ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ କାଣ୍ଡ: ଯୁବତୀଙ୍କୁ ଛୁରାମାଡ଼ ପରେ ବେକ କାଟିଲେ ଯୁବକ

ମହାକାଳପଡା : ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ମହାକାଳପଡ଼ା ଥାନା ଦେଉଳପଡ଼ା ପଞ୍ଚାୟତର ଓଳିହା ଗ୍ରାମରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଗରଦପୁର ଅଞ୍ଚଳର ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ନିଜ ବେକ କାଟି ଦେଇଛନ୍ତି। ଉଭୟ ଏବେ ଚିକିତ୍ସାଧୀନ…
ଅଧିକ ଖବର ଦେଖନ୍ତୁ...

ବଙ୍ଗଭାଷୀ ନିର୍ଣ୍ଣୟ କରିବେ ୩୨ ନଂ ଜୋନ୍‌ ଭାଗ୍ୟ

କେନ୍ଦ୍ରାପଡା/ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୩୨ ନମ୍ବର ଜୋନର ଭାଗ୍ୟ ବଂଗଭାଷୀ ଭୋଟର ନିର୍ଣ୍ଣୟ କରିବେ। ଏହି ଜୋନ୍‌ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଖୁକୁମିନୀ କୁଅଁର, କଂଗ୍ରେସର ରତି ଦଳେଇ ଓ ବିଜେପିର ଆରତି…
ଅଧିକ ଖବର ଦେଖନ୍ତୁ...

ଏବେ ଅସଲ ଲଢ଼େଇ, ବିଜେଡିକୁ ଅସନ୍ତୁଷ୍ଟ; ବିଜେପିକୁ ବିଦ୍ରୋହୀ ଅଡ଼ୁଆ!

କେନ୍ଦ୍ରାପଡ଼ା: ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ କିଏ କାହା ସହିତ ଲଢ଼ିବ, ସେ ଚିତ୍ର ସ୍ପଷ୍ଟ ହୋଇସାରିଛି। ଏବେ ଅସଲ ଲଢ଼େଇ ଆରମ୍ଭ ହେବାକୁ ଯାଉଥିବାରୁ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର୍ କରି ଦେଇଛନ୍ତି। କେହି କାହାକୁ ବାଟ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଆକ୍ରୋଶ: ସରପଞ୍ଚଙ୍କ ଘର ପୋଡ଼ିଦେଲେ ଦୁର୍ବୃତ୍ତ

ଆଳି : ରାଜନୈତିକ ଆକ୍ରୋଶରୁ ବାଳକାଟୀ ସରପଞ୍ଚଙ୍କ ଘର ପୋଡ଼ି ଦିଆଯାଇଛି। ତାଙ୍କ ନଡ଼ାଛପର ଘର ସମେତ ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ନେଇ ସରପଞ୍ଚ ଦିବାକର ନାୟକ ଆଳି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ନୂଆ କୋଠାଘର ନିର୍ମାଣ ଚାଲିଥିବାରୁ ସରପଞ୍ଚ ଓ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଶିକ୍ଷାବିତ୍ ତଥା ଆଧ୍ୟାତ୍ମିକ ପ୍ରବଚକ ସରୋଜ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ ଶିକ୍ଷାବିତ, ଆଧ୍ୟାତ୍ମିକ କର୍ମୀ ତଥା ସୁବକ୍ତା ପ୍ରଫେସର ସରୋଜ କୁମାର ମହାନ୍ତିଙ୍କର ପରଲୋକ ହୋଇଯାଇଛି। ସୋମବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାରେ ଭାରି ପଡ଼ିବେ କି ବିଦ୍ରୋହୀ? ବିଜେପିରୁ ୧୧, ବିଜେଡିରୁ ୨, କ˚ଗ୍ରେସରୁ ଜଣେ ସ୍ୱାଧୀନ ପ୍ରାର୍ଥୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପ୍ରାୟ ସବୁ ଦଳ ପାଇଁ ଚିନ୍ତା ବଢାଇଛନ୍ତି ବିଦ୍ରୋହୀ। ବିଜେପିର ସର୍ବାଧିକ ୧୧, ବିଜେଡିରୁ ୨ ଓ ଗୋଟିଏ ଜୋନ୍‌ରେ କ˚ଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପଟେ ୨୦୧୭ରେ ନିର୍ବାଚିତ ଉଭୟ ବିଜେଡି ଓ ବିଜେପିର ଜିଲ୍ଲା ପରିଷଦ…
ଅଧିକ ଖବର ଦେଖନ୍ତୁ...

ସରିଲା ପ୍ରାର୍ଥୀପତ୍ର ଦାଖଲ: ତାଲିକାରେ ୧୪୨ ଜିଲ୍ଲା ପରିଷଦ, ୧୨୮୫ ସରପଞ୍ଚ, ୯୯୪ ସମିତି ସଭ୍ୟ

କେନ୍ଦ୍ରାପଡା: ପଂଚାୟତ ନିର୍ବାଚନ ପାଇଁ ପାଞ୍ଚ ଦିନ ହେବ ଚାଲିଥିବା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି । ଶେଷ ଦିନରେ ଆଜି ୩୩୫୯ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ା ସେମାନଙ୍କ ମଧ୍ୟରୁ  ୮୯ଜଣ ଜିଲ୍ଲା ପରିଷଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୪୬୧,…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ରାଜନୀତିରେ ହଟଚମଟ: ବିଜେପିରୁ ଦୂରେଇ ଗଲେ ବିଜୟ!

ପ୍ରାର୍ଥୀ ଚୟନରେ ହସ୍ତକ୍ଷେପ କଲେନି, ପ୍ରଚାରକୁ ବି ମନା କଲେ ଅନୁଗତଙ୍କ ପାଇଁ ମଇଦାନକୁ ଓହ୍ଲାଇ ପାରନ୍ତି କେନ୍ଦ୍ରାପଡ଼ା : ବିଜେପି ଆଜି ୨୫ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦୁଇ ମୁଖ୍ୟ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବିଜେଡି ଓ କ˚ଗ୍ରେସ ତୁଳନାରେ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦିନରେ ଜୀବନ, ପାଞ୍ଚ କିଲୋ ଚାଉଳକୁ ପାଞ୍ଚଶହ ଭତ୍ତା….ସରକାରୀ ଆବାସ କାହା ପାଇଁ?

ଚାନ୍ଦୋଳ: ପାଞ୍ଚ କିଲୋ ଚାଉଳ, ପାଞ୍ଚ ଶହ ଭତ୍ତା। ସରକାରୀ ଦୟାରୁ ମାସକୁ ଏତକ ମିଳୁଛି। ଏଇଥିରେ କଷ୍ଟେମଷ୍ଟେ ଗୋଟିଏ ଓଳିକୁ ଜୁଟି ଯାଉଛି ଆହାର। ଯେନତେନ ପ୍ରକାରେ ବିତି ଯାଉଛି ଜୀବନ। ଏମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଡେରାବିଶ ବ୍ଳକ୍‌ ପଲେଇ ପଞ୍ଚାୟତ ମଲ୍ଲିକେଶ୍ବରପୁର ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ପ୍ରିନ୍‌ସପାଲ୍‌, ଏସ୍‌ଡିପିଓଙ୍କ ନିର୍ବାଚନୀ ସଭା: ସଭାରେ ସରକାରୀ ଶିକ୍ଷକ ବି ସାମିଲ

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ୍ ବଉଦସ୍ଥିତ ଯୁକ୍ତଦୁଇ ତାରିଣୀ ସରକାରୀ ମହାବିଦ୍ୟାଳୟରେ ନିର୍ବାଚନୀ ସଭା ଆୟୋଜନ କରି ପ୍ରିନ୍‌ସପାଲ୍‌ ବିକାଶ ଦାସ ଓ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝୀ ଚାକିରିରୁ ନିଲମ୍ବିତ ହେବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। ଆଜି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି,…
ଅଧିକ ଖବର ଦେଖନ୍ତୁ...