Monthly Archives

May 2020

ଘର ବାହାରେ ଖେଳୁଥିବା ବେଳେ ଆକ୍ରମଣ କଲେ ଦଳେ କୁକୁର, ୫ଟି ହସ୍ପିଟାଲ୍‌କୁ ନେବା ପରେ ବି ଚାଲିଗଲା ନାବାଳିକାଙ୍କ ଜୀବନ

ହାଇଦ୍ରାବାଦ୍‌: ତେଲେଙ୍ଗାନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଦଳେ ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ୬ ବର୍ଷୀୟା ନାବାଳିକାର ଜୀବନ ଯାଇଛି। ଦୁର୍ଭାଗ୍ୟର କଥା ହେଉଛି ନାବାଳିକାଟିକୁ ବଞ୍ଚାଇବା ପାଇଁ ୫ଟି ହସ୍ପିଟାଲ୍‌କୁ ନିଆଯିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କୁକୁର ଆକ୍ରମଣରେ ଆହତ…
ଅଧିକ ଖବର ଦେଖନ୍ତୁ...

ଗ୍ରୀଷ୍ମରେ ନଦୀ ଗାଧୁଆ ହେଲା କାଳ: ଦୁଇ ସାଙ୍ଗକୁ ଖାଇଲା ନଈ, ଫେରିଲେ ତିନି

ବୌଦ୍ଧ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଟିକେ ଗରମରୁ ଅଶ୍ବସ୍ତି ପାଇବା ପାଇଁ ମହାନଦୀ ଗାଧୁଆ ଗାଁ ଯୁବକମାନଙ୍କୁ ଆକର୍ଷିତ କରୁଛି। ମାତ୍ର ସେମାନଙ୍କ ସାମାନ୍ୟ ଅସାବଧାନତା ଅକାଳରେ ଜୀବନକୁ ମୃତ୍ୟୁ ମୁଁହକୁ ଠେଲି ଦେଉଛି। ଏଭଳି ଏକ ଦୁଃଖଦ ଘଟଣା ରବିବାର ବୌଦ୍ଧ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ମହାନତା: ୬୮ ହଜାର ଟଙ୍କା ଖର୍ଚ୍ଚ କରି ଶ୍ରମିକଙ୍କ ପାଇଁ ବୁକ୍‌ କଲେ ବିମାନ ଟିକେଟ୍‌

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ପଠାଇବା ପାଇଁ ପୂର୍ବରୁ ଅନେକ ସେଲିବ୍ରେଟି ନିଜର ସହାୟତାର ହାତ ବଢ଼ାଇଥିବା ବେଳେ ଏବେ ଏପରି ଏକ ମହାନ କାମରେ ଯୋଡ଼ି ହୋଇଛନ୍ତି ରାଜଧାନୀ ଦିଲ୍ଲୀର ଜଣେ ଚାଷୀ। ଛତୁ ଫାର୍ମର ଏହି ମାଲିକ ଜଣକ ୧୦ ଜଣ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବାର…
ଅଧିକ ଖବର ଦେଖନ୍ତୁ...

ଚୋରାରେ ଚାଲାଣ ହେଉଥିବା ଗହମ ବୋଝେଇ ପିକଅପ ଗାଡ଼ି ଜବତ

ଭଦ୍ରକ: ଧାମନଗର ପୁଲିସ ଆଜି ଚୋରାରେ ଚାଲାଣ ହେଉଥିବା ଏକ ଗହମ ବୋଝେଇ ପିକଅପ ଗାଡ଼ି ଜବତ କରିଛି। ଜବତ ଗାଡ଼ିରେ ୪୨ବସ୍ତା ଗହମ ଥିବା ବେଳେ ଏହାର ଆନୁମାନିକ ଓଜନ ୨୦କୁଇଣ୍ଟାଲ ହେବ ବୋଲି ଜଣାଯାଇଛି। ରବିବାର ସନ୍ଧ୍ୟାରେ କୋଭିଡ-୧୯ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଷ୍ଟିକର ଲଗାଥିବା ଏକ ପିକ ଅପ…
ଅଧିକ ଖବର ଦେଖନ୍ତୁ...

କରୋନା ଜନିତ ଆର୍ଥିକ ମାଡ: ଜୀବନ ହାରିଲେ ଯୁବକ

ବାରିପଦା: କରୋନା ଜନିତ ଲକଡାଉନ ମାଡ଼ ଜନସାଧାରଣଙ୍କ ନିକଟରୁ ରୋଜଗାରକୁ ଛଡ଼ାଇ ନେଇଛି । ଫଳରେ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେଉଛନ୍ତି ଅନେକ ଯୁବକ। ତେବେ ନିଜ ପରିବାର ଚଳାଇବାକୁ ଅକ୍ଷମ ହୋଇ ମାନସିକ ଅଶାନ୍ତିରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି ସ୍ଥାନୀୟ ୱାର୍ଡ ନଂ-୭…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ହେବ କରୋନା ବ୍ୟାଙ୍କ, ସଂରକ୍ଷିତ ରଖାଯିବ ସଂକ୍ରମିତଙ୍କ ଲାଳ, ରକ୍ତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ତଥା ଗବେଷଣା ଓ ପରୀକ୍ଷଣକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ୍ ସାଇନ୍ସେସ ସମେତ ଦେଶର ୧୬ଟି ବିଭିିନ୍ନ ସ୍ଥାନରେ ଜୈବ ବ୍ୟାଙ୍କ (ବାୟୋ-ରିପୋଜିଟରୀ)ପ୍ରତିଷ୍ଠା କରିବା ପାଇଁ ଆଇସିଏମଆର ପକ୍ଷରୁ ବିଜ୍ଞପ୍ତି…
ଅଧିକ ଖବର ଦେଖନ୍ତୁ...

ସୋମବାରଠୁ କୋଲକାତା-ଝାରସୁଗୁଡ଼ା-ଭୁବନେଶ୍ବର ମଧ୍ୟରେ ଏଲାୟନ୍ସ ଏୟାର ବିମାନ ସେବା

ଝାରସୁଗୁଡ଼ା: ଏଲାୟନ୍ସ ଏୟାର ପକ୍ଷରୁ ସୋମବାର ଠାରୁ କୋଲକାତା-ଝାରସୁଗୁଡ଼ା- ଭୁବନେଶ୍ବର ମଧ୍ୟରେ ବିମାନ ସେବା ପୁନର୍ବାର ଆରମ୍ଭ କରୁଥିବା ଜଣାଯାଇଛି। କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ୮ଟା ୧୦ରେ ବାହାରି ୯ଟା ୧୫ରେ ବିମାନ ଭୁବନେଶ୍ୱରରେ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ଘଟଣାକୁ ନେଇ ଦୁଇଜଣ ଯୁବକ ଭିଡ଼ ହିଂସାର ଶିକାର; ଜଣେ ମୃତ

ଗୌହାଟି: ଗତ ଶନିବାର ଆସାମର ଜୋରହାଟ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପାଖାପାଖି ୫୦ଜଣ ଲୋକ ଦୁଇଜଣ ବ୍ୟକ୍ତିଙ୍କୁ ଘେରି ଯାଇ ମାରଧର କରିଥିଲେ। ଏହି ଭିଡ଼ ହିଂସାର ଶିକାର ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିତିଦିନିଆ କାମ ବିନା ବାଧା ବିଘ୍ନରେ ସ˚ପନ୍ନ ହେବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବେ। ବୃଷ: କାରବାରରେ ଆପଣଙ୍କୁ ଲାଭ ମିଳିବ। ପାରିବାରିକ ସମସ୍ୟାର ସମାଧାନ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ଭଲ ରହିବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

କଲେଜ ଛକରୁ ଗାଡି ଚୋରି କଲେ ଦୁଇ ଦୁର୍ବୃତ୍ତ, ସିଟି ଟିଭିରେ କଏଦ ହେଲା ଚୋରିର ପୁରା ଦୃଶ୍ୟ

ଜଗତସିଂହପୁର ଟାଉନ୍: ଗତ କିଛି ଦିନ ତଳେ ବାଇକ୍ ଚୋରି ଗ୍ୟାଙ୍ଗଙ୍କୁ ସାବାଡ଼ କରିଥିଲେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର । କିଛି ଦିନ ଭିତରେ ସହରରେ ପୁଣି ବାଇକ୍ ଚୋର ସକ୍ରିୟ ହୋଇ ଉଠଇଛନ୍ତି । ଗତକାଲି ରାତିରେ ଏସଭିଏମ କଲେଜ ଛକ ସାହାରା ଇଣ୍ଡିଆ ଅଫିସ ଆଗରୁ ଏକ ବାଇକ୍ ଚୋରି…
ଅଧିକ ଖବର ଦେଖନ୍ତୁ...