Daily Archives

December 10, 2022

ଅଶ୍ଳୀଳ ଫିଲ୍ମ ଉପରେ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ପ୍ରସାରିତ ହେଉଥିବା ଅଶ୍ଳୀଳ ଫିଲ୍ମ ବା ଭିଡିଓ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏବେ ଗୁରୁତ୍ୱର ସହ ବିଚାର କରୁଛନ୍ତି କେନ୍ଦ୍ର ସରକାର | କେନ୍ଦ୍ର ସରକାର ଇଣ୍ଟରନେଟ୍ କମ୍ପାନିଗୁଡିକୁ ୬୭ଟି ଅଶ୍ଳୀଳ ୱେବସାଇଟ୍ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୂରସଂଚାର…
ଅଧିକ ଖବର ଦେଖନ୍ତୁ...

ରବିବାର ଅପରାହ୍ଣରେ ଶପଥ ନେବେ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେବେ ଉପମୁଖ୍ୟମନ୍ତ୍ରୀ

ସିମଲା : ସୁଖବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ପ୍ରତିଭା ସିଂଙ୍କ ଶିବିରରେ ଅସନ୍ତୋଷ ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରତିଭାଙ୍କ ବିଶ୍ବସ୍ତ ମୁକେଶ ଅଗ୍ନିହୋତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି । ରବିବାର ଅପରାହ୍ଣ ୧.୩୦ରେ…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୩ ଶ୍ରମିକ ଗୁରୁତର

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟରେ ଶନିବାର ରାତିରେ ବିସ୍ଫୋରଣ ଘଟିଛି। ଉକ୍ତ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ସେଠାକାର ପୁଲିସ କହିଛି। ଉକ୍ତ ପ୍ଲାଣ୍ଟର ୧୧ ନମ୍ବର ତାର ଟ୍ୟାଙ୍କରେ ତ୍ରୁଟି ଦେଖାଦେଇଥିଲା। ଫଳରେ ସେଠାରେ ମରାମତି କାର୍ଯ୍ୟ ଚାଲିଥିଲା।…
ଅଧିକ ଖବର ଦେଖନ୍ତୁ...

ଫଟୋରେ ଟେଲିଫୋନ୍‌ ଧରି ବସିଥିବା ଏହି କୁନି ବାଳକ ଜଣକ କିଏ କହିପାରିବେ?

ମୁମ୍ବାଇ: କହିଲେ ଦେଖି ଏହି ଫଟୋରେ ଫୋନ୍‌ ଧରି ବସିଥିବ‌ା ଏହି ସୁପର୍‌ଷ୍ଟାର୍‌ ବଲିଉଡ୍‌ ତାରକା ଜଣକ କିଏ? ପୂର୍ବରୁ ଆମେ ଅନେକ ବଲିଉଡ୍‌ ସେଲିବ୍ରେଟିମାନଙ୍କର ପିଲାଦିନର ଫଟୋ ଦେଖି‌ଛେ। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଚେହେରା ବଡ଼ ହେବା ପରେ ବି ବିଶେଷ ପରିବର୍ତ୍ତନ ହୋଇନଥାଏ। ଆଉ…
ଅଧିକ ଖବର ଦେଖନ୍ତୁ...

୮ ବର୍ଷରେ ଦେଶରେ ଦୁଇ ଗୁଣ ବଢ଼ିଲାଣି ବିମାନବନ୍ଦର ସଂଖ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୋଆରେ ମୋପା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ। ଅନ୍ୟପଟେ ଦେଶରେ ୨୦୧୪ ମସିହା ତୁଳନାରେ ବିମାନବନ୍ଦର ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

କାର୍‌ ଓ ବାଇକ୍‌କୁ ଧକ୍କା ଦେଇ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍‌, ୭ ଆହତ

କଟକ: କଟକ ଜଲ୍ଲା ଜଗତପୁର ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଗତପୁର ଖଇରାପୋଲ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଆସୁଥିବାବେଳେ ଭାରସାମ୍ୟ ହରାଇ କିଛି କାର ଓ ବାଇକକୁ ଧକ୍କା ଦେଇଥିଲା। ପରେ ନିକଟରେ ଥିବା ଏକ ଫଳ ଦୋକାନ ଉପରେ ମାଡି ଯାଇଥିଲା। ଏହି ଦୁର୍ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ହାଇ-ପ୍ରୋଫାଇଲ ଜୁଆ ଆଡା: ଧରାପଡ଼ିଲେ ୧୩, ନଗଦ ୧୬ ଲକ୍ଷ ଟଙ୍କା ଜବତ

ରାଉରକେଲା: ସ୍ଥାନୀୟ ପାନପୋଷ ରୋଡ୍‌ରେ ଥିବା ଏକ ହୋଟେଲ ପାଲଟିଥିଲା ହାଇପ୍ରୋଫାଇଲ୍‌ ଜୁଆ ଆଡା। ପ୍ରତିଦିନ ଭଳି ଆଜି ସନ୍ଧ୍ୟାରେ ମଧ୍ୟ ଜମିଥିଲା ଜୁଆଖେଳ। ଏତିକିବେଳେ ରଘୁନାଥପଲ୍ଲୀ ପୁଲିସ ଅତର୍କିତ ଚଢ଼ଉକରି ୧୩ ଜଣ ଜୁଆଡ଼ିଙ୍କୁ କାବୁ କରିନେଇଛି। ଏହାସହ ପ୍ରାୟ ୧୬ ଲକ୍ଷ ଟଙ୍କା ଜବତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କାମ ଆରମ୍ଭ କରିବେ। ଶନିବାର: ପ୍ରେମରେ ସଫଳତା ପାଇବେ। ରବିବାର: ଭାବିଥିବା କାମ ପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ…
ଅଧିକ ଖବର ଦେଖନ୍ତୁ...

ବାୟୁସେନାକୁ ଏକ ଏରୋସ୍ପେଶ୍ ଫୋର୍ସରେ ପରିବର୍ତ୍ତନ କରାଯିବ

ନୂଆଦିଲ୍ଲୀ : ଦୀର୍ଘ ସମୟ ଧରି ଚାଲୁଥିବା ଯୁଦ୍ଧ  ପାଇଁ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି ବୋଲି ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଭି.ଆର.ଚୌଧୁରୀ କହିଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତ ଯୁଦ୍ଧ ପାଇଁ ଭାରତୀୟ ବାୟୁ ସେନାକୁ ଏକ ଏରୋସ୍ପେଶ ଫୋର୍ସରେ ପରିଣତ କରିବାକୁ ଯୋଜନା…
ଅଧିକ ଖବର ଦେଖନ୍ତୁ...

‘ଲେଡି ସିଂଘମ’ର ଆଇଡିଆ କ୍ୟାଟ୍ରିନାଙ୍କଠୁ ପାଇବା ପରେ ଦୀପିକାଙ୍କୁ ଫିଲ୍ମ ସାଇନ୍‌ କରାଇଲେ ରୋହିତ

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ମିଡିଆ ଫ୍ରାଞ୍ଚାଇଜି ‘କପ୍‌ ୟୁନିଭରର୍ସ’ର ଚଳଚ୍ଚିତ୍ରରେ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରବେଶ କରି ସାରିଛନ୍ତି। ପ୍ରଥମ ଥର ପାଇଁ ରୋହିତଙ୍କ ଏହି ‘କପ୍‌ ୟୁନିଭରର୍ସ’ ସରିଜରେ ଜଣେ ମହିଳା ପୁଲିସ୍‌ ଭାବେ ନଜର ଆସିବେ। ଏହି ଖବର ମିଳିବା ପରେ…
ଅଧିକ ଖବର ଦେଖନ୍ତୁ...