ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ରାସ୍ତା ପାର୍ଶ୍ବ କଲଭଟର ଉପରେ ଚଢିଗଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୀଳଗିରି: ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ କଲଭଟର ଉପରେ ଚଢିଗଲା ଯାତ୍ରୀବାହୀ ବସ ଆଉ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ। ସୂଚନା ମୁତାବକ ନୀଳଗିରି ଏନଏସି ଅଧୀନ ଘାଟଘର ସାହି ଛକ ନିକଟରେ ବାସୁଦେବ ନାମକ ଯାତ୍ରୀବାହି ବସଟି ଭୁବନେଶ୍ବରରୁ ଯାତ୍ରୀମାନଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ବହଳଦା ନିର୍ବାଚନ ମଣ୍ଡଳୀ ପୁନଃ ଘୋଷଣା, ନୂତନ ବହଳଦା ଏନ୍‌ଏସି ଘୋଷଣା ଦାବି

ରାଇରଙ୍ଗପୁର/ବହଳଦା: ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜରେ ପୂର୍ବରୁ ୧୦ଟି ନିର୍ବାଚନ ମଣ୍ଡଳୀ ଥିଲା। କିନ୍ତୁ ସୀମା ନିର୍ଦ୍ଧାରଣ ପରେ ୨୦୦୯ରେ ୯ଟି ନିର୍ବାଚନ ମଣ୍ଡଳୀ କରାଯାଇଥିଲା। ସେଥିରୁ ବହଳଦା ନିର୍ବାଚନ ମଣ୍ଡଳୀକୁ ଉଛେଦ କରାଯାଇଥିଲା। କିନ୍ତୁ ଓଡ଼ିଶାରେ ଯେଉଁ ୧୪୭ଟି…
ଅଧିକ ଖବର ଦେଖନ୍ତୁ...

ଘର ବାହୁଡିଲେ ଇଶାନ ମିଶ୍ର; ପଶ୍ଚିମ ମୟୂରଭଂଜ ବିଜେପି ଉପସଭାପତି ପୁଣି ବିଜେଡିରେ ମିଶିଲେ

ରାଇରଙ୍ଗପୁର: ଆଉ କେଇଟା ଦିନପରେ ସାଧାରଣ ନିର୍ବାଚନ। ଏନେଇ ସମସ୍ତ ଦଳ ପକ୍ଷରୁ କସରତ ବର୍ତ୍ତମାନଠାରୁ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦଳର ନେତା ଓ କର୍ମୀ ନିଜ ପସନ୍ଦର ଦଳରେ ଯୋଗଦେଉଛନ୍ତି। କିଛି ନେତା ଓ କର୍ମୀ ଦଳ ଛାଡ଼ି ଅନ୍ୟ ଦଳକୁ ଯାଇ ପୁଣି ଥରେ ପୂର୍ବରେ ଥିବା ଦଳକୁ ବାହୁଡୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ କଂଗ୍ରେସ ଶିବିର ନିରବ: ଜେଏମ୍‌ଏମ୍‌ ସହ ମେଣ୍ଟ ନା ଏକାକୀ ଲଢ଼ିବ ଦଳ?

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବିଜୟ ବାନା ଉଡ଼ାଇବା ଲାଗି ବିଜେଡି ଓ ବିଜେପି ବଳ ଲଗାଇଛନ୍ତି। ମାତ୍ର ଶହେ ବର୍ଷର ପୁରୁଣା କଂଗ୍ରେସ ଭଳି ଜାତୀୟ ଦଳରୁ ସେମିତି କିଛି ଉତ୍ସାହ କି ଜୋଶ ଦେଖିବାକୁ ମିଳୁନି। ୨୦୨୪ ଲଢ଼େଇ ପାଇଁ କଂଗ୍ରେସ ଏବେ ବି ଅପ୍ରସ୍ତୁତ ବୋଲି ରାଜନୈତିକ ମହଲରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ଆରମ୍ଭ ହେବ ମଛପଦା ଷ୍ଟେସନ ନିର୍ମାଣ କାର୍ଯ୍ୟ, ୨କୋଟିର ବ୍ୟୟ ବରାଦ କଲା ରେଳବିଭାଗ

ବେତନଟୀ ସଦର: ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନ ମଧ୍ୟରେ ମଛପଦା ଠାରେ ଏକ ନୂତନ ଷ୍ଟେସନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘ ଦିନ ଦାବି ରହିଆସିଥିଲେ | ସେହିଭଳି ଦୀର୍ଘଦିନ ଧରି ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବାମନଘାଟି ପ୍ରତି କେନ୍ଦ୍ର ଓ ରାଜ୍ୟର ଅବହେଳା ନେଇ “ଜନ ସଚେତନତା ସାଇକେଲ ରାଲି” ଆରମ୍ଭ

ରାଇରଙ୍ଗପୁର/ଗୋରୁମହିଷାଣି: ମୟୁରଭଞ୍ଜର ୪ଟି ଉପଖଣ୍ଡ ମଧ୍ୟରୁ ବାମନଘାଟି ଉପଖଣ୍ଡ ହେଉଛି ସର୍ବାଧିକ ଆଦିବାସୀ ବହୁଳ ଏବଂ ଲୌହ ଖଣିଜ ସମ୍ପଦଭରା ଅଞ୍ଚଳ | ବାରମ୍ବାର ଦାବି ସତ୍ୱେ ବିକାଶର ପାଦ ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳରେ ପଡିନାହିଁ । ସବୁକ୍ଷେତ୍ରରେ ସରକାରୀ ଅବହେଳା, ନିର୍ବାଚିତ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ହତ୍ୟା କରିଥିଲା ଅଭିଯୁକ୍ତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ଅଶନବଣୀ ନିକଟରେ ଏକ ପରିତ୍ୟକ୍ତ ଘରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଗତକାଲି ପୁଲିସ ଉଦ୍ଧାର କରିଥିଲା। ମୃତକ ଜଣଙ୍କ ହେଉଛନ୍ତି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଯୋଡ଼ାମହୁଲ ଗ୍ରାମର ଶ୍ରୀମତୀ ମହାଲି (୫୨)। ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କାମରେ ଆସୁନି କୋଟପା ଆଇନ; ଖୁଲମ ଖୁଲା ଚାଲିଛି ଗୁଟଖା ବିକ୍ରି

ବେତନଟୀ ସଦର: ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ଅଣସଂକ୍ରାମକ ରୋଗରେ ଅକାଳରେ ମଣିଷର ଜୀବନ ଚାଲିଯାଉଛି। ବହୁ ସମୟରେ ପରିବାର ରୋଜଗାରିଆଙ୍କ ଅକାଳ ବିୟୋଗ ପରେ ଗୋଟିଏ ଗୋଟିଏ ପରିବାର ତଳିତଳାନ୍ତ ହୋଇଯାଉଛି। ତମାଖୁ ବିଶେଷକରି ଗୁଟଖା ବିକ୍ରି ଉପରେ କଟକଣା କରାଯାଇଛି। ମାତ୍ର ମୟୂରଭଂଜ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ରାଇରଙ୍ଗପୁର: ମୟୂରଭଂ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ଅଶନବଣୀ ନିକଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ଶ୍ରୀମତୀ ମହାଲି(୫୨)। ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଯୋଡାମହୁଲ ଗ୍ରାମର ଶ୍ରୀମତୀ ମହାଲି ଗତ ୨୨ ମାର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ବିଲ ଭିତରୁ ଅପରିଚିତ ବୃଦ୍ଧଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଉପକଣ୍ଠ ବିଲ ଭିତରେ ଜଣେ ବୃଦ୍ଧଙ୍କ ଶବ ରବିବାର ମଧ୍ୟାହ୍ନରେ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଜଣା ପଡୁନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଖବରନୁଯାୟୀ ରବିବାର ମଧ୍ୟାହ୍ନରେ…
ଅଧିକ ଖବର ଦେଖନ୍ତୁ...