳାଙ୍କର ନଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ନଗ୍ନ ମୃତଦହେ ଉଦ୍ଧାର ହୋଇଛି। ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁରସ୍ଥିତ ଏକ ଘର ଭିତରୁ ମଙ୍ଗଳବାର ଦିନ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ସଂଯୁକ୍ତା କିଶାନ।
ମନୋରଞ୍ଜନ
ପୁଣି ଫେରୁଛନ୍ତି କପିଲ ଶର୍ମା ଓ ତାଙ୍କ ଟିମ
ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଦଳ ସହିତ ପୁଣିଥରେ ପରଦାରେ ଲୋକଙ୍କୁ ହସାଇବା ପାଇଁ ନଜର ଆସିବେ। ଖବର ଅଛି ଯେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ସିଜିନ୍ ୩ ଏବେ ଖୁବ୍ ଶୀଘ୍ର ଓଟିଟିରେ ଷ୍ଟ୍ରିମ୍ ହେବାକୁ ଯାଉଛି।