ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

୪୧ ବର୍ଷ ପରେ ଘରକୁ ଫେରିଲେ ସନ୍ନ୍ୟାସୀ

ଆନନ୍ଦପୁର: ଅଲେଖ ମହିମା ଧର୍ମରେ ଦୀକ୍ଷିତ ହେବା ପରେ ୪୧ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ରହୁଥିବା ସନ୍ନ୍ୟାସୀ ଭୀମସେନ ବେହେରା ଘରକୁ ଫେରିଛନ୍ତି। ଘସିପୁରା ବ୍ଲକ୍‌ ଦେଓଗାଁ ନିକଟସ୍ଥ ତରାଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଓ ହାରାମଣି ବେହେରାଙ୍କ ପୁଅ ଭୀମସେନ ୪୧ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଛେନାପଦି ଛକରେ ଅଗ୍ନିକାଣ୍ଡ

ହାଟଡିହି: ରବିବାର ସନ୍ଧ୍ୟା ୭ଟାବେଳେ ହାଟଡିହି ବ୍ଲକ୍‌ ଛେନାପଦି ଛକରେ ଅଗ୍ନିକାଣ୍ଡ ଘଟିଛି। ଦେବେନ୍ଦ୍ର ଜେନାଙ୍କ ଉପର ମହଲାରେ ଭଡ଼ା ରହୁଥିବା ଫାର୍ମାସିଷ୍ଟ ମୃତ୍ୟୁଞ୍ଜୟ ସାମଲଙ୍କ ଘରେ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା। ଘରେ ଥିବା ଫ୍ରିଜ୍‌, ଟିଭି ସମେତ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ପୁଅର ଟାଙ୍ଗିଆ ଚୋଟରେ ବାପା ଓ ମାଆଙ୍କର ପ୍ରାଣହାନି

ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ବସିରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ବାପା ମୃତ୍ୟୁବରଣ କରିଥିବାବେଳେ ଗୁରୁତର ଅବସ୍ଥାରେ ଚମ୍ପୁଆ ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମା ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଖବର ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ ବସିରା…
ଅଧିକ ଖବର ଦେଖନ୍ତୁ...

ମେଣ୍ଟ ହେଲାନି: ଏବେ ଗାଁମୁହାଁ ନେତା

କେନ୍ଦୁଝର: ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା କାରଣରୁ ଉଭୟ ଦଳର ନେତା ଆଶା ଆଶଙ୍କାରେ ରହିବା ସହ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଏକପ୍ରକାର ବନ୍ଦ ରହିଥିଲା। ଗତକାଲି ମେଣ୍ଟ ହେବନି ବୋଲି ସ୍ପଷ୍ଟ ହୋଇଯିବା ପରେ ଆଜିଠାରୁ ନେତାମାନେ ଗାଁ ମୁହାଁ ହୋଇଛନ୍ତି। ସଭାସମିତି ଓ କର୍ମୀ ସମ୍ମିଳନୀ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା ଉଦ୍ୟମ କରିଥିବା ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଚାରାଧୀନ କଏଦୀ। କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କଏଦୀ ଜଣକ ହେଲେ କେନ୍ଦୁଝର ସଦର ଥାନା କାଠବାରି ପଞ୍ଚାୟତ ବୋଧବାହାଳି…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ରୋକିବ ତାଳଗଛ: କେଉଁଠି ନିର୍ଦ୍ଦେଶ ପାଳନ, କେଉଁଠି ନାହିଁ

କେନ୍ଦୁଝର: କେନ୍ଦୁଝରରେ ବଜ୍ରାଘାତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାର ଏହି ପାହାଡ଼ିଆ ଜିଲ୍ଲାରେ ଅଧିକ ବଜ୍ରପାତ ହେଉଥିବାରୁ ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ତାଳଗଛ ଲଗାଯାଉଛି।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳର ଅପହଞ୍ଚ ଗାଁକୁ ରାସ୍ତା ଯନ୍ତ୍ରଣା: ଯେଉଁଠି ଗର୍ଭବତୀ ଆଶାକର୍ମୀ ବି ଦୋଳାରେ ବୁହାହୁଅନ୍ତି

ଦାରିଙ୍ଗବାଡ଼ି: ପ୍ରସୂତି ଯନ୍ତ୍ରଣା ଭୋଗୁଥିବା ଗର୍ଭବତୀ କିଭଳି ଭଲରେ ହସ୍ପିଟାଲରେ ପହଞ୍ଚିବେ, ସେଥିପାଇଁ ଆଶାକର୍ମୀଙ୍କର ବଡ଼ ଭୂମିକା ଥାଏ। ମାତ୍ର, ଗର୍ଭବତୀ ଥିବା ଜଣେ ଆଶାକର୍ମୀଙ୍କୁ ବି ଦୋଳାରେ ବୁହାହୋଇ ହସ୍ପିଟାଲ ଯିବାକୁ ପଡ଼ିଥାଏ। ରାସ୍ତା ନଥିବାରୁ ଏହିଭଳି ଏକ ପରିସ୍ଥିତି ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିଲା ଦନ୍ତା, କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ଛତିଆ ଗ୍ରାମରେ ଗତ ୨୦ ତାରିଖ ରାତି ଗୋଟିଏ ଗୋଠ ଛଡ଼ା ଦନ୍ତା ପଶି ୨ଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ଗ୍ରାମର ପ୍ରମିଳା ମୁଣ୍ଡା ଓ ତାଙ୍କ ଭାଇ ସୋରେନ ମୁଣ୍ଡାଙ୍କ ଘର ଏହି ଦନ୍ତା ଭାଙ୍ଗିଥିବା…
ଅଧିକ ଖବର ଦେଖନ୍ତୁ...

ବାଲିଗୁଡା ନିର୍ବାଚନମଣ୍ଡଳୀ: ତିନି ଦଳର ସମରସଜ୍ଜା

ବାଲିଗୁଡା: ନିର୍ବାଚନ ବିଗୁଲ ବାଜିବା ପରେ କନ୍ଧମାଳର ବାଲିଗୁଡା ଆସନରେ ରାଜନୈତିକ ତାତି ଦେଖାଦେଇଛି। ନିର୍ବାଚନ ମଇଦାନକୁ ତିନି ଦଳ ଏବେ ଲମ୍ପ ମାରିଛନ୍ତି। ଲଗାତର ଦୁଇ ଥର ବିଜୟର ସ୍ୱାଦ ଚାଖିଥିବା ବିଜେଡି ଏବେ ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ରହିଥିବା ବେଳେ ପ୍ରତିଥର କମ୍‌ ଭୋଟ ବ୍ୟବଧାନରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ଅଖଚକ ବନ୍ଦ: ଷ୍ଟେସନରେ ୨ଟି ଟ୍ରେନ୍‌କୁ ଅଟକ ରଖି ପ୍ରତିବାଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଶୁଆକାଟିସ୍ଥିତ ଓଏମ୍‌ସି ଖଣିରୁ ‌କେନ୍ଦୁଝର ସଦର ବ୍ଲକ୍‌ ଗୋହାଲଡିହି ରେଳସାଇଡିଂ ପର୍ଯ୍ୟନ୍ତ ରେଳପଥ ସଂଯୋଗୀକରଣକୁ ବିରୋଧ କରି ଆଜି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦିଆଯାଇଛି।  ବନ୍ଦକୁ ୧୫ ସଂଗଠନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...