ଫୁଲବାଣୀ: ସ୍ଥାନୀୟ ଜିରିନିପଡା ଛକଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେବାରୁ ଗୁରୁବାର ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୋହନ ପାତ୍ର (୩୫) ବୋଲି ଜଣାପଡ଼ିଛି। ମୋହନର ଘର ଫୁଲବାଣୀ ସାହିରେ ବୋଲି ଜଣାପଡ଼ିଛି।

ପୂର୍ବବର୍ତ୍ତୀ ଖବର
ବେଆଇନ୍ ବାଣ କାରଖାନା ଠାବ, ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଓ ବାରୁଦ ଜବତ