Daily Archives

October 4, 2019

ଭଉଣୀଙ୍କୁ ଅନୁସରଣ କରି ମଡେଲିଂରେ ପାଦ ଥାପିଲେ ସୈଫଙ୍କ ପୁଅ

ମୁମ୍ବାଇ: ଭଉଣୀ ସାରାଙ୍କୁ ଅନୁସରଣ କରି ବଲିଉଡ୍ ଆଡକୁ ମୁହାଁଉଛନ୍ତି ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ପୁଅ ଇବ୍ରାଇମ୍ ଅଲ୍ଲି ଖାନ୍ । ଭଉଣୀ ସାରାଙ୍କ ସହ ମିଶି ଇବ୍ରାଇମ୍ କରିଛନ୍ତି ଫଟୋସୁଟ୍ । ହାଲୋ ଇଣ୍ଡିଆ ମାଗାଜିନ୍ ପାଇଁ ଏହି ଭାଇ-ଭଉଣୀ ଯୋଡି କରିଛନ୍ତି ଫଟୋସୁଟ୍ । ଭାଇ-ଭଉଣୀଙ୍କ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଜୟନ୍ତୀ ଅବସରରେ କରାଯାଉଥିବା ସ୍କୁଲ୍‌ ଡ୍ରାମାରେ ନାଥୁରାମ ଗଡ୍‌ସେ ପିନ୍ଧିଥିଲେ ଆର୍‌ଏସ୍‌ଏସ୍‌ ପୋଷାକ,…

ଭୋପାଳ: ମଧ୍ୟପ୍ରଦେଶର ଏକ ସ୍କୁଲ୍‌ରେ ଗାନ୍ଧୀ ଜୟନ୍ତୀ ଅବସରରେ କରାଯାଉଥିବା ନାଟକର ଏକ ଫଟୋ ଭାଇରାଲ୍‌ ହେବା ପରେ ଫଟୋଟି ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାଟକରେ ଗାନ୍ଧୀଙ୍କୁ କିପରି ନାଥୁରାମ ଗଡସେ ହତ୍ୟା କରିଥିଲେ ତାହା ଦୃଶ୍ୟମାନ ହୋଇଛି। ତେବେ ନାଥୁରାମ ଗଡ୍‌ସେ ଭୂମିକାରେ…
ଅଧିକ ଖବର ଦେଖନ୍ତୁ...

ଏଣିକି ହ୍ଵାଟସ୍‌ ଆପ୍‌ରେ ଚାଟିଂ ସହିତ ଉଠାନ୍ତୁ ବ୍ୟାଙ୍କିଂ ସୁବିଧାର ଲାଭ

ନୂଆଦିଲ୍ଲୀ: ଏଣିକି ହ୍ଵାଟସଆପରେ ଆପଣ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଫଟୋ, ଭିଡିଓ, ଭଏସ ନୋଟସ୍‌ ଏବଂ ଅନ୍ୟ ଚ୍ୟାଟ୍‌ ସହିତ ବ୍ୟାଙ୍କିଙ୍ଗ ସୁବିଧାର ବି ପାଇ ପାରିବେ। ହ୍ଵାଟସଆପ ଜରିଆରେ ଆପଣ ଆକାଉଣ୍ଟ ବାଲାନ୍‌ସ ଚେକ୍‌, ଚେକ୍‌ ବୁକ୍‌ ରିକୁଏଷ୍ଟ କରିବା ସହିତ ମିନି ଷ୍ଟେଟମେଣ୍ଟ ବି ପାଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ ଆତଙ୍କ: ଲମ୍ବିବାରେ ଲାଗିଛି ବାଧ୍ୟତାମୂଳକ ଅବସରର ତାଲିକା

ଭୁବନେଶ୍ୱର: ବାଧ୍ୟତାମୂଳକ ଅବସର ନେବା ଅଧିକାରୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ରାଜ୍ୟ ସରକାର ଶୁକ୍ରବାର ପୁଣି ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ନୂଆପଡ଼ା ଜିଲ୍ଲାର କୋମନାର ପୂର୍ବତନ ବିଡିଓ ପ୍ରଦୀପ କୁମାର ବେହେରାଙ୍କୁ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନକଲି କେଶକୁ ଦେଖି ସାପ ଭାବି ପିଲାଟି ପରି ଚିଲାଇ ଉଠିଲେ ମହିଳା, ହୁଏତ ଆପଣ ବି ସେପରି କରିଥାନ୍ତେ

ନୂଆଦିଲ୍ଳୀ: ଯଦି ଆପଣ ଆପଣଙ୍କ ସାମ୍ନାରେ ଏକ ସାପ ପଡ଼ିଥିବାର ଦେଖନ୍ତି ତେବେ କିପରି ପ୍ରତିକ୍ରିୟା ଦେବେ? ଭୟଭୀତ ହୋଇଯିବେ ନିଶ୍ଚୟ। ଫତିମା ଦାଉଦ ନାମକ ମହିଳା ମଧ୍ୟ ସେପରି ଭୟଭୀତ ହୋଇ ଚିତ୍କାର କରି ଉଠିଲେ। ମାତ୍ର ବାସ୍ତବରେ ସେ ସାପକୁ ନ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଫତିମା ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା

ଭଦ୍ରକ: ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ପ୍ରଣତୀ ସାହା ଶୁକ୍ରବାର ପୁରୁଣା ବଜାର ଥାନା ମିରମହଲା ଗ୍ରାମର ସେକ ଅବଦୁଲଙ୍କ ପୁତ୍ର ସେକ ଇକବଲ ୨୯ ବର୍ଷ ପୋସ୍କୋ ଆଇନର ଧାରା ୪ ଓ ପିଙ୍ଗଳ କୋଡର ଦଫା ୩୭୬(୨)ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ରେଳ ମନ୍ତ୍ରାଳୟର ଏହି ନିଷ୍ପତ୍ତି ବନ୍ଦ କରିଦେଇପାରେ ଅନେକଙ୍କ ରୋଜଗାର!

ଆଠଗଡର ସୁରେନ୍ଦ୍ର ଭାଇନା | ସକାଳୁ ଉଠିଲେ ଭାଇନା ଚାଲିଆସନ୍ତି ଷ୍ଟେସନକୁ | କାନ୍ଧରେ ଥାଏ ଦହିବରା ଓ ଆଳୁଦମ ଭାର | ଟ୍ରେନର ବଗିରେ ବୁଲିବୁଲି ଭାଇନା ପରସି ଦିଅନ୍ତି ସୁଆଦିଆ ଦହିବରା | ସକାଳ ୭ଟାରୁ ନିଜ ଜୀବନ ଜୀବିକାର ଏହି ଅଧ୍ୟାୟ ଆରମ୍ଭ କରୁଥିବା ସୁର ଭାଇନା ଘରକୁ ଫେରନ୍ତି ଠିକ ରାତି…
ଅଧିକ ଖବର ଦେଖନ୍ତୁ...

ସିଟ୍‌ ବେଲଟ ନବାନ୍ଧିଥିବାରୁ ସ୍କୁଟି ଚାଳକଙ୍କ କଟିଲା ଚାଲାଣ, ଜାଣନ୍ତୁ ପୂରା ଘଟଣା

ଲକ୍ଷ୍ନୌ: ସେପ୍ଟେମ୍ବର ପହିଲାରୁ ଦେଶର କିଛିସ୍ଥାନକୁ ଛାଡ଼ି ଦେଲେ ଅନ୍ୟ ସବୁସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇଥିଲା। ଏହି ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମରେ ଉତ୍ତରପ୍ରଦେଶ ହମିରପୁରରେ ଏକ ଅଜବ ଘଟଣା ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଜୈଶ୍‌ ଓ ଲସ୍କରର ଆତଙ୍କବାଦୀ ସକ୍ରିୟ ଥିବା ନେଇ ଜମ୍ମୁ-କଶ୍ମୀରରେ ହାଇ ଆର୍ଲଟ ଜାରି

ଶ୍ରୀନଗର: ଅନ୍ତର୍ଜାତୀୟ ସୀମାର ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ଆଶଙ୍କା କରାଯିବା ପରେ ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି। ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ଆକ୍ରମଣ ଘଟାଇପାରନ୍ତି ବୋଲି ଗୁଇନ୍ଦା ସଂସ୍ଥା ସୂଚନା ଦେବା ପରେ ସଂପୃକ୍ତ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଅମିତ ବିହାରୀ ଗିରଫ

ସମ୍ବଲପୁର: କୁଖ୍ୟାତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ସମ୍ବଲପୁର ପୁଲିସ ଶୁକ୍ରବାର ସନ୍ଧ୍ୟାରେ ଏନ୍‌କାଉଣ୍ଟର କରିଛି। ପୁଲିସ କ୍ଷେତରାଜପୁର ଥାନା ଅଞ୍ଚଳରେ ଅମିତକୁ ଏନ୍‌କାଉଣ୍ଟର କରି ଗିରଫ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ ଏକ ପିସ୍ତଲ ଓ ଗୁଳି ଜବତ କରିଛି। ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...