ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ପଡ଼ୋଶୀଙ୍କୁ ହତ୍ୟା ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡ 

ରାଇରଙ୍ଗପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡୋଶୀକୁ ଠେଙ୍ଗାରେ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗରେ ଆସାମୀକୁ ରାଇରଙ୍ଗପୁର କୋର୍ଟରେ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା ଯୋଗ୍ୟ ଯେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବୁଡ଼ାମରା ଗ୍ରାମର ଚନ୍ଦ୍ରମୋହନ ମହାନ୍ତ…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର ସହରର ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟୟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପରିଷଦ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀ କେନ୍ଦ୍ର । ବାମନଘାଟୀ ଉପଖଣ୍ଡର ମୁଖ୍ୟାଳୟ ରାଇରଙ୍ଗପୁର ସହର ଚାରିପାଖରେ ୩ଟି ବଡ ଓ ଆଉ କିଛି ଛୋଟ ଲୁହାଖଣି ରହିଛି । ସକାଳୁ ରାତି ପର୍ଯ୍ୟନ୍ତ ସହରଟି ଯାନବାହନ ଚଳାଚଳରେ ଚଳଚଂଚଳ ହୋଇ ଉଠିଥାଏ ।…
ଅଧିକ ଖବର ଦେଖନ୍ତୁ...

ବିକାଶର ଆଲୋକ ଦେଖିଲା ବଣମୂଲକ: ଶିମିଳିପାଳର ୪୨ ଗାଁରେ ପହଞ୍ଚିଲା ବିଜୁଳି

ବାଲେଶ୍ଵର: ସତ ହେଲା ସ୍ଵପ୍ନ। ପୂରଣ ହେଲା ଦୀର୍ଘ ଦିନର ଆଶା। ବିଜୁଳି ଆଲୁଅ ଦେଖିଲା ଅନ୍ଧାରୀ ଇଲାକା। ପାହାଡ଼ ଜଙ୍ଗଲ ଘେରା ଶିମିଳିପାଳରେ ବସବାସ କରୁଥିବା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୩ପଞ୍ଚାୟତର ୨୩ଶହରୁ ଅଧିକ ପରିବାରଙ୍କ ଘରେ ପହଞ୍ଚିଛି ବିଜୁଳି। ବିଜୁ ଗ୍ରାମ ଜ୍ୟୋତି ଯୋଜନା…
ଅଧିକ ଖବର ଦେଖନ୍ତୁ...

୩୫ତମ ପ୍ରାଦେଶିକ ଖେଳକୁଦ (ଆଥଲେଟିକ୍ସ) ସମାରୋହ-୨୦୨୪ ଉଦଘାଟିତ

କରଞ୍ଜିଆ: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାଣୀତୀର୍ଥ, କରଞିଆ ଠାରେ ପ୍ରାଦେଶିକ ଖେଳକୁଦ ସମାରୋହ ଉଦ୍ ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜଳ ସମ୍ପଦ ଓ ଜନଜାତି ବିଭାଗର କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁ ଯୋଗଦାନ କରି କ୍ରୀଡ଼ା ଜ୍ୟୋତି ପ୍ରଜ୍ବଳନ ପୂର୍ବକ କ୍ରୀଡ଼ାର ଶୁଭାରମ୍ଭ…
ଅଧିକ ଖବର ଦେଖନ୍ତୁ...

ହୋଲିଫେଥ୍‌ ଇଂରାଜି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀଠାରେ ଥିବା ଅଗ୍ରଣୀ ଇଂରାଜି ବିଦ୍ୟାଳୟ ହୋଲିଫେଥ୍‌ ଇଂରାଜି ବିଦ୍ୟାଳୟର ବାର୍ଷିକ ଉତ୍ସବ ପିଏନ୍ ବୋଷ୍ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ବେବି ଶର୍ମାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବାର୍ଷି ଉତ୍ସବରେ…
ଅଧିକ ଖବର ଦେଖନ୍ତୁ...

ଜଗତ୍‌ଗୁରୁ ଶ୍ରୀଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ସତ୍‌ସଙ୍ଗ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଗ୍ରାମର ସାଧକ  ଅନନ୍ତ ଦତ୍ତଙ୍କ ବାସଭବନ ପରିସରରେ ଜଗତ୍‌ଗୁରୁ ଶ୍ରୀଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା, ସତ୍‌ସଙ୍ଗ, ଭଜନ କାର୍ଯ୍ୟକ୍ରମ ମହାସମାରୋହରେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିଲା: ୧୦ ଛେଳି-ମେଣ୍ଢା ମୃତ, ୭୮ ଜବତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା କୁମ୍ଭାର ମୁଣ୍ଡାକଟା ପଞ୍ଚାୟତ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଛେଳି ଓ ମେଣ୍ଢା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(କଳାବାଡିଆ-ଝାରପୋଖରିଆ) ଆଡ଼କୁ ଯାଉଥିବା ବେଳେ ଓଲଟି ଯାଇଥିଲା। ଏହି ଦୁର୍ଘଟଣାରେ ୮୮ଟି ଛେଳି ଓ ମେଣ୍ଢା ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ପିଆଜ ବୋଝେଇ ଟ୍ରକ୍ ଓଲଟି ଚାଳକଙ୍କ ମୃତ୍ୟୁ: ହେଲପର ଆହତ

କଳାବାଡ଼ିଆ: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନସ୍ଥ ଦୁଆରଶୁଣି ଘାଟିରେ ଦୁର୍ଘଟଣା କମିବାର ନାମ ନେଉ ନାହିଁ। ଗତ ୧୮ ତାରିଖରେ ଧଉଳି ଗଣନାଟ୍ୟର ଏକ ଲାଇଟ୍ ଓ ମାଇକ ବୋଝେଇ ଟ୍ରକ୍ ଓଲଟି ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିଲେ। ପୁଣି ଘାଟିରେ ନାସିକରୁ…
ଅଧିକ ଖବର ଦେଖନ୍ତୁ...

୧୨ ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବିରେ ଜାତୀୟ ରାଜପଥ ଅବରୋଧ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ଚାକିଡ଼ି ପଞ୍ଚାୟତର ୧୨ ଟି ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବିରେ ଜାତୀୟ ରାଜପଥ ୪୯ ଅବର‌ୋଧ କରିଛନ୍ତି। ସ୍ଥାନୀୟ ବାସିନ୍ଦା। ୪୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ବିଶୋଇ - ଝାରପୋଖରିଆ ରାସ୍ତା ଅବର‌ୋଧ କରିଛନ୍ତି। କିଛି ଦିନ ପୂର୍ବରୁ ଗ୍ରାମବାସୀମାନେ…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା: ତରବରିଆ ନିଷ୍ପତ୍ତି, ଏବେ ପ୍ରତ୍ୟାହାର

ବାରିପଦା: ଆଗପଛ ବିଚାର ନକରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ମାନ୍ୟତା ପ୍ରଦାନ କରାଯାଇଥିଲା। ମାତ୍ର, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ଯାହାକି ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଭାରତର ୧୮ଟି ସଂରକ୍ଷିତ ଜୈବମଣ୍ଡଳ…
ଅଧିକ ଖବର ଦେଖନ୍ତୁ...