ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ପାହାଡ଼ରେ ‘ବଳି’ ଉଦ୍ୟମ ବେଳେ ଖସିଆସିଲା ନାବାଳକ: ଦମ୍ପତିଙ୍କୁ ହାତ ବାନ୍ଧି ୨ କିମି ଚଲାଇଲା ପୁଲିସ

କପ୍ତିପଦା/ଶାଳଚୁଆ: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ପୁଅକୁ ବଳି ଦେବାକୁ ଉଦ୍ୟମ କରିଛନ୍ତି ବାପାମାଆ। ହେଲେ ସୌଭାଗ୍ୟକୁ ୭ ବର୍ଷର ପୁଅ ମରଣମୁହଁରୁ ଖସି ଆସି ପାଖ ଗାଁ ଲୋକଙ୍କ ଆଗରେ ଖୋଲିଦେଲା ବାପାମାଆଙ୍କ ଗୁମର। ପୁଅ ଖସିଯିବା ପରେ ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୨୯ରେ ମୟୂରଭଂଜ ଗସ୍ତରେ ଆସିବେ ରାଷ୍ଟ୍ରପତି, ମା’ କିଚକେଶ୍ବରୀଙ୍କୁ କରିବେ ପୂଜାର୍ଚ୍ଚନା

ଭୁବନେଶ୍ବର/ରାଇରଂଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ସେ ମୟୂରଭଂଜର ଖିଚିଂରେ ପହଞ୍ଚିବେ। ସେଠାରେ ଥିବା ପ୍ରସିଦ୍ଧ ମନ୍ଦିରରେ ମା’ କିଚକେଶ୍ବରୀଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ପିଶାଚ ବାପାମାଙ୍କ ନାରକୀୟ କାଣ୍ଡ: ପୁଅକୁ ବଳି ଦେଇଥାନ୍ତେ

ଉଦଳା/ଶାଳଚୁଆ: ନିଜ ଜନ୍ମ କଲା ପିଲାକୁ କିଏ ବଳି ଦେବ କି? ହେଲେ ମା ଓ ବାପା ସାଜିଲେ ପିଶାଚ। ଠାକୁରାଣୀଙ୍କ ପାଖରେ ନିଜ ଜନ୍ମ କଲା ପୁଅକୁ ବଳି ଦେବା ପାଇଁ ନେଇଗଲେ। ହେଲେ କୌଶଳକ୍ରମେ ପୁଅ ଖସି ଆସିବାରୁ ଖୋଲିଗଲା ମା ବାପାଙ୍କ ଅସଲ ମୁଖା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ମିଳୁନି ମଜୁରୀ, ବାଧ୍ୟହୋଇ ଖଟିବାକୁ ଗଲେ ଦାଦନ

ରାଇରଙ୍ଗପୁର: ମନରେଗା ଯୋଜନାରେ ପୂର୍ବରୁ ଶ୍ରମିକମାନେ ଗଛ ଲଗାଇବା ପରେ ବୃକ୍ଷ ଗୁଡ଼ିକ ନଷ୍ଟ ହୋଇଯାଉଥିବା ଘଟଣା ଦେଖିବାକୁ ମିଳୁଥିଲା, ଯାହା ଶ୍ରମିକ ଏବଂ ଜମି ମାଲିକଙ୍କ ଅବହେଳା ପାଇଁ ହେଉଥିଲା ବୋଲି ବିଭାଗୀୟ ଅଧିକାରୀମାନେ ଦୋଷ ଲଦୁଥିଲେ। ତେବେ କିଛି ଗ୍ରାମରେ ଶ୍ରମିକମାନେ ମନରେଗା…
ଅଧିକ ଖବର ଦେଖନ୍ତୁ...

ରାଞ୍ଚି-ବିଜୟୱାଡ଼ା ରାଜପଥ ପାଲଟିଛି ମରଣଯନ୍ତା: ଜଣେ ଯୁବକଙ୍କ ମୃତ୍ୟୁ, ଦୁଇ ଗୁରୁତର

ରାଇରଙ୍ଗପୁର/ବାଦାମପାହାଡ଼: ରାଞ୍ଚି-ବିଜୟଓ୍ବାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର-ଯଶିପୁର ମୁଖ୍ୟ ରାସ୍ତାର ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ଖେରଣା ନିକଟରେ ହାଇୱା ଧକ୍କା ଦେବାରୁ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ପଢ଼ିଆ ଗ୍ରାମର ରାମଚନ୍ଦ୍ର ସୋରେନ୍‌ଙ୍କ ପୁଅ ସିଂରାୟ…
ଅଧିକ ଖବର ଦେଖନ୍ତୁ...

ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ଅସୁସ୍ଥ

ବାରିପଦା:  ବାରିପଦା ବିଧାୟକ ପ୍ରକାଶ କୁମାର ସୋରେନ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପ୍ରଥମେ ବାରିପଦା ପିଆର୍‌ଏମ୍‌ ମେଡିକ‌ାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥାରେ ସୁଧାର ନଆସିବାରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ; ପ୍ରକାଶ ୪ ଦିନ ହେଲା…
ଅଧିକ ଖବର ଦେଖନ୍ତୁ...

ପାଟିରେ ବାଣ ଫୁଟି ଶିଶୁକନ୍ୟା ଗୁରୁତର, କଟକ ଶିଶୁଭବନକୁ ସ୍ଥାନାନ୍ତର

ଠାକୁରମୁଣ୍ଡା: ଖେଳିବା ବେଳେ ପାଟିରେ ବାଣଫୁଟି ଜଣେ ଶିଶୁକନ୍ୟା ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଦୁଆରଶୁଣି ଗାଁରେ ଘଟିଛି ଏଭଳି ଅଘଟଣ। ଦୁଆରଶୁଣି ଗାଁର ପାକନ କୁଦୁଡାଙ୍କ ୬ ବର୍ଷର ଝିଅ ସାଙ୍ଗମାନଙ୍କ ସହ ଘର ପାଖରେ ଖେଳୁଥିଲା। ସେହି ସମୟରେ ତଳେ ପଡ଼ିଥିବା ଏକ ଅଫୁଟା…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଧରିବେ ଉଦଳା ବିଧାୟକ ଭାସ୍କର! ବିଜେପି କାର୍ଯ୍ୟକ୍ରମରୁ ଖାପଛଡ଼ା

ବଟକୃଷ୍ଣ ବିହାରୀ ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ଥିବା ଭାସ୍କର ମଢ଼େଇ ଖୁବ୍‌ଶୀଘ୍ର ବିଜେଡିରେ ମିଶିବାକୁ ଯାଉଛନ୍ତି। ବିଭିନ୍ନ ଆଳ ଦେଖାଇ ସେ ଦୀର୍ଘଦିନରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି; ଅଥଚ ବିଜେଡି କାର୍ଯ୍ୟକ୍ରମରେ ସାମିଲ ହୋଇ…
ଅଧିକ ଖବର ଦେଖନ୍ତୁ...

ରୋଷେଇ କରୁଥିବା ବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର

ବେତନଟୀ ସଦର: ରୋଷେଇ କରୁଥିବା ବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର ହୋଇପଡିଛନ୍ତି | ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡଦେଉଳିଆ ପଞ୍ଚାୟତର କସିପଦା ଗ୍ରାମର ଜନୈକା ମହିଳା ରୋଷେଇ କରୁଥିବା ସମୟରେ ଶାଢୀରେ ନିଆଁ ଲାଗି ଗୁରୁତର ଭାବେ ଆହତ ହୋଇଥିବାବେଳେ ଏବେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...