ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ପ୍ଲାଷ୍ଟିକ୍‌ ପାଇପ୍‌ରେ ପୁଲିସକୁ ପିଟିଲେ

ରାଜନଗର: ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚା‌ୟତ ନିର୍ବାଚନ ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଡେରା ପଞ୍ଚାୟତ ଗୋଖଣୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଭୋଟର ତାଲିକାରେ ନାଁ ନ ଥିବା ଜଣେ ଯୁବକ ଏଜେଣ୍ଟ୍‌ ରହିଥିବା ଘଟଣାକୁ ନେଇ ତୁମୁଳକାଣ୍ତ ଘଟିଛି। ଏକ ନିର୍ଦ୍ଦିଷ୍ଟ ଦଳର…
ଅଧିକ ଖବର ଦେଖନ୍ତୁ...

ରାଜନଗର: ପାଣି ପାଇପରେ ପୁଲିସକୁ ଆକ୍ରମଣ, ମତଦାନ ବାଧାପ୍ରାପ୍ତ

ରାଜନଗର: ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରଠାରେ ଦେଖା ଦେଇଛି ନିର୍ବାଚନୀ ହିଂସା। ରାଜନଗର ଡେରା ପଞ୍ଚାୟତର ତିନି ନମ୍ବର ବୁଥରେ ଏଜେଣ୍ଟ ପ୍ରଭାକର ପରିଡାଙ୍କ ଅନଲାଇନରେ ନାମ ରହିଥିବା ବେଳେ ଭୋଟର ଲିଷ୍ଟରେ ନାମ ନଥିଲା।…
ଅଧିକ ଖବର ଦେଖନ୍ତୁ...

ସରିଲା ପ୍ରଚାର: ଶେଷଦିନରେ ଦମ୍‌ ଦେଖାଇଲେ ଧ୍ରୁବ, ଅଂଶୁମାନ

ରାଜନଗର: ତୃତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ରାଜନଗରରେ ଶାସକ ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ଆଜି ବିଜେଡି ପକ୍ଷରୁ ୩୨ନଂ ଜୋନରେ ବିଧାୟକ ଧ୍ରୁବ ସାହୁ ମାରାଥନ ପ୍ରଚାର କରିଛନ୍ତି। ହଂସିଣା ସେତୁ ନିକଟରୁ ଏକ…
ଅଧିକ ଖବର ଦେଖନ୍ତୁ...

ପ୍ରଥମଥର ଭୋଟ୍‌ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

ମାହାଙ୍ଗା : ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ଅବସରରେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ, ଆଇନ, ପାନୀୟଜଳ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ପରିବାର ସଦସ୍ୟମାନେ ଆଜି ପ୍ରଥମଥର ପଞ୍ଚାୟତ ଭୋଟ୍‌ରେ ସାମିଲ ମାହାଙ୍ଗାରେ ମତଦାନ କରିଛନ୍ତି। ପୂର୍ବାହ୍ନ ସାଢ଼େ…
ଅଧିକ ଖବର ଦେଖନ୍ତୁ...

ରାଜନଗରରେ ନିର୍ବାଚନୀ ହିଂସା: ବିଜେଡି-କଂଗ୍ରେସ ମାଡ଼ପିଟ୍‌, ୬ ଆହତ

ରାଜନଗର : ରାଜନଗର ବ୍ଲକ୍‌ରେ ନିର୍ବାଚନକୁ ନେଇ ଗଣ୍ଡଗୋଳ ଘଟିଛି। ଚାନ୍ଦିବାଉଁଶମୂଳ ପଂଚାୟତର ବାହାରଗଡ଼ ଗାଁରେ କଂଗ୍ରେସ ଓ ବିଜେଡି ଦୁଇ ଗୋଷ୍ଠୀ ମାଡ଼ପିଟ୍‌ ହୋଇଛନ୍ତି। ଏହି ଘଟଣାରେ ଉଭୟ ପକ୍ଷର ୬ଜଣ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ରାଜନଗର ଥାନାରେ ୪ଟି ଲିଖିତ ଅଭିଯୋଗ କରାଯାଇଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଇଏ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଜୁଳି ଗଲେ ସାରା ଦିନ ଅନ୍ଧାର

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ସାରା ଜିଲ୍ଲା ଏଇଠୁ ନିୟନ୍ତ୍ରଣ ହୁଏ। ଜିଲ୍ଲାପାଳଙ୍କଠୁ ନେଇ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଡେପୁଟି କଲେକ୍ଟର‌୍‌ଙ୍କ ଯାଏ କେତେ ରକମର ଅଧିକାରୀ ଅଛନ୍ତି। ବିଭାଗ ସହିତ କର୍ମଚାରୀଙ୍କ ସ˚ଖ୍ୟା ବି ଅସ˚ଖ୍ୟ। ହେଲେ…
ଅଧିକ ଖବର ଦେଖନ୍ତୁ...

ନଦୀରେ ମିଶୁଛି ଚିଙ୍ଗୁଡ଼ି ଘେରି ଆବର୍ଜନା, ଘେରି ଉଚ୍ଛେଦ ନାଁକୁ

ମହାକାଳପଡା: ଉପକୂଳ ପରିବେଶ ପ୍ରତି ବିପଦ ଘନେଇବାରେ ଲାଗିଛି। ଦିନକୁ ଦିନ ଚିଙ୍ଗୁଡି ଘେରି ସଂଖ୍ୟା ବଢିବାରେ ଲାଗିଛି। ଏହିସବୁ ଘେରିରୁ ନିର୍ଗତ ବର୍ଜ୍ୟବସ୍ତୁ ସିଧାସଳଖ ନଦୀ ଭିତରେ ପଶୁଛି। ନଦୀ ପାଣି ବିଷାକ୍ତ ହେଉଥିବା ବେଳେ ଜଳଜୀବଙ୍କ ସ୍ଥିତି ସଙ୍କଟ‌ରେ ପଡ଼ିଛି। ଏଥିପ୍ରତି ପ୍ରଶାସନର…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ତିନି ଗୁଣ ବଢ଼ିଲା ସମ୍ବେଦନଶୀଳ ବୁଥ୍‌

କେନ୍ଦ୍ରାପଡ଼ା: ଆଉ ସପ୍ତାହକ ପରେ ପ୍ରଥମ ପର୍ଯ୍ୟାୟ ପ˚ଚାୟତ ନିର୍ବାଚନ ଭୋଟ୍‌ ଆରମ୍ଭ ହେବ। ଆଳି ଓ ଡେରାବିଶ ବ୍ଲକ୍‌ରୁ ଶୁଭାରମ୍ଭ ହେବାକୁ ଥିବା ଏହି ଭୋଟ୍‌ ପୂର୍ବରୁ ପ୍ରଶାସନ ଘୋଷଣା କରିଛି ବୁଥ୍‌ ସ୍ଥିତି। ଗତ ୨୦୧୭ନିର୍ବାଚନ ତୁଳନାରେ ଏଥର ସମ୍ବେଦନଶୀଳ ବୁଥ୍‌ ସ˚ଖ୍ୟା ତିନି ଗୁଣ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଗରଦପୁରର ତିନି ଜୋନ୍‌: ବିଜୟଙ୍କ ଅନୁଗତଙ୍କ ଉପରେ ୩ ଦଳର ନଜର

ଗରଦପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପରିବେଶ ଏବେ ସରଗରମ। ଗରଦପୁର ବ୍ଲକ୍‌ର ତିନୋଟି ଜିଲ୍ଲା ପରିଷଦ ଜୋନ୍ ହାତେଇବାକୁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଅଣ୍ଟା ଭିଡ଼ିଛନ୍ତି। ଏପଟେ ଏହି ୩ ଜୋନ୍‌ରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ଲଢେ଼ଇରେ ଉଚ୍ଚଶିକ୍ଷିତ: ମଇଦାନରେ ଏମ୍‌ଟେକ୍‌, ବିଟେକ୍‌, ପ୍ରଫେସର‌ ପ୍ରାର୍ଥୀ

କେନ୍ଦ୍ରାପଡ଼ା: କିଏ ଏମ୍‌ଟେକ୍‌ ପାସ୍‌ କରିଛନ୍ତି ତ’ କିଏ ବି-ଟେକ୍‌। ପୁଣି କାହାର ଶିକ୍ଷାଗତ ଯୋଗ୍ୟତା ବିଇଡି ଏମ୍‌ଏ ତ’ କାହାର ବୃତ୍ତି ଥିଲା ନର୍ସ, ପ୍ରଫେସର‌୍‌, ଆଇନଜୀବୀ...। କିନ୍ତୁ ଏମାନେ ସମସ୍ତେ ଏବେ ପ˚ଚାୟତ ନିର୍ବାଚନ ମଇଦାନରେ। କିଏ ସରପ˚ଚ ପାଇଁ ତ’ କିଏ ସମିତି ସଭ୍ୟ ପାଇଁ…
ଅଧିକ ଖବର ଦେଖନ୍ତୁ...