ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ମହିଳାଙ୍କ ସହ ଦୁଷ୍କର୍ମ କଲେ କର୍ଣ୍ଣାଟକର ଜଣେ ଆତ୍ମଘୋଷିତ ବାବା

ପାଣାଜି: ଗୋଆର ଭାସ୍କୋ ଅନ୍ତର୍ଗତ ମପୁସା ସହରରେ ଥିବା ତାଙ୍କ ଘର ନିକଟରେ କର୍ଣ୍ଣାଟକର ଜଣେ ଆତ୍ମଘୋଷିତ ବାବା ୧୯ ବର୍ଷୀୟା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଖବର ପାଇ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ୍‌ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ଉତ୍ତରପୂର୍ବ ଦିଲ୍ଲୀରେ ପ୍ରହରୀ ସମେତ ଗୋଟିଏ ପରିବାରରେ ଚାରି ଜଣଙ୍କୁ ହତ୍ୟା

ନୂଆଦିଲ୍ଳୀ: ଶନିବାର ସକାଳେ ଉତ୍ତରପୂର୍ବ ଦିଲ୍ଲୀର ମାନସରୋବର ପାର୍କ ଅଞ୍ଚଳର ଏକ ଘରେ ଅନ୍ୟୂନ ତିନି ଜଣ ମହିଳାଙ୍କ ସମେତ ପାଞ୍ଚ ଜଣ ଲୋକଙ୍କୁ ହତ୍ୟା କରାଯାଇଥିବା ଜଣା ପଡ଼ିଛି। ନିହତ ହୋଇ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଚାରି ଜଣ ଗୋଟିଏ ପରିବାରର ବୋଲି କୁହାଯାଉଛି। ପରିବାରର ମୃତ ସଦସ୍ୟମାନେ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀ ଶୈଳୀରେ ହତ୍ୟା: ପୁଲିସର ଛାନଭିନ୍‌

କାଲିମେଳା: ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ରାଜଗିରି ଗ୍ରାମ ନିକଟସ୍ଥ ଜଂଗଲରେ ମାଓବାଦୀ ଶୈଳୀରେ ଜଣକୁ ଗଳାକାଟି ହତ୍ୟା କରାଯାଇଛି। ଜମିଜମା ବିବାଦକୁ ନେଇ ଗ୍ରାମର ବାଂଝିଗୁଡ଼ା ଗ୍ରାମର କାନା ବାଡସେଙ୍କୁ କେହି ହତ୍ୟା କରି ମାଓବାଦୀ ହିଂସାର ରୂପ…
ଅଧିକ ଖବର ଦେଖନ୍ତୁ...

ପରମ୍ପରା ପାଇଁ ଅପରାଧ

ଜୟପୁର: ଦକ୍ଷିଣ ଓଡିଶାରେ ଦଶହରା ପରଠାରୁ ଆରମ୍ଭ ହୋଇଯାଉଛି ଜୁଆ ଖେଳ। ପରମ୍ପରା ଆଳରେ କୁମାର ପୂର୍ଣ୍ଣିମା ଅବସରରେ ହେଉଛି ବେଧଡ଼କ ଜୁଆ ଖେଳ। ଆଉ ଏହି ଜୁଆ ଖେଳକୁ ନେଇ ଘଟୁଛି ବହୁ ଅପରାଧ। ଏଭଳି କି ଜୁଆ ବନ୍ଦ ପାଇଁ ଚଢ଼ାଉ କରୁଥିବା ପୁଲିସକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଜୁଆଡି। …
ଅଧିକ ଖବର ଦେଖନ୍ତୁ...

ନିୟମିତ ଚାଲିଛି ମଦ ଆସର

ରେଢ଼ାଖୋଲ: ରେଢ଼ାଖୋଲ ଉପଖଣ୍ଡ ନାକ୍‌ଟିଦେଉଳ ବ୍ଲକ୍‌ର ଶିମିଳିପାଲ ପଞ୍ଚାୟତ କାର୍ଯ୍ୟାଳୟରେ ଅତ୍ୟନ୍ତ ଖାମଖିଆଲି ଓ ଅବହେଳାର ନଗ୍ନ ରୂପ ଦେଖିବାକୁ ମିଳିଛି। କାର୍ଯ୍ୟାଳୟରେ ନିୟମିତ ମଦର ଆସର ବସୁଥିବା ବେଳେ ମଦ୍ୟପମାନେ ଆଡ୍ଡା ଜମାଇ ଆସାମାଜିକ ପରିବେଶ ସୃଷ୍ଟି କରୁଛନ୍ତି। ସରକାରୀ କାମ…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ

ଚାରିଛକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଏକ ଜୁଆ ଆଡ୍ଡା ଉପରେ ଗୁରୁବାର ବିଳମ୍ବିତ ରାତ୍ରିରେ ପୁଲିସ ଚଢ଼ଉ କରି ଟଙ୍କା ସହ ୭ଟି ବାଇକ୍‌ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ପୁରୁଣାକଟକର ସମିର ପ୍ରଧାନ ପୁୁରୁୁଣାଗଡ଼ ଓ ମୂଷାରର ବିଶ୍ୱାମିତ୍ର ସାମଲ।…
ଅଧିକ ଖବର ଦେଖନ୍ତୁ...

ତିନି ମାସିଆ ପିଲାକୁ ମୁଣ୍ଡ ଜାମିନ ରଖି ସ୍ୱାମୀ ସମ୍ମୁଖରେ ମହିଳାଙ୍କ ସହ ଗଣ ଦୁଷ୍କର୍ମ

ମୁଜାଫରନଗର: ଏକ ତିନି ମାସିଆ ଶିଶୁକୁ ମୁଣ୍ଡ ଜାମିନ ରଖି ସ୍ପଷ୍ଟ ଦିବାଲୋକରେ ସ୍ୱାମୀଙ୍କ ସମ୍ମୁଖରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରାଯାଇଛି। ଶୁକ୍ରବାର ସକାଳେ ମୁଜାଫରନଗର ଅନ୍ତର୍ଗତ ଭୋପା ଅଞ୍ଚଳର ଜଣେ ଶିଶୁ ବିଶେଷଜ୍ଞଙ୍କ ପାଖରୁ ଘରକୁ ଫେରୁଥିବାବେଳେ ଏହି ଅପରାଧ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଅସଦାଚରଣ ଏବଂ ହତ୍ୟା ଉଦ୍ୟମ

ଦେବଗଡ଼: ଦେବଗଡ଼ ଥାନା ମାକରମୁଣ୍ଡା ଗାଁର ଜଣେ ମହିଳାଙ୍କୁ ଅସଦାଚରଣ ସହିତ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତା ମହିଳା ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ଗୁରୁବାର ଦିନ ମାକରମୁଣ୍ଡା ଗାଁରେ…
ଅଧିକ ଖବର ଦେଖନ୍ତୁ...

ବୁର୍ଦ୍ଦା ଗାଁରେ ଚଢ଼ଉ, ୬ ଜୁଆଡ଼ି ଗିରଫ

ଥୁଆପାଲି: ଭେଡ଼େନ ଥାନା ବକଟି ପଞ୍ଚାୟତ ବୁର୍ଦ୍ଦା ଗାଁରେ ପୁଲିସ୍‌ ଚଢ଼ଉ କରି ୬ ଜଣ ଜୁଆଡ଼ି ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ତାସ୍‌ ମାଧ୍ୟମରେ ଗାଁର କଣ୍ଟାଟିକ୍ରାଠାରେ ଜୁଆ ଆଡ୍ଡା ଚାଲିଥିଲା। ଏସଆଇ ସୌମ୍ୟକାନ୍ତ ବଲିଆର ସିଂଙ୍କ ନେତୃତ୍ୱରେ ପୁଲିସ୍‌ ସଦଳବଳ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ଗାୟକ ଜୁବେନ ଗର୍ଗଙ୍କୁ ତିନି ମାସ କାରାଦଣ୍ଡାଦେଶ !

ଗୌହାଟି: ବଲିଉଡ ତଥା ଆସାମୀ ସଙ୍ଗୀତ ଜଗତର ଖ୍ୟାତନାମା ଗାୟକ ଜୁବେନ ଗର୍ଗଙ୍କୁ ସେସନସ୍‌ କୋର୍ଟ ତିନି ମାସର କାରାଦଣ୍ଡାଦେଶ ଦେଇଥିବା ଜଣାଯାଇଛି। ଏହା ଛଡ଼ା ତାଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ୨୦୧୩ରେ ଗାୟକ ଜୁବେନ ଗର୍ଗ ଜଣେ ଆଇନ୍‌ଜୀବୀଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...