ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ସାଇବର ଠକେଇ: ଓଟିପି ମାଗି ଲୁଟିନେଲେ ୧ ଲକ୍ଷ ଟଙ୍କା

ବୌଦ୍ଧ: ଅର୍ଡର ନ କରି ପାର୍ସଲ ଆସିବା ଓ ଫେରସ୍ତ କରିବା ପ୍ରକ୍ରିୟାରେ ଓଟିପି ନମ୍ବର ଦେଇ ଜଣେ ଯୁବକଙ୍କ ଆକାଉଣ୍ଟରୁ ୯୯ ହଜାର ୯୯୦ ଟଙ୍କା ଖାଲି ହୋଇଯାଇଛି। ଏ ସମ୍ପର୍କରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବୌଦ୍ଧ ସହର ବୁଟୁପାଲିର କୁଶ ନାଏକ(୨୫)ଙ୍କ ପାଖକୁ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଯୁବକ ମୃତ, ଦୁଇ ଗୁରୁତର 

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ବ୍ରାହ୍ମଣୀପାଲି ପଂଚାୟତ ପିଙ୍ଗିଲାବେଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ କରୁଣା ମହାକୁଡ଼ (୩୦)। ଗୁରୁତର ବ୍ୟକ୍ତିମାନେ ହେଲେ ବାପୁନ…
ଅଧିକ ଖବର ଦେଖନ୍ତୁ...

ସକ୍ରିୟ ହେଲା ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ୫ ଜିଲ୍ଲାକୁ ଲାଲ୍‌, ୮ ଜିଲ୍ଲାକୁ…

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ସୋମବାର) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଗଛରେ ପିଟିଲା ମ୍ୟାକ୍ସ ପିକ୍‌ଅପ୍‌, ଦୁଇ ଗୁରୁତର

ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ବୁରକଟା ଛକ ଠାରେ ଏକ ମାକ୍ସ ପିକ୍‌ଅପ୍‌ ଭାରସାମ୍ୟ ରାସ୍ତାକଡ଼ର ଗଛରେ ପିଟି ହେବାରୁ ଏଥିରେ ଥିବା ଡ୍ରାଇଭର ଓ ସହାୟକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ବଜ୍ରକାପ୍ତା ଡ଼ିଲ ବେଳେ ମାଡିବସିଲା ସ୍ପେଶାଲ ଟାସ୍କଫୋର୍ସ

ଭୁବନେଶ୍ୱର: କୋରାପୁଟ ଜୟପୁରରେ ଆଜି ବଜ୍ରକାପ୍ତା ଡିଲ ବେଳେ ମାଡି ବସିଲା ସ୍ପେଶାଲ ଟାସ୍କଫୋର୍ସ | ଜୟପୁର ଫରେଷ୍ଟ ଡିଭିଜନ ସହଯୋଗରେ ଏସଟିଏଫ ଦୁଇ ଅଭିଯୁକ୍ତକୁ ଧରିଥିବାବେଳେ ବୈପାରିଗୁଡା ଥାନା ଖାଡୁପଦର ଛକଠାରେ ଡ଼ିଲ ଚାଲିଥିଲା | ଏସଟିଏଫ ଦୁର୍ଯ୍ୟ ମାତପାଡ଼ିଆ, କାର୍ତ୍ତିକ ହରିଜନ ନାମକ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇପଡ଼ିଥିଲେ ସୁଦ୍ଧା ଏହା ସହ ଜଡିତ ଥିବା ଘୂର୍ଣ୍ଣିବଳୟ ଆଜି (ଗୁରୁବାର) ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ସଡ଼କରେ ‘କାଦୁଅ ସତ୍ୟାଗ୍ରହ’

ବୌଦ୍ଧ/ଧଳପୁର: ଐତିହାସିକ ଜଗନ୍ନାଥ ସଡ଼କ ଉପରେ ସ୍ଥାନୀୟ ଯୁବକମାନେ ଜାତୀୟ ପତାକା ଧରି ଆରମ୍ଭ କରିଛନ୍ତି କାଦୁଅ ସତ୍ୟାଗ୍ରହ। ସମସ୍ତ ପ୍ରଶାସନିକ କଳ ନିକଟରେ ଅଭିଯୋଗ କରି ନିରାଶ ହେବାପରେ ଶେଷକୁ ସେମାନେ ଏଭଳି ଢଙ୍ଗରେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଜଗନ୍ନାଥ ସଡ଼କରୁ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୬ ଜିଲ୍ଲାରେ ଝଡ଼ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା

ଭୂବନେଶ୍ୱର: ଉତ୍ତର- ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
ଅଧିକ ଖବର ଦେଖନ୍ତୁ...

ଋଣ କିସ୍ତି ଟଙ୍କାକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ, ଥାନାରେ ଅଭିଯୋଗ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲଵାହାଲି ଗ୍ରାମରେ ଋଣ କରିଥିବା ଏକ ମୋବାଇଲର ବକେୟା ଟଙ୍କା ମାଗିବାରୁ ଗଣ୍ଡଗୋଳ ଘଟି ଅନେକ ପୁରୁଷ ଓ ମହିଳା ଆହତ ହୋଇଥିବା ନେଇ ଆଜି ମନମୁଣ୍ଡା ଥାନାରେ ଆହତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମହୁଲବାହାଲି ଗ୍ରାମର ସୁନ୍ଦର…
ଅଧିକ ଖବର ଦେଖନ୍ତୁ...