ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଆରୁଷୀ ହତ୍ୟା ମାମଲା: ୪ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ତଲଓ୍ଵାର ଦମ୍ପତି

ନୂଆଦିଲ୍ଲୀ: ୨୦୦୮ ମସିହାରେ ଘଟିଥିବା ଆରୁଷୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ  ୨୦୧୩ ମସିହାରୁ ଜେଲ୍‌ ଦଣ୍ଡ ଭୋଗୁଥିବା ରଜେଶ ତଲଓ୍ଵାର ଏବଂ ନୁପୂର ତଲଓ୍ଵାର ସୋମବାର ସଂଧ୍ୟା ୫ଟାରେ  ଜେଲ୍‌ରୁ ମୁକୁଳିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ଆଲ୍ଲାହାବାଦ୍‌ କୋର୍ଟ ଅକ୍ଟୋବର ୧୨ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଆରୁଷୀ ହତ୍ୟା ମାମଲା: ବ୍ୟୟବହୁଳ ହୋଇଥିବାରୁ ‘ଟଚ୍‌ ଡିଏନ୍‌ଏ’ ଟେଷ୍ଟ୍‍ କରିଲା ନାହିଁ ସିବିଆଇ

ନୂଆଦିଲ୍ଲୀ: ଆରୁଷୀ ତଲଓ୍ଵାର ଓ ତାଙ୍କ ଘର ଚାକର ହେମରାଜ ହତ୍ୟାକାଣ୍ଡତର ତଦନ୍ତ କରି ସିବିଆଇ ଅନେକଗୁଡ଼ିଏ ତଥ୍ୟ ଦେଇ ସାରିବା ପରେ ବ୍ୟୟବହୁଳ ହୋଇଥିବାରୁ ଗୁରୁତ୍ୱପୂର୍ଣ୍ଣ ‘ଟଚ୍‌ ଡିଏନ୍‌ଏ’ ଟେଷ୍ଟ୍‍ କରିବ ନାହିଁ ବୋଲି ଜାଣିବାକୁ ମିଳିଛି। ଏହି ଧରଣର ପରୀକ୍ଷା ଦେଶ ଭିତରେ ହୋଇପାରିବ ନାହଁ।…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଭାଇ ଗୁଳିରେ ଭାଇ ମଲା, ପାରିବାରିକ ବିବାଦରୁ ହତ୍ୟାକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଅଧିନସ୍ଥ ତୋଟାପଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଭାଇର ଗୁଳିରେ ମରିଛି ଆଉ ଜଣେ ଭାଇ। ପାରିବାରିକ ବିବାଦ ଉଗ୍ର ରୂପ ନେବାରୁ ଏଭଳି ଘଟଣା ଘଟିଛି ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ମହମ୍ମଦ ସାବିର ବୋଲି ଜଣାପଡ଼ିଛି। ସାବିରଙ୍କୁ ତାଙ୍କର ସାବତ ଭାଇ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଆଶ୍ରମ ଭିତରେ ଦୁଷ୍କର୍ମ କରି ଜୈନମୁନୀ ଗିରଫ

ସୁରଟ: ଭାରତୀୟ ଜନ ଜୀବନରେ ବାବା, ମୁନି ଋଷିମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେମାନଙ୍କୁ ଲୋକେ ବେଶ ଉଚ୍ଚ ଆସନରେ ବସାଇଥାନ୍ତି। ହୁଏତ ସେଇଥି ପାଇଁ ଆଜି ମଧ୍ୟ ଲୋକେ କୌଣସି ସାଧୁ ସନ୍ଥଙ୍କୁ ଦେଖିଲେ ସେମାନଙ୍କୁ ସମ୍ମାନଦ କରିଥାନ୍ତି ଓ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ଜହ୍ନାପଙ୍କ: ଜମିବାଡ଼ିକୁ କେନ୍ଦ୍ର କରି ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ସୁରେଶ ମେହେର(୫୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଡାହାଣ ହାତ ଭାଙ୍ଗି ଯାଇଛି। ଏନେଇ ସୁରେଶ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ମଦ ଦୋକାନକୁ ବିରୋଧ

ନୂଆପଡ଼ା: ଖରିଆରରୋଡ ଏନଏସି ସ୍ଥିତ ଓ୍ଵାର୍ଡ ନଂ ୮ ଠାରେ ବିଦେଶୀ ମଦଦୋକାନ ପୁଣିଥରେ ଖୋଲିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏ ନେଇ ୮ନଂ ଓ୍ଵାର୍ଡ କାଉନସିଲର ଭଗବତୀ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପୁଣି ଥରେ ମଦ ଦୋକାନ ଖୋଲାକୁ ବିରୋଧ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ମାଲିକ ସହ ୪ ଥାନାରେ ଅଟକ

ଦେଓଗାଁ: ଗାଡ଼ି ଭଡ଼ା ଦେବାକୁ ଟଙ୍କା ନଥିବାରୁ ମହିଳା ପାସେଞ୍ଜରଙ୍କ ସୁନା ଗହଣା ବିକି ଭଡ଼ା ଟଙ୍କା ଆଦାୟ କରିଥିବା ଘଟଣାରେ ପୁଲିସ ସଂପୃକ୍ତ ଗାଡ଼ି ମାଲିକ, ଭଡ଼ାରେ ଯାଇଥିବା ମହିଳାଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ତୁଷରା ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ମେ ମାସରେ ଜଣେ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମଝିରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁରରେ ଆଜି ଅଭାବନୀୟ ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାଜରାସ୍ତାକୁ ଓହ୍ଲାଇବା…
ଅଧିକ ଖବର ଦେଖନ୍ତୁ...

ଜମି ବିକିବା ନାଁରେ ୩୩ ଲକ୍ଷ ଚଳୁ; ୩ ଭାଇ ଗିରଫ

ଖଣ୍ଡଗିରି : ଜମି ବିକିବା ପାଇଁ ଜଣେ ବିଲ୍‌ଡରଙ୍କ ୩୩ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ୩ ଭାଇଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀର ରତ୍ନକାର ସାହୁ(୫୦), ଜିତୁ ସାହୁ(୩୦ ଓ ଏମାନଙ୍କ ଦାଦାପୁଅ ଭାଇ ସୁଧୀର ସାହୁ((୩୫)। ଜାମିନ୍‌ ନାମଞ୍ଜୁର…
ଅଧିକ ଖବର ଦେଖନ୍ତୁ...

୨ ମୋବାଇଲ୍‌ ଲୁଟେରା ଗିରଫ

ଖଣ୍ଡଗିରି : ରବିବାର ଖଣ୍ଡଗିରି ଥାନା ପୁଲିସ ୨ ଜଣ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଫରେଷ୍ଟପାର୍କ ବସ୍ତିର ସନ୍ତୋଷ ରାଓ ଓରଫ୍‌ ସନ୍ତ(୨୦) ଓ ବରମୁଣ୍ଡା ଶବରସାହିର ସଚ୍ଚିଦାନନ୍ଦ ନାଏକ ଓରଫ୍‌ ବବୁଲ୍‌(୨୧)। ଗତ ୧୩ ତାରିଖ ସନ୍ଧ୍ୟା ସାଢ଼େ ୭ଟାବେଳେ ଏମାନେ…
ଅଧିକ ଖବର ଦେଖନ୍ତୁ...