ଅନୁସନ୍ଧାନ କରୁଥିବା ବର୍ଗ
ମୟୂରଭଞ୍ଜ
ମହାମହିମଙ୍କ ମୟୂରଭଂଜ ଗସ୍ତ ନେଇ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି; ପୁଲିସ କଲା ମକଡ୍ରିଲ୍, କାରକେଡ୍ ରିହର୍ସାଲ୍
ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ମୟୂରଭଂଜରେ ଦୁଇଦିନ ବିତାଇବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ବାୟୁସେନାର ବିମାନରେ ଝାରଖଣ୍ଡର ରାଂଚିସ୍ଥିତ ବୀର ବିର୍ସା ମୁଣ୍ଡା ବିମାନବନ୍ଦରରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁଲିସ୍ ବାସଭବନ ସମ୍ମୁଖରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ଅମଲା ଲେନ୍ ଷ୍ଟାଡିୟମ୍ ପାର୍ଶ୍ବରୁ ଆଜି ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ କୁଶୁ ସିଂ(୩୮)।
ସୂଚନା ଅନୁଯାୟୀ ଆସନ୍ତା ଆସନ୍ତା ୨୮ ଓ ୨୯ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମହାମହିମ ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଗସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ
ରାଇରଙ୍ଗପୁର: ଆସନ୍ତା ଫେବୃୟାରୀ ୨୮ ତାରିଖ ବୁଧବାର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ବାୟୂସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଇ ଅପରାହ୍ନ ୪.୪୫ ରେ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ ୦୫.୧୫ ରେ ରାଇରଙ୍ଗପୁର ନିକଟସ୍ଥ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଅମୃତ ଭାରତ ଯୋଜନାରେ ରାୟଗଡା ରେଳଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ
ରାୟଗଡା/ରାଇରଙ୍ଗପୁର: ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡ଼ା ରେଳଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ ୫୫୪…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିଜେପିରୁ ନିଲମ୍ବିତ ହେଲେ ଜିଲ୍କା ଉପସଭାପତି ଇଶାନ୍ ମିଶ୍ର
ରାଇରଙ୍ଗପୁର: ଭାରତୀୟ ଜନତା ପାର୍ଟିର ପଶ୍ଚିମ ମୟୁରଭଞ୍ଜ ସାଂଗଠନିକ ଜିଲ୍ଲାର ଉପ ସଭାପତି ଇଶାନ୍ କୁମାର ମିଶ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଦର୍ଶାଇ ଜିଲ୍ଲା ଉପସଭାପତି ପଦବୀ ଏବଂ ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ଦଳ ନିଲମ୍ବିତ କରିଛି । ଏନେଇ ବିଜେପିର ପଶ୍ଚିମ ମୟୁରଭଞ୍ଜ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଏଥର ଖରାଦିନେ ଛଟପଟ ହେବ ବାରିପଦା: ଦୈନିକ ୫ ମିଲିୟନ ଲିଟର୍ ପାଣି ଅଭାବ
ବାରିପଦା: ବାରିପଦା ସହରରେ ପାଣି ସମସ୍ୟା ଦୂର କରିବା ନିମନ୍ତେ ୩ ବର୍ଷ ତଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ୮୧.୪୧ କୋଟି ଟଙ୍କା ବ୍ୟୟରେ ଜମ୍ଭୀରା ବନ୍ଧ ନିକଟରେ ଆରମ୍ଭ ହୋଇଥିଲା ବୃହତ୍ ପାନୀୟ ଜଳଯୋଗାଣ ପ୍ରକଳ୍ପ। ଗୋଟିଏ ବର୍ଷ ମଧ୍ୟରେ କାମ ଶେଷ କରିବାକୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଗୋରୁମହିଷାଣୀ ଲୌହଖଣି ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା
ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ଲୌହ ଖଣିର ଗୋରୁମହିଷାଣୀ-ବାଦାମପାହାଡ଼ ମଜଦୁର ସଂଘ ସଭାପତି ସୁରେଶ ସୋରେନ ଓ ମୟୂରଭଞ୍ଜ ମାଇନ୍ସ ଲେବର ୟୁନିୟନର କାର୍ଯ୍ୟକାରି ସଭାପତି ସତ୍ୟବ୍ରତ ଦାସ (ନିନା)ଙ୍କର ନେତୃତ୍ଵରେ ଆଜି ଖଣିର ମୂଖ୍ୟ ଫାଟକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମହାମହିମ ରାଷ୍ଟ୍ରପ୍ରତିଙ୍କ ଗସ୍ତ ନେଇ ମୟୂରଭଂଜ ଚଳଚଂଚଳ, ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି
ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ତାରିଖ ଦିନ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ପାଇଁ ସେ ୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରୁ ଏକ ସତନ୍ତ୍ର ବିମାନ ଯୋଗେ ଝାଡଖଣ୍ଡର ରାଂଚିସ୍ଥିତ ବିର୍ସା ମୁଣ୍ଡା ବିମାନବନ୍ଦରରେ ପହଂଚିବା ପରେ ସେଠାରେ ବିଶ୍ୱବିଦ୍ୟାଳୟରର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
‘ନିଜର ଇଛା ପିଲାଙ୍କ ଉପରେ ଲଦିଦେଇ ସେମାନଙ୍କୁ ଚାପଗ୍ରସ୍ତ କରାନ୍ତୁ ନାହିଁ ଅଭିଭାବକ’
ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଇଆଇଟି ଖାଡ଼ଗପୁରର ଭୁତତ୍ତ୍ୱବିଜ୍ଞାନ ବିଭାଗର ପ୍ରଫେସର ମୃଗାଙ୍କ ପାଣିଗ୍ରାହୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୧୦ ବର୍ଷ ପରେ ଘରକୁ ଫେରିଲେ; ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ମନୋରଞ୍ଜନ ସେଠୀ
ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...