Monthly Archives

February 2022

ପ୍ରଦୀପ ମାଝିଙ୍କୁ ନେଇ ଚର୍ଚ୍ଚା: ପ୍ରଦୀପଙ୍କୁ ଦଳରେ ମିଶାଇ ସଫଳତା ହାସଲ କଲା ବିଜେଡି! 

ମାଲକାନଗିରି: ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଧରାଶାୟୀ ହୋଇଥିଲା। ମାତ୍ର ଗୋଟିଏ ଆସନରେ ବିଜୟ ହୋଇ ଲଜ୍ଜିତ ହୋଇଥିଲା। ବିଜେପି କ୍ଲିନସ୍ବିପ କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏଥର କିନ୍ତୁ ବିଜେଡି ରଣନୀତି ବଦଳାଇଥିଲା। ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ସବୁ ଆସନରେ ବିଜେଡି; ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ସବୁ ମହିଳା ସଦସ୍ୟ ଆଶାୟୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ଓ ଗଣତି ସଂପୂର୍ଣ୍ଣ ହୋଇ ଯାଇଛି। ଜିଲ୍ଲାର ସମସ୍ତ ୯ ଟି ଆସନ ବିଜେଡି ଖାତାକୁ ଯାଇଥିବା ବେଳେ ବିଜେପି ଓ କଂଗ୍ରେସ ମୂଳପୋଛ ହୋଇ ଯାଇଛି। ଚଳିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ଥିବାରୁ ବିଜେଡି ଦଳରୁ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଖସିଲା, କଂଗ୍ରେସ ବଢିଲା, ଉଧେଇଲାନି ବିଜେପି

କୋରାପୁଟ: କୋରାପୁଟ ଜିଲ୍ଲାର ୨୯ଟି ଜିଲ୍ଲା ପରିଷଦ ଆସନରୁ ୧୬ଟିରେ ବିଜୟ ଲାଭ  କରିଛି ବିଜେଡି। କଂଗ୍ରେସ ୧୨ଟି ଆସନ ଦାଖଲ କରିଥିବାବେଳେ ଖାତା ଖୋଲି ପାରିନି ବିଜେପି। କହିବାକୁ ଗଲେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବିଜେପି। ଗତ ୨୦୧୭ ଓ ୨୦୨୨ ତ୍ରିସ୍ତିରୀୟ ପଞ୍ଚାୟତ ନିର୍ବାଚନର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ କଂଗ୍ରେସର ଗତ ୧୫ ବର୍ଷର ସ୍ଥିତି ନୈରାଶ୍ୟଜନକ

ଖୋର୍ଦ୍ଧା: ୨୦୧୨, ୨୦୧୭ ଓ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତିନି ପ୍ରମୁଖ ଦଳ- ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ଆସନ ସଂଖ୍ୟା ଓ ସ୍ଥିତିକୁ ଅନୁଧ୍ୟାନ କଲେ । ୨୦୨୨ ନିର୍ବାଚନରେ ବିଜେପି ଆପାତତଃ ୨୦୧୨ ସ୍ଥିତିକୁ ଫେରିଯାଇଥିବା ବେଳେ ୨୦୧୨ ଠାରୁ କ୍ରମାଗତ ଭାବେ…
ଅଧିକ ଖବର ଦେଖନ୍ତୁ...

ଏହି ଛବି ମଧ୍ୟରେ ଲୁଚି ରହିଥିବା ଜଣେ ସୈନ୍ୟଙ୍କୁ ଖୋଜିବା ପାଇଁ ଚ୍ୟାଲେଞ୍ଜ ଭାବରେ ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଟ୍ରେଣ୍ଡିଂ ଫଟୋ କିମ୍ବା ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ଏଭଳି ଏକ ଫଟୋ ଭାଇରାଲ ହୋଇଛି। ଭାଇରାଲ୍ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ସୈନ୍ୟ ଏକ ସ୍ଥାନରେ ଲୁଚି ରହିଛନ୍ତି । ଆଉ ଉକ୍ତ ସୈନ୍ୟ ଜଣକ କେଉଁ ସ୍ଥାନରେ ଲୁଚି…
ଅଧିକ ଖବର ଦେଖନ୍ତୁ...

ବାବା ଭାଙ୍ଗା ଋଷିଆକୁ ନେଇ କରିଥିବା ଏହି ଭବିଷ୍ୟବାଣୀ ସତ ହେବ କି?

ନୂଆଦିଲ୍ଲୀ: ଭବିଷ୍ୟବାଣୀକୁ ନେଇ କିଛିଲୋକ ବିଶ୍ବାସ କରୁଥିବା ବେ‌ଳେ ଆଉ କିଛି ଲୋକ ଏହାକୁ ବିଶ୍ବାସ କରି ନଥାଆନ୍ତି। ଦୁନିଆରେ ଅନେକ ବଡ଼ବଡ଼ ଜ୍ୟୋତିର୍ବିଦ ଅଛନ୍ତି। ଏମାନଙ୍କ ମଧ୍ୟରୁ ଏମିତି କିଛି ଜ୍ୟୋତିର୍ବିଦ ଅଛନ୍ତି ଯେଉଁମାନେ ଭବିଷ୍ୟବାଣୀ କରି ଚର୍ଚ୍ଚାରେ ରହିଛନ୍ତି। ଦୁନିଆର…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପରିଷଦ ନିର୍ବାଚନ: ୭୬୫ ଜୋନ୍‌ରେ ବିଜେଡି ଆଗୁଆ; ୪୨ରେ ବିଜେପି, ୩୭ରେ କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ହୋଇଥିବା ଭୋଟ୍‌ ଗଣତିର ପ୍ରଥମ ଦିନର ଫଳାଫଳ ଆସିଛି। ତୃତୀୟ ଦିନରେ ଗଣତି ଜାରି ରହିଛି। ଏ ପର୍ଯ୍ୟନ୍ତ ୮୫୧ଟି ଜୋନ୍‌ର ଟ୍ରେଣ୍ଡ ଆସିଛି। ଏଥିରେ ବିଜୁ ଜନତା ଦଳ ୭୬୫ଟି ଜୋନ୍‌ରେ ବିଜୟୀ ଅଥବା ଆଗୁଆ ରହିଛି। ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ-ରୁଷିଆ ଆଲୋଚନା ବିଫଳ, ଆହୁରି ତୀବ୍ର ହେବ ଆକ୍ରମଣ

ମସ୍କୋ : ଯୁଦ୍ଧ ବନ୍ଦ ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ଶେଷ ହୋଇଛି । ତେବେ ଏହି ଆଲୋଚନାରେ ଉଭୟ ପକ୍ଷ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ । ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ନିଜ ନିଜ ସରକାରଙ୍କ ସହ ବିଚାରବିମର୍ଷ ପାଇଁ ଉଭୟ ଦେଶର ପ୍ରତିନିଧିମଣ୍ଡଳ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘର ଜରୁରୀ ବୈଠକ, ଅସ୍ତ୍ରବିରତି ପାଇଁ ଆହ୍ବାନ

ନୂଆଦିଲ୍ଲୀ : ୟୁକ୍ରେନ ସଂକଟ ଉପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ଉଭୟ ପକ୍ଷର ବ୍ୟାପକ କ୍ଷତି ହୋଇଛି । ରୁଷିଆର ହଜାର ହଜାର ସୈନ୍ୟ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲାଗି ଦିନଟି ଅନୁକୂଳ ରହିବ। ପରିଶ୍ରମର ସୁଫଳ ପାଇବେ। ସାଥୀ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ବୃଷ: ସବୁ କାମରେ ଆପଣ ସଫଳ ରହିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ପାରିବାରିକ ଜୀବନ…
ଅଧିକ ଖବର ଦେଖନ୍ତୁ...