Daily Archives

April 13, 2021

ଏତେ ପରେ ବି ଦାଦନ ସୁଅ ବନ୍ଦ ହେଉନି

ଜୟପୁର: କରୋନା ପ୍ରଥମ ସଂକ୍ରମଣ ସମୟରେ ବିଭିନ୍ନ ରାଜ୍ୟରେ ହେଉଥିବା ସଂକ୍ରମଣ ଭୟରେ ହଜାର ହଜାର ଦାଦନ ଶ୍ରମିକ ନିଜ ନିଜ ଜିଲ୍ଲାକୁ ଫେରି ଆସିଥିଲେ। ଏଭଳି କୋରାପୁଟ ଜିଲ୍ଲାକୁ ବି ସରକାରୀ ଭାବେ ୪ ହଜାର ଫେରିଥିବା ବେଳେ ବେସରକାରୀ ଭାବେ ପ୍ରାୟ ୧୦ ହଜାର ଦାଦନ ଶ୍ରମିକ ଫେରିଥିଲେ। ସଂପ୍ରତି…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଦାବି:ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାକୁ ଫୋଫାଡି ଦେଲେ ବିକ୍ଷୋଭକାରୀ

ଜୟପୁର,: ଅଫ୍‌ ଲାଇନ୍‌ରେ ସେମିଷ୍ଟାର ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ବିରୋଧ କରି ଜୟପୁର ସ୍ଥିତ ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟଳୟରେ ଛାତ୍ରଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି। କଲେଜ କର୍ତ୍ତୁପକ୍ଷଙ୍କ ବିରୁଧରେ ନାରାବାଜି ଦେବା ସହ ଅନ୍‌ ଲାଇନ୍‌ରେ ପରୀକ୍ଷା କରିବାକୁ ଦାବି…
ଅଧିକ ଖବର ଦେଖନ୍ତୁ...

ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ପରିଦର୍ଶନ ସହ ସମୀକ୍ଷା କଲେ ୩ ସଚିବ

ବାଲେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ଓ ୫ଟି ଶାସନ ସଚିବ ଭି କେ ପାଣ୍ଡିଆନଙ୍କ ସହ ବାଲେଶ୍ବର ଗସ୍ତ କରି ସହରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ପରିଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ବଦାନ୍ୟତା: ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସିକିଲସେଲ୍ ଆକ୍ରାନ୍ତ ଝିଅର ଜୀବନ ବଂଚାଇଲେ

ଜୟପୁର: ଅତ୍ୟନ୍ତ ଜରୁରୀ ଆବଶ୍ୟକତା ଥିବା ସମୟରେ ଜଣେ ସିକିଲସେଲ୍ ଆକ୍ରାନ୍ତ ଝିଅକୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜୟପୁର ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ଶିକ୍ଷକ ତଥା ସ୍ବେଚ୍ଛାସେବୀ ନିରଂଜନ ପାଣିଗ୍ରାହୀ ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି। ଜୟପୁର ସହର ନିକଟସ୍ଥ ପେପରମିଲ ନିକଟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : କୋଲକାତାକୁ ୧୦ ରନରେ ହରାଇ ବିଜୟ ଧାରାକୁ ଫେରିଲା ମୁମ୍ବାଇ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚରେ  ଆଜି ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍‌ ରାଇଡର୍ସକୁ ୧୦ ରନରେ  ହରାଇ ତାର ବିଜୟ ଯାତ୍ରା ଆରମ୍ଭ କରିଛି। ମାତ୍ର ୧୫୩ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନ ପାରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୪୨…
ଅଧିକ ଖବର ଦେଖନ୍ତୁ...

ହୋଟେଲରୁ ୫ ଯୋଡ଼ା ସନ୍ଦିଗ୍ଧ ପ୍ରେମୀଯୁଗଳ ଉଦ୍ଧାର

ଧଉଳି:ଧଉଳି ଥାନା ପୁଲିସ ଧଉଳି ଛକ ଅଞ୍ଚଳରେ ଥିବା ଏକ ହୋଟେଲରେ ଅତର୍କିତ ଚଢ଼ଉ କରି ୫ ଯୋଡ଼ା ସନ୍ଦିଗ୍ଧ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଛି । ସେମାନେ ସମସ୍ତେ ଛାତ୍ରଛାତ୍ରୀ ବୋଲି କୁହାଯାଉଛି । ତେବେ ସଂପୃକ୍ତ ପ୍ରେମୀ ଯୁଗଳଙ୍କୁ ପୁଲିସ ଥାନାରେ ସାରା ରାତି ଅଟକ ରଖିଥିଲା । ଥାନାରେ…
ଅଧିକ ଖବର ଦେଖନ୍ତୁ...

କରୋନାର ୨ୟ ଲହର: ଗ୍ରାମାଞ୍ଚଳରେ ୬ ନୂତନ ସଂକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧାଗ୍ରାମାଞ୍ଚଳରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଆଜି ୬ଜଣ ସଂକ୍ରମିତ ହୋଇଛନ୍ତି । ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮ରେ ପହଞ୍ଚିଛି। । ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ଆଜି ବାଲିଅନ୍ତା ଓ ଖୋର୍ଦ୍ଧାରୁ ସର୍ବାଧିକ ୨ଜଣ ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ଶରୀରରେ ଲୁଚି ବସିଛି କରୋନା ଭାଇରସ, ଆରଟି-ପିସିଆର ପରୀକ୍ଷାରେ ବି ଧରାପଡ଼ୁ ନାହିଁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଦ୍ରୁତଗତିରେ ମାଡ଼ି ଚାଲିଛି। କରୋନାର ଏହି ନୂଆ ସଂକ୍ରମଣ ପ୍ରଥମ କରୋନା ସଂକ୍ରମଣଠାରୁ ବହୁ ମାରାତ୍ମକ ବୋଲି କୁହାଯାଉଛି। କାରଣ ଆର-ଟିପିସିଆର ପରୀକ୍ଷା ଦ୍ବାରା ବି ଏହି ସଂକ୍ରମଣ ଚିହ୍ନଟ ହୋଇପାରୁ ନାହିଁ। ଦିଲ୍ଲୀର ଅନେକ…
ଅଧିକ ଖବର ଦେଖନ୍ତୁ...

କୋଭିଡ-୧୯ ମହାମାରୀର ଶେଷ ଏବେ ବହୁ ଦୂରରେ !

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଏଡନୋମ୍ ଘେବ୍ରିୟସ୍ କରୋନାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ମହାନିର୍ଦ୍ଦେଶକ କହିଛନ୍ତି, ସମଗ୍ର ପୃଥିବୀ କରୋନା ଟିକା ଆସି ସାରିଛି। ଟିକା ଦେବା ଅଭିଯାନ ବି…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ପାଇଁ ଚାକିରି ଚାଲିଯିବା ପରେ ସ୍ତ୍ରୀକୁ ଲୁଚାଇ ସ୍ବାମୀ ସେକ୍ସ ୱାର୍କର ଭାବେ କାମ କରୁଥିଲେ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ୨୪ ବର୍ଷୀୟ ମହିଳା ନିଜ ବାହାଘରର ଦୁଇବର୍ଷ ପରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ମହିଳା ଜଣକ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିବା ସହିତ କହିଛନ୍ତି, ସ୍ୱାମୀଙ୍କ ସ୍ବଭାବ ଉପରେ ମୋତେ ସନ୍ଦେହ ହେବାରୁ ସ୍ୱାମୀଙ୍କ ଲାପଟପ ଦେଖିଥିଲି।…
ଅଧିକ ଖବର ଦେଖନ୍ତୁ...