ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ମୟୂରଭଂଜରେ ଛାତ୍ରାବାସରେ ଜଣେ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ, ୪ ଅସୁସ୍ଥ

ସାରସକଣା: ସାରସକଣା ବ୍ଲକ୍‌ ପାନ୍ଧଡ଼ା ହରିଶ୍ଚନ୍ଦ୍ର ବିଦ୍ୟାମନ୍ଦିର ହଷ୍ଟେଲରେ ରହୁଥିବା ଜଣେ ୩ୟ ଶ୍ରେଣୀ ଛାତ୍ରୀଙ୍କର ଆଜି ସଂଧ୍ୟାରେ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ସୌଦାମିନୀ ମାରାଣ୍ଡି(୯) ହୋଇଥିବା ବେଳେ ସ୍ଥାନୀୟ କାଶିଆବେଡ଼ା ଗ୍ରାମର ଛୋଟରାୟ ମାରାଣ୍ଡିଙ୍କ ଝିଅ ସେ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସଚେତନତା ରଥ ଗଡ଼ିଲା

ରାଇରଙ୍ଗପୁର: ଓଡ଼ିଆ ସାହିତ୍ୟ ଓ ଭାଷା ଆନ୍ଦୋଳନ କ୍ଷେତ୍ରରେ ଆରମ୍ଭ ହେଲା ଓଡ଼ିଶାର କୋଣ ଅନୁକୋଣରେ ହେବ ପ୍ରଚାର ପ୍ରସାର ନିମନ୍ତେ ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ସଚେତନତା ରଥ ଗଡ଼ିଲା। ଓଡ଼ିଆ ଭାଷା ପାଇଁ ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ମୟୂରଭଂଜରେ ୩ ଘଣ୍ଟିଆ ବନ୍ଦ 

ରାଇରଙ୍ଗପୁର: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଛି। ତାହାର ପ୍ରତିବାଦରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏ ନେଇ ରାଇରଙ୍ଗପୁର ସହରସ୍ତ ଝାଡଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କଲେ ଯୁବ ସାମ୍ବାଦିକ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟର ରକ୍ତ ଭଣ୍ଡାର ପରିସରରେ ‘ସମ୍ବାଦ ଆମ ଓଡ଼ିଶା’ ଆନୂକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ସମ୍ବାଦ ପ୍ରତିନିଧି ତୁଷାର କାନ୍ତ ମହାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ସାନ ଭାଇ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଅଭିଯାନ ବାଟବଣା: ବର୍ଷାଜଳ ଅମଳ ପ୍ରକଳ୍ପ ଉପରେ ୱାର୍କିଂ ଟ୍ରାକ୍ ନିର୍ମାଣ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକେ। ଗରିବ ଖଟିଖିଆଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ରହିଛି। ହେଲେ ଯେଉଁଠି ପ୍ରକଳ୍ପ ନିର୍ମାଣ ହେଲେ ଲୋକେ…
ଅଧିକ ଖବର ଦେଖନ୍ତୁ...

ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦ‌: ଫେବ୍ରୁଆରି ୨ରେ ଜେଏମ୍ଏମ୍ ପକ୍ଷରୁ ୧୨ ଘଣ୍ଟା ମୟୂରଭଂଜ ବନ୍ଦ

ରାଇରଙ୍ଗପୁର: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଛି । ଏନେଇ ଗୁରୁବାର ରାଇରଙ୍ଗପୁରଠାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଓଡ଼ିଶା ରାଜ୍ୟର ମୂଖ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦୂବରାଜ ନାଗ୍‌ଙ୍କ ସଭାପତିତ୍ୱରେ…
ଅଧିକ ଖବର ଦେଖନ୍ତୁ...

ବନ ବିଭାଗର ଅନୁମତିରେ ରେଡିଓ ଷ୍ଟେସନ ପରିସରରୁ କଟା ହେଲା ମୂଲ୍ୟବାନ ଗଛ

ରାଇରଙ୍ଗପୁର: “ବୃକ୍ଷ ହିଁ ଜୀବନ”। ବୃକ୍ଷ ବିନା ବର୍ଷା ହୁଏ ନାହିଁ । ଏହି ବାର୍ତା ନେଇ ସରକାର ବନ ବିଭାଗ ସମେତ ବିଭିନ୍ନ ସରକାରୀ,ବେସରକାରୀ ସଂସ୍ଥା ସହାୟତାରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ବୃକ୍ଷରୋପଣ କରାଯାଉଥିବା ବେଳେ କିଛି ଲୋକେ ଅବାଧରେ ଗଛଲତା କାଟି ସଫା କରିଦେଉଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଉଦଳା ଉପରେ ବିଜେଡି ଆଖି: ଅଡ଼ୁଆ ଧରିଛି ଟିକେଟ୍‌ ଅଙ୍କ

ଉଦଳା-୧: ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀରେ ଟିକେଟ୍‌ ଅଙ୍କ ଛିଣ୍ଡୁନି। ବରଂ ଅଡ଼ୁଆ ବଢ଼ିବାରେ ଲାଗିଛି। ସବୁ ଦଳରେ ଏକାଧିକ ଦାବିଦାରଏବେ ନେତୃତ୍ବକୁ ଚିନ୍ତାରେ ପକାଇଲେଣି। ଏଠାରେ ମୁଖ୍ୟତଃ ବିଜେପି ଓ ବିଜେଡି ଭିତରେ ସିଧାସଳଖ ଲଢ଼େଇ ହେବ। ଏଣୁ ଉଭୟ ଦଳ ଉପରେ ରାଜନୈତିକ…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର: ୨୦୨୪ ନିର୍ବାଚନରେ ବିଜେପି-ବିଜେଡି-ଜେଏମଏମ ମଧ୍ୟରେ କଡ଼ା ମୁକାବିଲା!

ରାଇରଙ୍ଗପୁର/ଗୁହାଳଡାଙ୍ଗରୀ(ରାଇରଙ୍ଗପୁରରୁ ତୁଷାରକାନ୍ତ ମହାନ୍ତ ଓ ଗୁହାଳଡାଙ୍ଗରୀରୁ ପୁରୁଷତ୍ତମ ପାତ୍ରଙ୍କ ରିପୋର୍ଟ): ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନରୁ ରାଇରଙ୍ଗପୁର ହେଉଛି ଅନ୍ୟତମ। ଏହି ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ। ଏକଦା ଏହା କଂଗ୍ରେସର ଗଡ଼ ଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଗୋରୁମହିଷାଣୀରେ ତ୍ରିଦିବସୀୟ ଗାୟତ୍ରୀ ମହାଯଜ୍ଞ

ରାଇରଙ୍ଗପୁର/ଗୋରୁମହିଷାଣୀ: ରାଇରଙ୍ଗପୁର ବ୍ଲକ୍ ର ଗୋରୁମହିଷାଣୀସ୍ଥ ମା ଗାୟତ୍ରୀ ଶକ୍ତିପୀଠରେ ୯କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକ ଉତ୍ସବ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ମନ୍ଦିର ସଭାପତି ପ୍ରଦୀପ କୁମାର ସାହୁ ଓ ସମ୍ପାଦକ ସୁବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ…
ଅଧିକ ଖବର ଦେଖନ୍ତୁ...