ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ଏଲ୍‌ ଆଣ୍ଡ ଟି ଅଫିସ୍‌ରେ ବିଜେଡି କର୍ମୀଙ୍କ ଭଙ୍ଗାରୁଜା, ଦୁଇ ଗିରଫ

ରାଜଗାଙ୍ଗପୁର : କାଂସବାହାଲସ୍ଥିତ ଏଲ୍‌ ଆଣ୍ଡ ଟି ଅଫିସ୍‌ରେ ଭଙ୍ଗାରୁଜା କରିବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଜ୍ୟୋତି ରଞ୍ଜନ ନାୟକ ଓରଫ ପାପୁନ୍‌ ଓ ତାଙ୍କ ଦଳୀୟ ସହଯୋଗୀ ଚନ୍ଦନ ଷଣ୍ଢ (୪୦) ଓରଫ ଗୋପୀଙ୍କୁ ରାଜଗାଙ୍ଗପୁର ପୁଲିସ୍‌ ଗିରଫ କରିଛି। ଗଣ୍ଡଗୋଳରେ…
ଅଧିକ ଖବର ଦେଖନ୍ତୁ...

ମା’ ପରେ ଆଖି ବୁଜିଲା ଝିଅ

କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଜଗନ୍ନାଥଖୁଣ୍ଟା ଆଖଡ଼ାଶାଳରେ ଗତକାଲି ଘରପୋଡ଼ିରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ବୀଣା ସିଂ (୨୬)। ତାଙ୍କ ସହ ପୋଡ଼ି ହୋଇଯାଇଥିବା ତାଙ୍କର ୭ ବର୍ଷର ଶିଶୁକନ୍ୟା ଚୁମକିର ମଧ୍ୟ ବିଳମ୍ବିତ ରାତ୍ରିରେ ବାରିପଦାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଓ ମୟୁରଭଞ୍ଜରେ ପୁଣି ୨ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର/ବାରିପଦା: ବଲାଙ୍ଗୀର ଓ ମୟୁରଭଞ୍ଜ ଜିଲ୍ଲାରେ ରବିବାର ପୁଣି ଥରେ ୨ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ସଦର ଥାନା ଅଞ୍ଚଳର ସେମେଲିଆ ଗ୍ରାମର ସୁଶିଳ ସୁନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ…
ଅଧିକ ଖବର ଦେଖନ୍ତୁ...

ଘର ପୋଡ଼ିଗଲା : ମା’ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

କଳାବାଡ଼ିଆ : ଆଜି ସନ୍ଧ୍ୟାରେ ଏକ ଘରେ ନିଅାଁ ଲାଗି ଜଣେ ମହିଳା ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଏଥିରେ ତାଙ୍କ ସ୍ୱାମୀ ଓ ୭ ବର୍ଷର ଝିଅ ମଧ୍ୟ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କଳାବାଡ଼ିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା ହାଇସ୍କୁଲ ପଛପଟ ଆଖଡ଼ାଶାଳରେ ଘଟିଛି ଏହି ଦୁର୍ଘଟଣା।…
ଅଧିକ ଖବର ଦେଖନ୍ତୁ...

ବାରିପଦା: ଋଣ ହେରଫେର ମାମଲାରେ ପୂର୍ବତନ ବିଧାୟକଙ୍କୁ ବର୍ଷେ ଜେଲ

ବାରିପଦା: ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ଋଣ ହେରଫେର ମାମଲାରେ ବାରିପଦା ପୂର୍ବତନ ବିଧାୟକ ବିମଳ ଲୋଚନ ଦାସଙ୍କୁ ଗୁରୁବାର ଗୋଟିଏ ବର୍ଷ ଜେଲ ଦଣ୍ଡ ହୋଇଛି। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିବା ଶୁଣାଣିରେ ଜଜ ତାରା ପ୍ରସାଦ ରଥ ଏହି ଶୁଣାଣି କରିଛନ୍ତି। ଅର୍ବାନ କୋଅପରେଟିଭ ବ୍ୟାଙ୍କର…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ପ୍ରତିନିଧିଙ୍କୁ ଟେକି ଫିଙ୍ଗିଦେଲା ପୁଲିସ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପରିଷଦ ବୈଠକ ଆଜି ରଣକ୍ଷେତ୍ର ପାଲଟିଛି। ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ପୁଲିସ ମରଣାନ୍ତକ ଆକ୍ରମଣ କରିବା ଫଳରେ ୩ ଜଣ ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା ଆହତ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜରେ ଭର୍ତ୍ତି ହୋଇଛନ୍ତି। ପଞ୍ଚାୟତିରାଜ ପ୍ରତିନିଧିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଡାଆଣୀ ସନ୍ଦେହରେ ପୁଣି ଜଣେ ମହିଳାଙ୍କୁ ମାଡ଼

ବଡ଼ସାହି : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଡାଆଣୀ ସନ୍ଦେହରେ ପୁଣି ଜଣେ ମହିଳାଙ୍କୁ ବାନ୍ଧିପକାଇ ମାଡ଼ ମରାଯାଇଛି। ଏଥର ପୁଲିସର ତତ୍‌ପରତା ଯୋଗୁ ସଂପୃକ୍ତ ମହିଳାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇଛି। ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାଟି ଏମିତି। ୧୫-୨୦ ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି ଖାଦ୍ୟ ଖାଇ ୧୯ ଶିଶୁ ଅସୁସ୍ଥ

ରାସଗୋବିନ୍ଦପୁର/ଗାଁଅମର୍ଦା : ଅଙ୍ଗନବାଡ଼ି ଖାଦ୍ୟ ଖାଇ ୧୯ ଶିଶୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗଡ଼ିଘାଟି ପଞ୍ଚାୟତ ଟିକାୟତପୁର ଗ୍ରାମର ଅଙ୍ଗନବାଡ଼ି…
ଅଧିକ ଖବର ଦେଖନ୍ତୁ...

୭ ଜଣଙ୍କୁ ଗିରଫ କଲା ପୁଲିସ

ବଡ଼ସାହି: ଭିଡିଓ ଭାଇରାଲ ହେବା ପରେ ବି ଚେତା ପଶିଲାନି। ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲା ପୁଲିସ। ଶେଷରେ ଆଜି ବଡ଼ସାହି ଥାନା ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧୁପୁର ଗ୍ରାମର ମାଗୁଣିଆ ସିଂ, ଯୋଗୀନ ଓରଫ ଯୋଗେନ୍ଦ୍ର ସିଂ, ବୁଧୁରାମ ଓରଫ…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସର ଅନ୍ତ ନାହିଁ! : ୫ ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ  

୧୦ଦିନ ଧରି ଏତଲା ଚାପିଥିଲା ପୁଲିସ, ଭିଡିଓ ଭାଇରାଲ୍‌ ପରେ ତନାଘନା ବଡ଼ସାହି/ସାନକେରକୋ : ଶତ ସଚେତନତା ଉଦ୍ୟମ ସତ୍ତ୍ୱେ ମୟୂରଭଞ୍ଜରେ ଅନ୍ଧବିଶ୍ୱାସର ଅନ୍ତ ହେଉନି। ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ଲୋକେ ଜଣେ ବୃଦ୍ଧ ଓ ୫ ଜଣ ମହିଳାଙ୍କୁ ଗଛରେ ବାନ୍ଧି ସର୍ବସମ୍ମୁଖରେ ନିସ୍ତୁକ…
ଅଧିକ ଖବର ଦେଖନ୍ତୁ...