ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ମଶାଣିରେ ମର୍ଡର

ପାତ୍ରପୁର : ମଶାଣିରେ ଶବ ଦାହ ପରେ ସାମାନ୍ୟ ମଦ୍ୟପାନକୁ କେନ୍ଦ୍ର କରି ବଚସା ପରେ ଜଣେ ମାଲଭାଇର କାଠ ଫାଳିଆ ମାଡ଼ରେ ଅନ୍ୟ ଜଣେ ଯୁବକର ମୃତ୍ୟୁ ଘଟିଛି। ଗଞ୍ଜମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଅଧୀନ ଜରଡ଼ା ଗାଁ ମଶାଣିରେ ଗୌଡ଼ ସାହିର କାଳୁ ନାୟକ (୪୨)ଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା ଘଟଣା…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଗିରଫ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ବାଲଡ଼ା ସେବାଶ୍ରମର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବିଦୁ ଭୂଷଣ ନାୟକଙ୍କୁ ଗିରଫ କରିଥିଲେ ହେଁ କୋର୍ଟ ଚାଲାଣ କରିନାହିଁ। ତେବେ ଆଜି ପାଡୁଆ ଡାକ୍ତରଖାନାରେ ଶ୍ରୀ ନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ଯଶିପୁର/ପଦ୍ମପୁର : ଯଶିପୁର ଥାନା ଯାମୁକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆମ୍ବଡିହା ଗାଁରେ ଗତରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଗ୍ରାମର ଲାଦୁ ହୋ(୪୫)ଙ୍କୁ ବେକୁ ହାଣି ହତ୍ୟା କରିଛନ୍ତି। ଘରେ ଲାଦୁଙ୍କ ପତ୍ନୀ ପାର୍ବତୀ(୪୦) ଉପସ୍ଥିତ ଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କାର୍‌ କାଚ ଭାଙ୍ଗି ୨ ଲକ୍ଷ ଲୁଟ୍‌

ଭଦ୍ରକ : ଭଦ୍ରକର ବାଇପାସ ଛକ ନିକଟରେ ଥିବା ଅଶୋକା ଲୁଗା ଦୋକାନ ଆଗରୁ ଆଜି ସନ୍ଧ୍ୟାରେ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। କେହି ଦୁର୍ବୃତ୍ତ କାରର କାଚ ଭାଙ୍ଗି ଏହି ଅର୍ଥ ଲୁଟିନେଇ ପଳାଇଛି। ଅଭିଯୋଗ ମୁତାବକ ଚରମ୍ପାର ପଥରଆଡିର ବାସିନ୍ଦା ଦୁର୍ଗାପ୍ରସାଦ ନାୟକ ନିଜ ଓଡି-୨୨-ଇ-୮୩୮୪ ମାରୁତି କାର…
ଅଧିକ ଖବର ଦେଖନ୍ତୁ...

ବଡଘାଗରା ଗଣ ଦୁର୍ଷ୍କମ ଘଟଣା: ଆଉ ତିନି ଅଭିଯୁକ୍ତ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳି ବଡଘାଗରାରେ ବିଶ୍ୱ ପର୍ଯ୍ୟଟନ ଦିବସ(ସେପ୍ଟେମ୍ବର ୨୭)ରେ ଜଣେ ନାଁବାଳିକା ସହିତ ଘଟିଥିବା ଗଣ ଦୁର୍ଷ୍କମ ଘଟଣାରେ ପୁଲିସ ସୋମବାର ଆଉ ୩ଜଣଙ୍କୁ ଗିରଫ କରିଛି। ଏହାକୁ ନେଇ ମୋଟ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହା…
ଅଧିକ ଖବର ଦେଖନ୍ତୁ...

ଦଶହରା ଲୁଟ: ବିପୁଳ ପରିମାଣରେ ମୋବାଇଲ ଜବତ, ୨ ଗିରଫ

ଭୁବନେଶ୍ୱର: ଦଶହରା ସମୟରେ ବିଭିନ୍ନ ପୂଜା ମଣ୍ଡପରେ ଭିଡ ଥିବା ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଠାରୁ ବିପୁଳ ପରିମାଣରେ ମୋବାଇଲ ଚୋରୀ କରିଥବା ଅଭିଯୋଗରେ ସହିଦ ନଗର ପୁଲିସ ସୋମବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସହିଦ ନଗର ଥାନା ଅଧିକାରୀ କହିଛନ୍ତି, ଅଭିଯୁକ୍ତମାନଙ୍କଠାରୁ ଲକ୍ଷାଧିକ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ରାଉରକେଲା କଳିଙ୍ଗ ବିହାର ମାଇଁ-ଭାଣଜୀ ହତ୍ୟା ମାମଲା: ଅଭିଯୁକ୍ତ ମାମୁଁ ବ୍ରଜକିଶୋର ଗିରଫ

ରାଉରକେଲା: ରାଉରକେଲାର କଳିଙ୍ଗବିହାର କୋ-ଅପରେଟିଭ୍‌ କଲୋନୀ ଡି/୪୮ ଘରେ ଏକତ୍ର ରହୁଥିବା ମାଇଁ-ଭାଣଜୀ ହତ୍ୟା ଘଟଣା ସହିତ ସଂମ୍ପୃକ୍ତ ଅଭିଯୁକ୍ତକୁ ଛେଣ୍ଡ ପୁଲିସ ସୋମବାର ଗିରଫ କରିଛି। ହତ୍ୟାକାଣ୍ଡ ପରେ ଫେରାର ଥିବା ଅଭିଯୁକ୍ତ ବ୍ରଜକିଶୋର ଥାନାରେ ଆତ୍ମସମର୍ପଣ କରିବା ପରେ ପୁଲିସ ଗିରଫ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଗୋ ଏୟାରଲାଇନ୍ସର ମହିଳା କର୍ମଚାରୀଙ୍କୁ ର୍ଦୁବ୍ୟବହାର କଲେ ଆଦିତ୍ୟ ନାରାୟଣ

ଜୟପୁର: ବଲିଉଡର ପ୍ରଚ୍ଛଦପଟ୍ଟ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ। ଆଦିତ୍ୟ ନାରାୟଣ ସୋମବାର ରାୟପୁର ବିମାନବନ୍ଦରରେ ହଙ୍ଗମା କରିଥିବାର ଏକ ଭିଡିଓ ଦେଖିବାକୁ ମିଳିଛି। ଇଣ୍ଡିଗୋ ଏୟାରଲାଇନ୍ସ ଆଦିତ୍ୟଙ୍କ ଅଧିକ ବ୍ୟାଗେଜ ହେତୁ ଚାର୍ଜ କରିଥିଲେ, କିନ୍ତୁ ଆଦିତ୍ୟ ଏହି ଚାର୍ଜ ପୈଠ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସହିତ ଆପତ୍ତିଜନକ ସ୍ଥିତିରେ ନଜର ଆସିଲେ ପଞ୍ଜାବର ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ଼: ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଓ ଏସଜିପିସି ସଦସ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ସଚ୍ଚା ସିଂହ ଲଙ୍ଗାହଙ୍କ ବିରୋଧରେ ମାମଲା ରୁଜୁ କରିଛି। ସଚ୍ଚାଙ୍କ ବୟସ ପାଖାପାଖି ୬୫ବର୍ଷ ହେବ ବୋଲି ଜଣାପଡ଼ିଛି। ସଚ୍ଚା ସିଂହଙ୍କର ଏକ…
ଅଧିକ ଖବର ଦେଖନ୍ତୁ...

ଦଳିତମାନଙ୍କର ଗର୍‌ବା ଦେଖିବା ଅଧିକାର ନାହିଁ! ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଉଚ୍ଚ ଜାତିର ଲୋକେ

ଅହମଦାବାଦ: ରବିବାର ଦିନ ଗୁଜୁରାଟର ଆନନ୍ଦ ଜିଲ୍ଲାରେ ଅନୁଷ୍ଠିତ ଗର୍‌ବା କାର୍ଯ୍ୟକ୍ରମ ଦେଖୁଥିବା ଜଣେ ୨୧ ବର୍ଷିୟ ଦଳିତ ଯୁବକଙ୍କୁ ଉଚ୍ଚ ଜାତି ପଟେଲ୍‌ ସମ୍ପ୍ରଦାୟ ଦଳେ ଲୋକ ପିଟି ପିଟି ହତ୍ୟା କରାଯାଇଥିବା ପୁଲିସ କହିଛି। ଜୟେଶ୍‌ ସୋଲାଙ୍କି, ତାଙ୍କ ସମ୍ପର୍କୀୟ ଭାଇ ପ୍ରକାଶ ସୋଲାଙ୍କି…
ଅଧିକ ଖବର ଦେଖନ୍ତୁ...