ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ମନ୍ଦିରରୁ ଫେରୁଥିଲେ ବରିଷ୍ଠ ନାଗରିକ, ଆକ୍ରମଣ କରି ଲୁଟିଲେ ଦୁର୍ବୃତ୍ତ

ବୌଦ୍ଧ: ମନ୍ଦିରରୁ ଫେରୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପୋଡ଼ାପଡ଼ାର ଘାସିରାମ ଅଗ୍ରୱାଲା ହନୁମାନ ମନ୍ଦିରରେ ଦର୍ଶନ କରି ବୁଧବାର ସଂଧ୍ୟାରେ ଘରକୁ ଫେରୁଥିଲେ। ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା…
ଅଧିକ ଖବର ଦେଖନ୍ତୁ...

ମାଲିକକୁ ଖୋଜୁଛି ଦନ୍ତା! ବନ ବିଭାଗ ଘଉଡ଼ାଉଛି, ଜଙ୍ଗଲକୁ ଡରି ରାସ୍ତାରେ ବୁଲୁଛି ହାତୀ

ବୌଦ୍ଧ: ପିଲାଦିନରୁ ମଣିଷ ଗହଣରେ ରହିଛି। ଶିଶୁ ହାତୀ ମାଲିକ ସହ ନଖରାମି କରିଛି। ମାଲିକ ଯାହା ଦେଇଛି ଖାଇଛି। ମାଲିକର ସ୍ନେହ ପାଇଛି। ଜଙ୍ଗଲ ଓ ଜଙ୍ଗଲୀ ହାତୀଙ୍କ ପାଇଁ ସେ ଅପରିଚିତ। ରାସ୍ତାରେ ଚାଲିବା ଅଭ୍ୟାସ ଥିବାରୁ ଜଙ୍ଗଲ ଦେଖିଲେ ଡରୁଛି। ହେଲେ ବୌଦ୍ଧ ବନ ବିଭାଗ ପୋଷା ହାତୀଟିକୁ…
ଅଧିକ ଖବର ଦେଖନ୍ତୁ...

ଆବାସ ଯୋଜନା ସାତ ସପନ: ତାଳବରଡ଼ା ତଳେ ୩୦ ପରିବାର

ବୌଦ୍ଧ: ବୌଦ୍ଧ-ବଘିଆପଡ଼ା ରାସ୍ତା କଡ଼ ସିତରାସାହିର ଲୋକଙ୍କ ପାଇଁ ଆବାସ ​ଯୋଜନା ସାତ ସପନ ହୋଇଛି। ଏଠାରେ ରହୁଥିବା ୩୦ ସିତରା ପରିବାର ଏବେ ବି ତାଳବରଡ଼ା ଓ ପଲିଥିନ୍‌ କୁଡ଼ିଆରେ କାଳ କାଟୁଛନ୍ତି। ସୂଚନା ଅନୁଯାୟୀ, ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଏମାନେ ବିସ୍ଥାପିତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ମାମଲାରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ଜୀବନ ଯାଇଛି

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ କାରଣରେ ଅନେକ ଜଣଙ୍କ ମୃତ୍ୟୁ ଘଟିଛି। ସେହି ମୃତ୍ୟୁ ମାମଲାକୁ ସବୁ ନିମ୍ନରେ ପ୍ରକାଶ କରାଯାଇଛି। ମାଛ ଧରିବା ବେଳେ ନାଳରେ ବୁଡ଼ି ଯୁବକ ମୃତ ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ପଞ୍ଚାୟତ କୃଷ୍ଣପାଲିର ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

କନେଷ୍ଟବଳଙ୍କଠାରୁ ମିଳିଲା ୬ ଲକ୍ଷ, ଗଞ୍ଜେଇ ମାଫିଆଙ୍କଠାରୁ ଆଦାୟ କରିଥିଲେ, ପିସ୍ତଲ ଜବତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିରେ କାର୍ଯ୍ୟରତ ଜଣେ ଡିଭିଏଫ୍‌ କନେଷ୍ଟବଳଙ୍କ ପାଖରୁ ଭିଜିଲାନ୍ସ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ କରିଛି। ଭିଜିଲାନ୍ସ ବିଭାଗ ସୂଚନା ଅନୁସାରେ, ଜିଲ୍ଲା ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ରେ ଥିବା ଡିଭିଏଫ୍‌ କନେଷ୍ଟବଳ ହରିଶ୍ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଦମ୍ମକୁଜ ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ଗ୍ରାମ ନିକଟ ଦମ୍ମକୁଜ ଡ୍ୟାମ୍‌ରେ ବୁଡ଼ିଯାଇ ମଙ୍ଗଳବାର ସେହି ଗାଁର ମହଞ୍ଚି ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ସେଠାରେ ମାଛ ଧରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତଳଗାଁ ଗ୍ରାମର ମହଞ୍ଜି ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ପୁଲିସ କନଷ୍ଟେବଳ, ସରକାରୀ କ୍ଵାର୍ଟରରୁ ନଗଦ ୬ ଲକ୍ଷ ସହ ପିସ୍ତଲ ଜବତ 

ବୌଦ୍ଧ: ଗଂଜେଇ ମାଫିଆଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ବେଆଇନ ବ୍ୟବସାୟରେ ସହଯୋଗ କରିବା ଜଣେ ପୁଲିସ କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଛି। ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ କନଷ୍ଟେବଳଙ୍କ ପାଖରୁ ଭିଜିଲାନ୍ସ ବିଭାଗ ବୁଧବାର ଦିନ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ…
ଅଧିକ ଖବର ଦେଖନ୍ତୁ...

୧୨ କେଜି ଗଞ୍ଜେଇ ଓ ବାଇକ୍ ଜବତ, ୩ ଗିରଫ

କଣ୍ଟାମାଳ, ୨୦।୧୦ (ଇମିସ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଷାଣ୍ଢପାଲି ଛକ ନିକଟରେ ପୁଲିସ ଚଢ଼ଉ କରି ୧୨ କେଜି ଗଞ୍ଜେଇ ଓ ଗ‌ୋଟିଏ ବାଇକ୍‌ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଶାନ୍ତ କମ୍ପ, ଆକାଶ ସଲମା ଓ କୃଷ୍ଣ କଲତା। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ସରକାରୀ ସହାୟତାରୁ ବଞ୍ଚିତ ଯଶୋଦା, ଅର୍ଥାଭାବରୁ ବଡ଼ଝିଅର ପାଠପଢ଼ା ଅଟକିଲା

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ଗ୍ରାମର ସୁବାଷ ମେହେର ୩୫ ବର୍ଷରେ ବୟସରେ ୨୦୧୮ ମସିହାରେ ମନମୁଣ୍ଡା ଠାରେ ଏକ ଗାଡି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବରଣ କରିବାର ୫ ବର୍ଷରୁ ଅଧିକ ଦିନ ବିତି ଯାଇଥିବା ବେଳେ ଦୁର୍ଘଟଣା ଜନିତ ସରକାରୀ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...