ଜାଣନ୍ତୁ ଏ ସପ୍ତାହର ରାଶିଫଳ

weekly-horoscopes

 

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କାମ ଆରମ୍ଭ କରିବେ। ଶନିବାର: ପ୍ରେମରେ ସଫଳତା ପାଇବେ।

 

ରବିବାର: ଭାବିଥିବା କାମ ପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ସବୁ ସମସ୍ୟାର ସମାଧାନ ହେବ। ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ମାନସମ୍ମାନରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଧନସଂପତ୍ତି ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରିୟଜନଙ୍କୁ ମନର କଥା କହିବେ। ଶନିବାର: ଜମି କିଣିବା ଯୋଗ ଅଛି।

ରବିବାର: ନୂଆ କାମ ମିଳିପାରେ। ସୋମ ଓ ମଙ୍ଗଳବାର: ବ୍ୟକ୍ତିତ୍ବ ବିକଶିତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ ଚାକିରିର ସୁଯୋଗ ଆସିବ। ଶନିବାର: ବୈବାହିକ ଜୀବନରେ ଖୁସି ରହିବ।

ରବିବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ସୋମ ଓ ମଙ୍ଗଳବାର: ରୋଜଗାରର ସୁଯୋଗ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ସମ୍ମାନାସ୍ପଦ ଲୋକଙ୍କ ସହିତ ମିଶିବେ। ଶନିବାର: ଧନଲାଭ ହେବ।

ରବିବାର: ସମ୍ବନ୍ଧରେ ସୁଧାର ଆଣିବେ। ସୋମ ଓ ମଙ୍ଗଳବାର: ଆମଦାନୀ ପାଇଁ ନୂଆ ଉତ୍ସ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ବିବାହିତଙ୍କ ଲାଗି ସମୟ ଭଲ। ଶନିବାର: ଛାତ୍ର ନୂଆ କଥା ଶିଖିବେ।

 

ରବିବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଶକ୍ତିକୁ ଠିକ୍ ଦିଗରେ ଲଗାନ୍ତୁ। ଶନିବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ରବିବାର: କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ସଫଳତା ପାଇବେ। ଶନିବାର: ଆୟ ବଢ଼ିବ।

 

ରବିବାର: ଆର୍ଥିକ ଚିନ୍ତା ବଢ଼ିପାରେ। ସୋମ ଓ ମଙ୍ଗଳବାର: ବନ୍ଧୁଙ୍କର ସାହାଯ୍ୟ ନେବେ। ବୁଧ, ଗୁରୁ ଓ ଶୁକ୍ରବାର: ସଂଘର୍ଷ ପରେ ସଫଳ ହେବେ। ଶନିବାର: ପାରିବାରିକ ଜୀବନ ଭଲ ରହିବ।

 

ରବିବାର: ଲୋକପ୍ରିୟତା ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଧନଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପାରିବାରିକ ଜୀବନ ଶାନ୍ତିମୟ ହେବ। ଶନିବାର: କାମର ବୋଝ ବଢ଼ିବ।

 

ରବିବାର: କାମ ସହଜରେ ପୂରା ହେବ। ସୋମ ଓ ମଙ୍ଗଳବାର: ବକେୟା ଅର୍ଥ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶନିବାର: ମନ ଉଦାସ ରହିବ।

ରବିବାର: ବଡ଼ ଭାଇର ସାହାଯ୍ୟ ପାଇବେ। ସୋମ ଓ ମଙ୍ଗଳବାର: ମକଦ୍ଦମାରେ ଜିତିବେ। ବୁଧ, ଗୁରୁ ଓ ଶୁକ୍ରବାର: କଳାକାରଙ୍କ ଲାଗି ସମୟ ଭଲ ରହିବ। ଶନିବାର: ନବଦମ୍ପତିଙ୍କ ଲାଗି ସମୟ ଭଲ।

ସମ୍ବନ୍ଧିତ ଖବର