ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ବିବାହର ଦୁଇମାସ ପରେ ସ୍ୱାମୀ ଜାଣିଲେ ସ୍ତ୍ରୀ ଜଣେ କିନ୍ନର

ସାହାଜାହାନପୁର: ବିବାହର ଦିନେ ନୁହେଁ କିମ୍ବା ଦୁଇ ଦିନ ନୁହେଁ, ପ୍ରାୟ ଦୁଇମାସ ପରେ ସ୍ୱାମୀ ଜାଣିପାରିଲେ ଯେ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ମହିଳା ନୁହନ୍ତି, ବରଂ ଜଣେ କିନ୍ନର। ତାଙ୍କୁ ଧୋକ୍କା ଦିଆଯାଇଛି ବୋଲି ଅନୁଭବ କରି ସ୍ୱାମୀ ଜଣକ ଶେଷରେ  ତାଙ୍କ କିନ୍ନର ପତ୍ନୀ ଓ  ଶ୍ୱଶୁର…
ଅଧିକ ଖବର ଦେଖନ୍ତୁ...

ଜୁଆ ଖେଳୁଥିବା ବେଳେ ୬ ଗିରଫ, ନଗଦ ୧୩ ହଜାର ଟଙ୍କା ଜବତ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଖାରବେଳନଗର ମାଳି କଲୋନିରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ତାସ ଓ ନଗଦ ୧୩ହଜାର ୭୫୦ ଟଙ୍କା ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମାଳି କଲୋନିର କେ ମାଧବ, ବେଣୁଧର ସେଠୀ, ନରସିଂହ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ଚାପୁଡ଼ା ଖାଇ ଅନ୍ଧ ହୋଇଗଲା ସ୍କୁଲ୍‌ ବାଳକ

ଲକ୍ଷ୍ନୌ: ମୁଜାଫରନଗର ଜିଲ୍ଲାରେ ଜଣେ ସ୍କୁଲ୍‌ ଶିକ୍ଷକଙ୍କଠାରୁ ଚାପୁଡ଼ା ଖାଇ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି। ସଫାନ୍‌ ଖାଁ’ ମୁଜାଫରନଗର ଅନ୍ତର୍ଗତ ମିରଟ୍‌ ରୋଡ୍‌ସ୍ଥିତ ଶରଦାନ ପବ୍ଲିକ୍‌ ସ୍କୁଲ୍‌ର ଜଣେ ଛାତ୍ର। କ୍ଲାସ୍‌ ଚାଲିଥିବା ସମୟରେ ସେ ଛାତ୍ର ନିଜର…
ଅଧିକ ଖବର ଦେଖନ୍ତୁ...

ଭୋଜିରେ ଯୁକ୍ତିତର୍କରୁ ହତ୍ୟା : ୫ ଅଟକ, ଠେଙ୍ଗା ଜବତ

ଭଂଜନଗର : ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ଅଧୀନ ଆଖୁପଦର ଗ୍ରାମରେ ଗତକାଲି ରାତିରେ ଭୋଜିଭାତରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ସାଗର ନାୟକ(୧୮) ନାମକ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତଦେହକୁ ଗାଁ ମୁଣ୍ଡରେ ଥିବା କଲଭର୍ଟ ନିକଟ ଜମିରୁ ଉଦ୍ଧାର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ୩୦ ଲକ୍ଷ ଟଙ୍କାର ସ୍କାର୍ପ୍‌

ଯାଜପୁର/ପାଣିକୋଇଲି : ସ୍ୱତନ୍ତ୍ର ସ୍କ୍ଵାଡ୍‌ ଚଢ଼ଉ କରି ୩୦ ଲକ୍ଷ ଟଙ୍କାର ସ୍କାର୍ପ ଜବତ କରିଛି। ସ୍କାର୍ପ ନେଇ ଯାଉଥିବା ଟ୍ରକ୍‌ ସହ ଦୁଇଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ତେବେ ୩ ଲକ୍ଷ ଟଙ୍କା ନେଇ ପାଣିକୋଇଲି ପୁଲିସ ଟ୍ରକ୍‌କୁ ଖସାଇ ଦେବା ପାଇଁ ଚଳାଇଥିବା ମୂଲଚାଲ ଫସର ଫାଟି…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ଯୁବକକୁ ପିଟି ପିଟି ମାରିଦେଲେ

ମା, ପୁଅ ଓ ବୋହୂ ଅଟକ କଟକ : ମଧୁପାଟଣା ମଙ୍ଗଳାସାହିିରେ ପରିବାରର ଇଜ୍ଜତ ବଞ୍ଚାଇବାକୁ ଆଜି ଗ଼ଡ଼ିଲା ମୁଣ୍ଡ। ଘରର ବୋହୂ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଏବଂ ପୂର୍ବ ଶତ୍ରୁତା ପାଇଁ ପୁରୀଘାଟ ଥାନା ବାମ୍ଫିସାହିର ଦୁର୍ଦ୍ଦାନ୍ତ ଯୁବକ ବସନ୍ତ ଦୋରା ଓରଫ ଧପୁ (୩୨)କୁ ସାହି ଦାଣ୍ଡରେ ପିଟି ପିଟି…
ଅଧିକ ଖବର ଦେଖନ୍ତୁ...

୩୭ କେଜି ଗଞ୍ଜେଇ ଓ କାର ଜବତ, ୩ ଗିରଫ

ସୋନପୁର : ସୋନପୁର ପୁଲିସ ଚଢ଼ଉ କରି ୩୭ କେଜି ଗଞ୍ଜେଇ ସହ ଏକ କାରକୁ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂଲିସ ସୂତ୍ରରୁ ପ୍ରକାଶ, ମନମୁଣ୍ଡା ପଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍‌ପି ପ୍ରଫୁଲ୍ଲ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ପୁଲିସ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ସ୍କର୍ପିଓରୁ ଗଞ୍ଜାଇ ଜବତ

ବଲାଙ୍ଗୀର: ରବିବାର ପ୍ରତ୍ୟୁଷରେ ତୁଷ୍ରା ଥାନା ଅନ୍ତର୍ଗତ ଧାନଘରା ପୋଲ ଉପରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ିରୁ ୪୫ କିଲୋ ଗଞ୍ଜାଇ ଜବତ କରାଯାଇଛି। ସ୍କର୍ପିଓଟିକୁ ଅବକାରୀ ବିଭାଗ ଅଧିକାରୀମାନେ ପୋଲ ଉପରେ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୪୦ରୁ ୪୫ କିଲୋଗ୍ରାମ ଗଞ୍ଜାଇ ପାଇଥିଲେ। ଗାଡ଼ିଟି…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ଭୋଜିବେଳେ କଳି; ଜଣକୁ ହତ୍ୟା

ଭଞ୍ଜନଗର: ଭଞ୍ଜନଗର ଥାନା ଅର୍ନ୍ତଗତ ଆଖୁପଦର ଗାଁ’ର ଜଣେ ତରୁଣଙ୍କୁ ତାଙ୍କର ସାଥିମାନେ ପିଟି ପିଟି ମାରି ପକାଇଥିବା ଅଭିଯୋଗ ହୋଇଛି। ନିହତ ୧୮ ବର୍ଷିୟ ତରୁଣଙ୍କ ନାଁ ସାଗର ନାୟକ ବୋଲି ଜଣାପଡ଼ିଛି। ଶନିବାର ରାତିରେ ଆଖୁପଦର ଗାଁ’ ମୁଣ୍ଡରେ ସେହି ଗାଁ’ର ସାଗର ନାୟକ, ପ୍ରକାଶ ନାୟକ,…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ

ଖଣ୍ଡଗିରି : ଖଣ୍ଡଗିରି ଅଞ୍ଚଳରେ ମାତିଛନ୍ତି ଗ୍ରିଲ୍‌ ତାଡ଼ି ଚୋରି କରୁଥିବା ଏକ ଗ୍ୟାଙ୍ଗ୍‌। ଦୁଇ ଦିନ ତଳେ ଏହି ଗ୍ୟାଙ୍ଗ୍‌ ବିଖ୍ୟାତ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ଘରୁ ଚୋରି କରିଥିବାବେଳେ ପୁଣି ଶୁକ୍ରବାର ରାତିରେ ଆଇଗିଣିଆ ମଧୁସୂଦନନଗରର ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା…
ଅଧିକ ଖବର ଦେଖନ୍ତୁ...