ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଗୋଦାମରେ ଅଗ୍ନିକାଣ୍ଡ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଗୋଦାମରେ ଅଗ୍ନିକାଣ୍ଡ । ଆଉ ନିଆଁ ଲାଗି ବ୍ୟାପକ ମେଡ଼ିସିନ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି । ବିଳମ୍ବିତ ରାତିରେ ନିଆଁ ଲାଗିଥିବାବେଳେ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିଥିଲା | ସୂଚନା ଅନୁଯାୟୀ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ସିଡିଏମଓଙ୍କ…
ଅଧିକ ଖବର ଦେଖନ୍ତୁ...

ସରକାରୀ କ୍ୱାଟର୍ସରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ଶବ ଉଦ୍ଧାର, ସ୍ୱାମୀ ଅଟକ

ବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ମହିଳା କନେଷ୍ଟବଳ ଚମ୍ପା ମେହେର ତାଙ୍କ ସ୍ୱାମୀ ଓ…
ଅଧିକ ଖବର ଦେଖନ୍ତୁ...

ପୁଣି ପୁଲିସ ବର୍ଦ୍ଦିରେ କଳଙ୍କ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଏସ୍‌ଆଇ

ବୌଦ୍ଧ: ପୁଣି ବୌଦ୍ଧ ପୁଲିସ ବର୍ଦ୍ଦିରେ କଳା ଛିଟା ଲାଗିଲା। ଚାଲାକି କରି ହାତାହାତି ଟଙ୍କା ନେଲେ ନାହିଁ। ଫୋନ୍‌ ପେ’ରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବାଉଁଶୁଣି ଥାନା ଏସ୍‌ଆଇ ବିକ୍ରମ କିଶୋର ଦେହୁରୀ। ବିଭାଗୀୟ ସୂଚନା ଅନୁସାରେ ବବଡ଼ା ଗ୍ରାମର କରୁଣାକର ନାଏକ କୌଣସି ଏକ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ଜିଲ୍ଲାରେ ନକ୍ସଲ ସକ୍ରିୟ: ମାଓକ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ମାଓବାଦୀ ସକ୍ରିୟ ଅଛନ୍ତି। ମନମୁଣ୍ଡା ଥାନା ଅଞ୍ଚଳରେ ମାଓବାଦୀ ଡେରା ପକାଇଥିବା ପ୍ରମାଣ ମିଳିଛି। ରାବଣେଶ୍ବର ଘଞ୍ଚ ଜଙ୍ଗଲରେ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସୁରକ୍ଷା କର୍ମୀମାନେ ଏକ ମାଓ…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ: ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ପ୍ରଶାସନ କରିପାରିଲାନି, ଗ୍ରାମବାସୀ କଲେ ରାସ୍ତା ମରାମତି

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଛକ ଠାରୁ ଚଣ୍ଡୀଗଡ଼ ଗ୍ରାମକୁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇ ପିଚୁ ରାସ୍ତା କାମ କରାଯାଇଥିଲା ୧୯୪.୨୩ ଲକ୍ଷ ବ୍ୟୟ ଅଟକଳରେ ୨୦୧୫ ଜାନୁଆରି ୧୭ ତାରିଖ ଠାରୁ ୨୦୧୬ ଜାନୁଆରି ୧୬ ତାରିଖ…
ଅଧିକ ଖବର ଦେଖନ୍ତୁ...

ସାପ ମାରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଯୁବକର ମୃତ୍ୟୁ

କଣ୍ଟାମାଳ: ସାପ ମାରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପଦରପଡ଼ା‌ ଛକ ନିକଟରେ ବ୍ୟବସାୟୀ ମେଘନାଦ ସାହୁଙ୍କ ଦୋକାନରେ ସକାଳେ ଏକ ନାଗ ସାପ ପଶିଯାଇଥଲା। ଶ୍ରୀ ସାହୁ ଦୋକାନରୁ ବାହାରକୁ ବାହାରି ଆସି…
ଅଧିକ ଖବର ଦେଖନ୍ତୁ...

ମନ୍ଦିରରୁ ଫେରୁଥିଲେ ବରିଷ୍ଠ ନାଗରିକ, ଆକ୍ରମଣ କରି ଲୁଟିଲେ ଦୁର୍ବୃତ୍ତ

ବୌଦ୍ଧ: ମନ୍ଦିରରୁ ଫେରୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପୋଡ଼ାପଡ଼ାର ଘାସିରାମ ଅଗ୍ରୱାଲା ହନୁମାନ ମନ୍ଦିରରେ ଦର୍ଶନ କରି ବୁଧବାର ସଂଧ୍ୟାରେ ଘରକୁ ଫେରୁଥିଲେ। ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା…
ଅଧିକ ଖବର ଦେଖନ୍ତୁ...

ମାଲିକକୁ ଖୋଜୁଛି ଦନ୍ତା! ବନ ବିଭାଗ ଘଉଡ଼ାଉଛି, ଜଙ୍ଗଲକୁ ଡରି ରାସ୍ତାରେ ବୁଲୁଛି ହାତୀ

ବୌଦ୍ଧ: ପିଲାଦିନରୁ ମଣିଷ ଗହଣରେ ରହିଛି। ଶିଶୁ ହାତୀ ମାଲିକ ସହ ନଖରାମି କରିଛି। ମାଲିକ ଯାହା ଦେଇଛି ଖାଇଛି। ମାଲିକର ସ୍ନେହ ପାଇଛି। ଜଙ୍ଗଲ ଓ ଜଙ୍ଗଲୀ ହାତୀଙ୍କ ପାଇଁ ସେ ଅପରିଚିତ। ରାସ୍ତାରେ ଚାଲିବା ଅଭ୍ୟାସ ଥିବାରୁ ଜଙ୍ଗଲ ଦେଖିଲେ ଡରୁଛି। ହେଲେ ବୌଦ୍ଧ ବନ ବିଭାଗ ପୋଷା ହାତୀଟିକୁ…
ଅଧିକ ଖବର ଦେଖନ୍ତୁ...

ଆବାସ ଯୋଜନା ସାତ ସପନ: ତାଳବରଡ଼ା ତଳେ ୩୦ ପରିବାର

ବୌଦ୍ଧ: ବୌଦ୍ଧ-ବଘିଆପଡ଼ା ରାସ୍ତା କଡ଼ ସିତରାସାହିର ଲୋକଙ୍କ ପାଇଁ ଆବାସ ​ଯୋଜନା ସାତ ସପନ ହୋଇଛି। ଏଠାରେ ରହୁଥିବା ୩୦ ସିତରା ପରିବାର ଏବେ ବି ତାଳବରଡ଼ା ଓ ପଲିଥିନ୍‌ କୁଡ଼ିଆରେ କାଳ କାଟୁଛନ୍ତି। ସୂଚନା ଅନୁଯାୟୀ, ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଏମାନେ ବିସ୍ଥାପିତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...